ନିଜ ଭଉଣୀ ବାହାଘର ରେ ମାୟା ଧାରାବାହିକ ର ରୁଦ୍ରି ଖୁବ୍ ମଜା ମସ୍ତି କରିଥିବାର ନଜର ଆସିଛନ୍ତି ।ଆଉ ଭଉଣୀ ବାହାଘର ରେ ଖୁବ୍ ନାଚୁ ଥିବାର ଓ ସାଙ୍ଗ ମାନଙ୍କ ସହ ଫଟୋ ଉଠାଇ ଥିବାର ଭିଡିଓ ରେ ଦେଖିବାକୁ ମିଳିଛି । ତେବେ ଆସନ୍ତୁ ଦେଖିବା ମାୟା ଧାରାବାହିକ ରୁଦ୍ରୀ ଙ୍କ ଭଉଣୀ ବାହାଘର କିଛି ଫଟୋ ; ଆପଣ ମାନେ ତ ନିଶ୍ଚୟ ଭାବେ ମାୟା ଧାରାବାହିକ ରେ ଅଭିନୟ କରୁଥିବା ରୁଦ୍ରି କୁ ଖୁବ୍ ଭଲ ଭାବରେ ଜାଣିଥିବେ ।
ସେ ନିକଟ ରେ ହୋଇଥିବା ତରଙ୍ଗ ପରିବାର ଆୱାର୍ଡ଼ ତରଫରୁ ବେଷ୍ଟ ଆକ୍ତର ଆୱାର୍ଡ଼ ରେ ମଧ୍ୟ ସମ୍ମାନିତ ହୋଇଛନ୍ତି। ଆଉ ବର୍ତ୍ତମାନ ମାୟା ଧାରାବାହିକ ଟି ତରଙ୍ଗ ଟିଭି ର ନଷ୍ଟ ଧାରାବାହିକ ମଧ୍ୟ ହୋଇ ପାରିଛି।
ତେବେ ନିଜ ସାଙ୍ଗ ର ବାହାଘର ରେ ଖୁବ୍ ନାଚି ଥିବାର ଓ ବହୁତ୍ ମଜା ମସ୍ତି କରିଥିବା ର ନଜର ଆସିଛନ୍ତି ମାୟା ଧାରାବାହିକ ରେ ଅଭିନୟ କରୁଥିବା ରୁଦ୍ରି । ବର୍ତ୍ତମାନ ତାଙ୍କ ର ବାହାଘର ରେ ମଜା ମସ୍ତି କରିଥିବାର ଫଟୋ ସୋସିଆଲ ମିଡ଼ିଆ ରେ ଖୁବ୍ ଭାଇରାଲ ହେବାରେ ଲାଗିଛି ।କାରଣ ସେ ବର୍ତ୍ତମାନ ସବୁଠୁ ଲୋକ ପ୍ରିୟ ଅଭିନେତ୍ରୀ ଭାବେ ଗଣା ହେଉଛନ୍ତି ଋଦ୍ରୀ ।
ଆଉ ତାଙ୍କ ଅଭିନୟ ଯୋଗୁ ଧାରାବାହିକ ମାୟା ତରଙ୍ଗ ଟିଭି ରେ ପ୍ରସାରିତ ହେଉ ଅଛି । ଋଦ୍ରି ନିଜ ସାଙ୍ଗ ବାହାଘର ରେ ମଜା ମସ୍ତି କରିଥିବାର ଫଟୋ ବର୍ତ୍ତମାନ ସାମ୍ନା କୁ ଆସୁଛି ଆଉ ସୋସିଆଲ ମିଡ଼ିଆ ରେ ଖୁବ୍ ମାତ୍ରା ରେ ଭାଇରାଲ ହେଉଛି ମଧ୍ୟ । ମାୟା ଧାରାବାହିକ ରେ ରୁଦ୍ରିି ଏକ ନାଗିନି ଭୂମିକା ରେ ଅଭିନୟ କରିଛନ୍ତି ଆଉ ଲୋକ ମାନେ ରୁଦ୍ରି ଙ୍କ ର ଏହି ଅଭିନୟ କୁ ଖୁବ୍ ପସନ୍ଦ କରୁଛନ୍ତି। ସେ ଖୁବ୍ ଭଲ ଅଭିନୟ କରିବା ସହିତ ସେ ଜଣେ ମଡେଲ ମଧ୍ୟ ଅଟନ୍ତି ।
ଆଉ ରୁଦ୍ରି ଙ୍କ ର ଓଡ଼ିଶୀ ନୃତ୍ୟ ପ୍ରତି ବହୁତ୍ ଦୁର୍ବଳତା ରହିଛି । ତେବେ ନିଜ ସାଙ୍ଗ ବାହାଘର ରେ ସେ ସମସ୍ତଙ୍କ ସହିତ ଖୁବ୍ ମଜା କରିବା ସହିତ ସମସ୍ତଙ୍କ ସହିତ ସେଲଫି ନେଇଛନ୍ତି । ତେବେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ମାୟା ଧାରାବାହିକ ର ଆଗାମୀ ଅଧ୍ୟାୟ ରେ ସେ ଏକ ଭିନ୍ନ ରଙ୍ଗ ଢଙ୍ଗ ରେ ଓ ଭିନ୍ନ ରୂପ ରେ ଆସିବେ ବୋଲି ନିଜ ଫ୍ୟାନ ମାନଙ୍କୁ ଜଣାଇ ଅଛନ୍ତି।
ସେ ଖୁବ୍ ଭଲ ଅଭିନୟ କରୁଥିବାରୁ ସେ ଆଜି ଘରେ ଘରେ ପରିଚିତ ହୋଇ ପାରିଛନ୍ତି । ସୋସିଆଲ ମିଡ଼ିଆ ରେ ମଧ୍ୟ ତାଙ୍କର ବହୁତ୍ ଫ୍ୟାନ ମାନେ ଅଛନ୍ତି । ଖୁବ୍ କମ୍ ଦିନ ରେ ବେଶ୍ ଚମତ୍କାର ଅଭିନୟ କରି ଦର୍ଶକ ମାନଙ୍କ ମନକୁ ଜିଣି ପାରିଛନ୍ତି। ତେବେ ଆପଣ ଙ୍କୁ ତାଙ୍କ ଅଭିନୟ କିପରି ଲାଗେ ଓ ତାଙ୍କର ଫଟୋ ସବୁ କିପରି ଲାଗିଲା ଆମକୁ କମେଣ୍ଟ ମାଧ୍ୟମ ରେ ନିଶ୍ଚୟ ଜଣାନ୍ତୁ ।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।