ଭଉଣୀ ବାହାଘରକୁ ଡାକି ସେଇ ବେଦୀରେ ମୋତେ ବାହା ହେଲା..ଶାରୀରିକ ସମ୍ପର୍କ ରଖି ସେଇ ଭିଡିଓକୁ ଭାଇରାଲ କରୁଛି ମୋ ସ୍ତ୍ରୀ…ଦେଖନ୍ତୁ video

ବନ୍ଧୁଗଣ ଆପଣ ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ ଅନେକ ଭିଡିଓ ଭାଇରାଲ ହେବାର ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଅପଣଂକୁ ଏମିତି ଏକ ଘଟଣା ବିଷୟରେ କହିବି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ |ବର୍ତମାନ ପରକୀୟା ପ୍ରେମ ପାଇଁ ଅନେକ ବ୍ୟକ୍ତି ସମସ୍ୟା ଭୋଗ କରୁଛନ୍ତି, ଜଣେ ମହିଳା ପୁରୁଷ ସହ ସମ୍ପର୍କ ରଖି ତାର ଭିଡିଓ ରେକର୍ଡ କରି ତାକୁ ବ୍ଲାକ ମେଲିଙ୍ଗ କରି ପୁଳା ପୁଳା ଟଙ୍କା ଲୁଟୁଛନ୍ତି |ମୁଁ ଆଜି ଆପଣକୁ ଏହି ଘଟଣା ସମ୍ପୂର୍ଣ ଖବର ବିଷୟରେ ଜଣାଇବି ତେବେ ଆସନ୍ତୁ ଜାଣିବା ଏହି ଘଟଣା ବିଷୟରେ |

ଆପଣ ଶୁଣିଥିବେ ଯେ ଜଣେ ମହିଳାକୁ ପୁରୁଷ ବ୍ଲାକମେଲିଙ୍ଗ କରେ ଏବଂ ତାର ଫାଇଦା ଉଠେ ମାତ୍ର ବର୍ତମାନ ସବୁ ଓଲଟା ହୋଇଗଲାଣି ମହିଳାମାନେ ମଧ୍ୟ ପୁରୁଷକୁ ବ୍ଲକମେଲିଙ୍ଗ କରି ତାଙ୍କଠୁ ଟଙ୍କା ଲୁଟୁଛନ୍ତି |ଏହି ଘଟଣାଟି ଘଟିଛି ହାଇଦ୍ରାବାଦର କମରଦା ଜଳଦା ଅଂଚଳର ମିଥୁନ ରାଉତ ନାମକ ଯୁବକ ହୋଟେଲ କରି ନିଜର ବ୍ୟବସାୟ ଚଳେଇ ଆସୁଥିଲେ |ସେ ତାଙ୍କ ସ୍ତ୍ରୀ ପିଲା ସହିତ ବେଶ ଖୁସିରେ ଥିଲେ ମାତ୍ର ଏହି ସମୟରେ ତାଙ୍କ ଜୀବନରେ ଘଟିଲା ଏକ ଅଭାବନିୟ ଘଟଣା |

ଏହି ସମୟରେ 2020ରେ ଭଦ୍ରକ ଅଂଚଳର ନଳାଙ୍ଗ ଗ୍ରାମ ଯୁବତୀ ପ୍ରମିଳା ସାହୁ ଘରୁ ପଳାଇ ଯାଇ ହାଦ୍ରାବାଦ ହୋଟେଲରେ ସେହି ଯୁବକଙ୍କ ନିକଟରେ ପହଂଚି ଥିଲେ ଏବଂ ତାଙ୍କୁ କିଛି କାମ ଦେବାପାଇଁ ଅନୁରୋଧ କରିଥିଲେ |ମିଥୁନ ଏନେଇ ତାଙ୍କ ପରିବାର ଲୋକ ସହ କଥା କହି ତାଙ୍କୁ କାମ ଦେଇଥିଲେ,ସେ ସେଠାରେ ଦୁଇବର୍ଷ କାମ କରି ମିଥୁନଙ୍କ ବିଶ୍ୱାସ ଭାଜନ ହୋଇ ପାରୁଥିଲେ |ଦିନେ ପ୍ରମିଳାଙ୍କ ବଡ ଭଉଣୀ ବାହାଘର ପାଇଁ ପାଞ୍ଚ ଲକ୍ଷ ଟଙ୍କା ଦରକାର କାରଣରୁ ପ୍ରମିଳାଙ୍କ ପରିବାର ଲୋକେ ମିଥୁନ ସହିତ କଥା ହେଇଥିଲେ ଏବଂ ଏହି ଟଙ୍କା ପ୍ରମିଳା କାମ କରି ସୁଝିଦେବେ ବୋଲି ଏକ ଏଗ୍ରିମେଣ୍ଟ ହୋଇଥିଲା |

ପରେ ମିଥୁନ ଏହି ଏଗ୍ରିମେଣ୍ଟ ଅନୁଯାଇ ତାଙ୍କୁ ଟଙ୍କା ଦେଇଥିଲେ, ଏବଂ ପ୍ରମିଳାଙ୍କ ବଡ଼ ଭଉଣୀଙ୍କ ବାହାଘରକୁ ନିମଂତ୍ରଣ ରଖି ଆସିଥିଲେ |କିନ୍ତୁ ସେଠାରେ ବଡ଼ ଭଉଣୀ ସହିତ ପ୍ରମିଳା ମଧ୍ୟ କନ୍ୟା ବେଶରେ ବସିଥିଲେ, ଏବଂ ପ୍ରମିଳାଙ୍କ ପରିବାର ଲୋକ ମିଥୁନ ସହିତ ଜୋରଜବଦସ୍ତ ପ୍ରମିଳାଙ୍କ ବାହାଘର କରି ତାଙ୍କ ଠାରୁ କୋର୍ଟ ପେପର ଦସ୍ତଖତ କରି ନେଇଥିଲେ |ପ୍ରମିଳା ଓ ମିଥୁନ ଉଭୟ ବାହାହୋଇ ହାଇଦ୍ରାବାଦ ଗଲେ, ସେଠାରେ ପ୍ରମିଳା ମିଥୁନଙ୍କ ଟଙ୍କା ଫେରାଇବା ପାଇଁ ମନା କରିବା ସହିତ ତାଙ୍କୁ ଅଧିକ ଟଙ୍କା ଦେଇ ଛାଡ଼ପତ୍ର ଦେବାପାଇଁ କହିଥିଲେ |ମାତ୍ର ମିଥୁନ ଏହି କଥାରେ ରାଜି ନହେବାରୁ ପ୍ରମିଳା ମିଥୁନଙ୍କ ସହ ରଖିଥିବା ଶରୀରକ ସମ୍ପର୍କର ଭିଡିଓ ଭାଇରାଲ କରିଥିବାର ଅଭିଯୋଗ କରିଛନ୍ତି ମିଥୁନ |ପ୍ରମିଳା ମିଥୁନଙ୍କୁ ବ୍ଲାକ ମେଲିଙ୍ଗ କରିବା ସହିତ ତାଙ୍କୁ ତାଙ୍କର ସ୍ତ୍ରୀ ପିଲା ଛୁଆଙ୍କ ପାଖକୁ ନଯିବାପାଇଁ ଧମକ ମଧ୍ୟ ଦେଇଛନ୍ତି |ମିଥୁନ ପ୍ରମିଳାଙ୍କ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment