Ramdev Health Tips – ଭାତୁଡି ସମସ୍ୟାରୁ କେମିତି ମୁକ୍ତି ପାଇବେ ଜାଣିବା ପାଇଁ ହେଲେ ,ନିଶ୍ଚିୟ ପଢନ୍ତୁ ଏହି ପୋଷ୍ଟକୁ

0

ଅନେକ ସମୟରେ ଆମ୍ଭେମାନେ ମୁଖ୍ୟତଃ ଜଙ୍ଘ , କାଖ ଓ ବେକର ସାଇଟ ଇତ୍ୟାଦିରେ ଭାତୁଡି ଦେଖିବାକୁ ପାଇଥାଉ । ଭାତୁଡିର ରଙ୍ଗ ସର୍ବଦା ସ୍କିନ କଲର ହୋଇଥାଏ ଏବଂ ଏହା ଆମ ସ୍କିନକୁ ଲାଗି କରି ରହିଥାଏ । ଏହା ଧୀରେ ଧୀରେ ବଡ ଆକୃତି ମଧ୍ୟ ଧାରଣ କରିଥାଏ ଏବଂ ଭାତୁଡିର ସମସ୍ୟା ମୁଖ୍ୟତଃ ମୋଟା ବ୍ୟକ୍ତି ବା ଡାଇବେଟିସ ଥିବା ଲୋକମାନଙ୍କ ଠାରେ ଅଧିକ ଦେଖାଯାଏ ।

ତେବେ ଆସନ୍ତୁ ଜାଣିବା ଭାତୁଡି ଯୋଗୁଁ ଆମର କଣ ଅସୁବିଧା ହୋଇଥାଏ । ଯେଉଁ ବ୍ୟକ୍ତି ମାନଙ୍କ ଠାରେ ଏହି ଭାତୁଡିର ସମସ୍ୟା ଅଧିକ ଅଧିକ ଦେଖାଯାଉଛି ସେହି ବ୍ୟକ୍ତିମାନେ ତୁରନ୍ତ ଡକ୍ଟରଙ୍କ ସହ ପରାମର୍ଶ କରିବା ଉଚିତ । ଭାତୁଡିକୁ କସମେଟିକ ସାହାର୍ଯ୍ୟରେ ଦୂର କରାଯାଇଥାଏ , ଏଥିରେ କୌଣସି ପ୍ରକାର ସାଇଟ ଇଫେକ୍ଟ ମଧ୍ୟ ନଥାଏ ।

ଭାତୁଡି ବିଭିନ୍ନ ପ୍ରକାର ହୋଇଥାଏ , ଉଦାହରଣ ସ୍ୱରୂପ ଅଧିକାଂଶ ଲୋକମାନଙ୍କର ଅଖି ଚାରିପାଖରେ ଛୋଟ ଛୋଟ ବିନ୍ଦୁ ଆକାରର ହୋଇଥାଏ ଏବଂ ଅନ୍ୟ କେତେକ ଲୋକମାନଙ୍କର ଫେସରେ ଛୋଟ ଛୋଟ ଭାତୁଡି ସାଇନ ଆକାରରେ ଲଗାଲଗି ହୋଇ ରହିଥାଏ ।

ସେଥିପାଇଁ ଆପଣଙ୍କ ସ୍କିନରେ ଯେଉଁ ପ୍ରକାର ଭାତୁଡି ଦେଖାଯାଉ ନା କାହିଁକି ତାହାର ଚିକିତ୍ସା କରିବା ଅତ୍ୟନ୍ତ ଜରୁରୀ ଅଟେ । ପ୍ରଥମେ ଆପଣ ଜାଣି ରଖିବା ଉଚିତ କି ଆପଣଙ୍କ ସ୍କିନରେ ଭାତୁଡିର ରହିଛି ତାହା ଆପଣ ପ୍ରଥମେ ଡକ୍ଟରଙ୍କୁ ଦେଖାଇବା ଉଚିତ ହୋଇଥାଏ ।

ଅନେକ ଲୋକମାନଙ୍କର ଏହି ସବୁ ସମସ୍ୟା ଦେଖାଗଲେ ସେମାନେ ଘୋରଇ ଉପଚାର କରିଥାନ୍ତି କିନ୍ତୁ ଏହା ଅନେକ ସମୟରେ ଇନଫେକସନର ରୂପ ନେଇଥାଏ । ସେଥିପାଇଁ ପ୍ରଥମେ ଆପଣ ଡକ୍ଟରଙ୍କୁ ଦେଖାଇବା ଉଚିତ ଏବଂ ଏହି ସମସ୍ୟା ଦୂର କରିବା ପାଇଁ ବହୁତ ଇଜି ହୋଇଥାେ । ଅଳ୍ପ ସମୟ ମଧ୍ୟରେ ଆମେ ଏଥିରୁ ଆମେ ମୁକ୍ତି ପାଇ ପାରୁ ଏବଂ ଏହା ାମ ଶରୀରରେ କୌଣସି ପ୍ରକାର ସାଇଟ ଇଫେକ୍ଟ ପାକାଇ ନଥାଏ ।

ଭାତୁଡିକୁ ରୋକିବା ପାଇଁ ହେଲେ ପ୍ରଥମତଃ ଆମ ମାନଙ୍କର ଲାଇଫ ଷ୍ଟାଇଲକୁ ଚେଞ୍ଚ କରିବାକୁ ପଡିଥାଏ ଏବଂ ପ୍ରତିଦିନ ବ୍ୟାୟାମ କରିବାକୁ ପଡିଥାଏ । ଧ୍ୟାନ ରଖିବେ କି ବାହରର ଖାଦ୍ୟ ଖାଇବେ ନାହିଁ ଏବଂ ବାହାରର ଅଏଲି ଫୁଡ ଖାଇବା କଣ୍ଟ୍ରର କରିବେ । ବଡିର ୱେଟକୁ କଣ୍ଟ୍ରଲ କରି ରଖିବା ପାଇଁ ଚେଷ୍ଟା କରିବେ । ତ୍ୱଚାକୁ ସୁନ୍ଦର କରିବା ପାଇଁ ସବୁ ପ୍ରକାର ଭିଟାମିନର ମିନେରାଲର ଆବଶ୍ୟକତା ପଡିଥାଏ ।

ଯେପରି ଘର ଟିଏ ପ୍ରସ୍ତୁତ କରିବା ପାଇଁ ଆମକୁ ଇଟା ବାଲି ସିମେଣ୍ଟର ଆବଶ୍ୟକ ପଡିଥାଏ , ଠିକ ସେହିପରି ଆମ ସ୍କିନକୁ ସୁନ୍ଦର ଓ ଚିକ୍କଣ ରଖିବା ପାଇଁ ଭିଟାମିନ ସି ଓ ଇ ଜାତୀୟ ଖାଦ୍ୟ ଖାଇବା ଉଚିତ । ଏହି ସବୁ ଖାଦ୍ୟ ଖାଇବା ଦ୍ୱାରା ଆପଣଙ୍କ ଶରୀରରେ ପ୍ରୋଟିନ ତିଆରି କରିବାରେ ସାହାର୍ଯ୍ୟ କରିଥାଏ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।