ଦେଖନ୍ତୁ ଭିଡ଼ିଓ – ଭଉଣୀ ବିବାହ ର ଡାନ୍ସ ଭିଡ଼ିଓ ହେଲା ଭାଇରଲ, ହଳଦିଆ ଲେହେଙ୍ଗାରେ ଅତ୍ୟନ୍ତ ସୁନ୍ଦର ଏବଂ ଗ୍ଲେମର୍ସ ନଜର ଆସିଛନ୍ତି ଏହି ଅଭିନେତ୍ରୀ…

0

କରନା ମହାମାରୀ ର ପ୍ରକୋପ ପରେ ପରେ ନୂତନ ବର୍ଷର ଶୁଭ ଆଶା କରି ଲୋକେ ଆଗେଇ ଚାଲିଛନ୍ତି ।ସମସ୍ତେ କେବଳ ଭଗବାନଙ୍କ ପାଖରେ ଏହି ପ୍ରାର୍ଥନା କରୁଛନ୍ତି ଯେପରି ଚଳିତ ବର୍ଷଟି ସମସ୍ତଙ୍କର ଭଲରେ ଯାଉ ବୋଲି ।

ତେବେ ଏହି ପରିପ୍ରେକ୍ଷୀରେ ସାଧାରଣ ଲୋକଙ୍କ ସହିତ ଫିଲ୍ମ ତାରକା ମାନେ ମଧ୍ୟ ଦୁଃଖ ସୁଖରେ ଦିନ କାଟିଛନ୍ତି । କିନ୍ତୁ ଏସବୁ ମଧ୍ୟରେ ଅଧିକ ଖୁସି ଉତ୍ସବ ମଧ୍ୟ ଏହି ଫିଲ୍ମ ତାରକା ମାନେ ନିଜ ପରିବାର ସହିତ ବିତାଇଛନ୍ତି । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ଜଣେ ଓଲିଉଡ ଅଭିନେତ୍ରୀଙ୍କ ଏକ ଖୁସି ଅବସରର ସମୟ ବିଷୟରେ କହିବୁ । ତେଣୁ ସେହି ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ଆମେ ଯେଉଁ ଓଡ଼ିଆ ଫିଲ୍ମ ଜଗତର ଅଭିନେତ୍ରୀଙ୍କ ବିଷୟରେ କହୁଛୁ ସେ ଆଉ କେହି ନୁହଁନ୍ତି ବରଂ ଓଲିଉଡର ଗ୍ଲେମର୍ସ ଅଭିନେତ୍ରୀ ଅର୍ଚ୍ଚିତା ସାହୁଙ୍କ ବିଷୟରେ । ବର୍ତ୍ତମାନ ସୋସିଆଲ ମିଡିଆରେ ଅର୍ଚ୍ଚିତାଙ୍କର ଏକ ଭିଡ଼ିଓ ଭାଇରଲ ହେବାରେ ଲାଗିଛି ।ଏହି ଭିଡ଼ିଓ ରେ ଅର୍ଚ୍ଚିତା ଙ୍କୁ ନିଜ ଭଉଣୀଙ୍କ ବିବାହ ଅବସରରେ ଡାନ୍ସ କରିଥିବାର ଦେଖା ଯାଇଛି । ସେଥିରେ ଅର୍ଚ୍ଚିତା ଖୁବ ଖୁସିରେ ନିଜ ଭଉଣୀ ଙ୍କ ବିବାହ କୁ ଉପଭୋଗ କରୁଥିବାର ଦେଖା ଯାଇଛି ।

ସେହି ଡାନ୍ସ ଭିଡ଼ିଓ ସହିତ ଅର୍ଚ୍ଚିତା ଙ୍କର କିଛି ଫୋଟ ମଧ୍ୟ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି ଏବଂ ତା ସହିତ ତାଙ୍କର ବ୍ୟକ୍ତିଗତ ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ନିଜ ଫୋଟ ମଧ୍ୟ ଅପଲୋଡ଼ କରିଛନ୍ତି ଏବଂ ସୁନ୍ଦର କ୍ୟାପସନ ମଧ୍ୟ ଦେଇଥିବାର ଦେଖା ଯାଇଛି ।

ଭଉଣୀ ଙ୍କ ବିବାହ ଅବସରରେ ଅର୍ଚ୍ଚିତା ନିଜ ପରିବାର ସହିତ ଫୋଟ ଉଠାଇ ଥିବାର ଦେଖା ଯାଇଛନ୍ତି ଯାହାକି ସୋସିଆଲ ମିଡ଼ିଆରେ ବର୍ତ୍ତମାନ ଭାଇରଲ ହେଉଛି । ଫୋଟ ଗୁଡ଼ିକରେ ଅର୍ଚ୍ଚିତା ଏକ ହଳଦିଆ ରଙ୍ଗର ଲେହେଙ୍ଗା ରେ ଅତି ସୁନ୍ଦର ନଜର ଆସିଛନ୍ତି । ଲେହେଙ୍ଗା ସହିତ ମ୍ୟାଚ କରି ଗହଣା ମଧ୍ୟ ପିନ୍ଧିଥିବାର ତାଙ୍କୁ ଦେଖା ଯାଇଛି । ନିଜ ଭଉଣୀ ଙ୍କ ବିବାହ ଅବସରରେ ଅର୍ଚ୍ଚିତା ନିଜକୁ ଖୁବ ସୁନ୍ଦର ଭାବରେ ମେକଅଭର କରିଥିବାର ଦେଖା ଯାଇଛି ।

ଯାହାକି ତାଙ୍କ ଗ୍ଲେମର୍ସ ହେବାର ପ୍ରମାଣ ଅଟେ । ତେବେ ଯଦି ଆମେ ବର୍ତ୍ତମାନ ଅର୍ଚ୍ଚିତାଙ୍କ କ୍ୟାରିଅର ବିଷୟରେ କହିବୁ ତେବେ ସେ ବର୍ତ୍ତମାନ ସୁଦ୍ଧା ଅନେକ ଓଡ଼ିଆ ଫିଲ୍ମରେ କାମ କରି ସାରିଛନ୍ତି । ଫିଲ୍ମକୁ ଆସିବା ପୂର୍ବରୁ ସେ କେତେକ ଆଲବମ ରେ ମଧ୍ୟ କାମ କରିଥିଲେ ।

ନିଜର କଠିନ ପରିଶ୍ରମ ଦ୍ୱାରା ସେ ଜଣେ ସଫଳ ଅଭିନେତ୍ରୀ ଭାବରେ ବେଶ ପରିଚିତ । ତେବେ ସେ କେବଳ ଓଡ଼ିଶା ରେ ନୁହେଁ ବରଂ ମିଶ ଦିବା ରେ ପ୍ରତଯୋଗୀ ଭାବରେ ଭାଗ ନେଇଥିଲେ । ଯାହା ପରେ ତାଙ୍କ ଫ୍ୟାନ ଫୋଲୋଇଂ ମଧ୍ୟ ଖୁବ ବଢ଼ି ଯାଇଥିଲା । ବର୍ତ୍ତମାନ ମଧ୍ୟ ସେ ନିଜ କ୍ୟାରିଅର କୁ ନେଇ ଖୁବ ଚର୍ଚ୍ଚିତ ଅଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।