ଦେଖନ୍ତୁ ଭିଡ଼ିଓ : ଭଉଣୀ ବାହାଘରରେ actress ଏଲିନା ସାମନ୍ତରାୟ ଙ୍କ ଜବରଦସ୍ତ ଡ୍ୟାନ୍ସ

0

ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଯେ ଅଭିନୟ ଦୁନିଆ ରେ ବହୁ ଜଣ ଏମିତି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ସେମାନଙ୍କର ଏକ ସ୍ବତନ୍ତ୍ର ପରିଚୟ ହାସଲ କରି ପାରିଛନ୍ତି। ଯେଉଁ ମାନଙ୍କ ଅଭିନୟ, ନାଚ, ଗୀତ ଇତ୍ୟାଦି ରେ ଦର୍ଶକ ମାନେ ମନ୍ତ୍ରମୁଗ୍ଧ ହୋଇଥାଆନ୍ତି। ଯାହା ପାଇଁ ଏହି ଅଭିନେତ୍ରୀ ମାନେ ଅନେକ ସଫଳତା ସାଉଁଟି ଛନ୍ତି।ଆପଣମାନେ ଜାଣିଥିବେ ଓଲିଉଡ୍ ଇଣ୍ଡଷ୍ଟ୍ରି ରେ ସବୁବେଳେ ଏକ ଭିନ୍ନ ଅନ୍ଦାଜ ଦେଖିବାକୁ ମିଳିଥାଏ।ଆପଣ ଓଲିଉଡ୍ ଓ ଟିଭି କଳାକାର ମାନଙ୍କୁ ତାଙ୍କ ଅଭିନୟରେ ଦେଖୁଛନ୍ତି, ସେମାନେ ଯେମିତି ଆମକୁ ମନୋରଞ୍ଜନ କରାଇଥାନ୍ତି,ଠିକ ସେଇଭଳି ମଉଜ ମସ୍ତି ଭିତରେ କିନ୍ତୁ ସେମାନେ ତାଙ୍କର ବାସ୍ତବ ଜୀବନରେ ନିଜକୁ ଅତିବାହିତ କରିଥାନ୍ତି।

ତେବେ ସେମାନଙ୍କର ଜୀବନରେ ରହସ୍ୟ ହେଉ କି ଜୀବନର ଶୈଳୀ ଏବଂ ପ୍ରେମ ସମ୍ପର୍କ ମଧ୍ୟ ହେଉ ପ୍ରତିଟି କଥାରେ ସେମାନେ ଏକ ନିଆରା ଢଙ୍ଗ ରେ ଉପସ୍ଥାପିତ କରନ୍ତି ନିଜର ଜୀବନକୁ। ସବୁବେଳେ କିଛି ନା କିଛି କେଁ ରହିଥାଏ ସେମାନଙ୍କ ଚଳନି ଏବଂ ବ୍ୟକ୍ତିଗତ ଜୀବନକୁ ନେଇ। ଅନେକ ସମୟରେ ସୋସିଆଲ ମିଡିଆରେ ସେମାନେ ସକ୍ରିୟ ରହିଥିବା ଦେଖିବାକୁ ମିଳିଥାଏ। ସେହିପରି ଅଭିନେତ୍ରୀ ଏଲିନା ସାମନ୍ତରାୟ ଯିଏକି ଜଣେ ସୁନ୍ଦରୀ, ସଫଳ ଅଭିନେତ୍ରୀ ଭାବରେ ବେଶ୍ ପରିଚିତ। ଯାହାଙ୍କୁ ସୁନ୍ଦରୀ ଚୁଲବୁଲି ନାୟିକା କୁହାଯାଏ ସେ ଏବେ ପୁଣି ଚର୍ଚ୍ଚାରେ। ନିଜକୁ ଅଭିନୟ ଜଗତରେ ସେ ଖୁବ୍ ପ୍ରତିଷ୍ଠିତ କରି ପାରିଛନ୍ତି।

ଅଭିନେତ୍ରୀ ଏଲିନା ଙ୍କ କଠିନ ପରିଶ୍ରମ ଓ ଅଧ୍ୟବସାୟ ବଳରେ ହିଁ ସେ ଏକ ସ୍ବତନ୍ତ୍ର ପରିଚୟ ହାସଲ କରି ପାରିଛନ୍ତି।ତେବେ ତାଙ୍କର ସେହି ସ୍ବତନ୍ତ୍ର ହୃଦୟସ୍ପର୍ଶୀ ଅଭିନୟର ଯାଦୁ ରେ ଆଜି ବି ଲୋକେ ଝୁମି ଯିବାକୁ ଇଚ୍ଛା କରନ୍ତି ଏବଂ ତାଙ୍କୁ ଏକ ସ୍ବତନ୍ତ୍ର ସ୍ଥାନ ମଧ୍ୟ ଦେଇଥାନ୍ତି। ସେ ହେଉଛନ୍ତି ର ଅସୀମ ସୁନ୍ଦରୀ ନାୟିକା ଯିଏକି ଓଡ଼ିଆ ସିନେମା ଜଗତରେ ମଧ୍ୟ ତାଙ୍କର ଝଲକ୍ ଦେଖାଇ ପାରିଛନ୍ତି। ତାଙ୍କର ଅନେକ ଚଳଚ୍ଚିତ୍ର ରେ ସେ ଆକର୍ଷଣୀୟ, ଦମଦାର ଅଭିନୟ କରି ଦର୍ଶକଙ୍କ ନିକଟତର ହୋଇ ଛନ୍ତି। ତେବେ ତାଙ୍କର ଅଭିନୟର ଯାଦୁ ଏତେ ନିଆରା ଓ ହୃଦସ୍ପର୍ଶୀ ଅଟେ ଯେ ଯିଏ ବି ହେଉନ କାହିଁକି ତାଙ୍କର ପ୍ରଶଂସା କରିବାକୁ ପଛେଇବ ନାହିଁ।

ଜଣେ ବାସ୍ତବ କଳାକାର ଭାବରେ ତାଙ୍କର ଏକ ପରିଚିତି ରହିଛି। ନିଜକୁ ଏକ ସ୍ବତନ୍ତ୍ର ସ୍ଥାନରେ ସେ ସବୁବେଳେ ଦେଖିବାକୁ ଚାହିଥାନ୍ତି।ଏବେ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳୁଛି ଯେଉଁଥିରେ ସେ ଏକ ପାର୍ଟିରେ ଡାନ୍ସ କରୁଥିବାର ଦେଖିବାକୁ ମିଳୁଛି। ଯାହା ଜଣା ପଡିଛି ସେ ତାଙ୍କର ଭଉଣୀଙ୍କ ବିବାହ ଉତ୍ସବରେ ଏହି ନୃତ୍ୟ କରୁଛନ୍ତି। ଭିନ୍ନ ଭିନ୍ନ ଗୀତରେ ସେ ଜବରଦସ୍ତ ଡାନ୍ସ କରୁଥିବାର ଦେଖିବାକୁ ମିଳୁଛି ଏହି ବିବାହ ଉତ୍ସବରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।