ଭଉଣୀ ଆଗରେ ଭିଣେଇଙ୍କୁ ଷ୍ଟେଜ ଉପରେ ଜବରଦସ୍ତ Kiss କଲା ଶାଳୀ, ଭିଡ଼ିଓ ହେଲା ଭାଇରାଲ

ଆଜି କାଲି ସମାଜରେ ଟେକ୍ନୋଲୋଜିର ପ୍ରଭାବ ଯୋଗୁଁ ‘ସୋସିଆଲ ମିଡିଆ’ ସମାଜରେ ଏକ ଗୁରୁତ୍ୱପୂର୍ଣ ଭୂମିକା ଗ୍ରହଣ କରିଛି। ପ୍ରତିଦିନ ଖୁବ ସହଜରେ କିଛି ନା କିଛି ଖବର ବିଷୟରେ ଆମେ ସୋସିଆଲ ମିଡ଼ିଆ ରେ ଶୁଣିବା ପାଇଁ ପାଇଥାଉ। ତେଣୁ ସୋସିଆଲ ମିଡିଆରେ ଛୋଟ ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ହୋଇଥାନ୍ତି। କିନ୍ତୁ ବେଳେ ବେଳେ ଏପରି କିଛି ଖବର ବିଷୟରେ ଶୁଣିବା ପାଇଁ ମିଳିଥାଏ ଯାହା ଆମକୁ ଆଶ୍ଚର୍ଯ୍ୟ ଚକିତ କରିଥାଏ। ଏବଂ ଏପରି ଅନେକ କିଛି ଘଟଣା ରହିଛି, ଯାହା ଅତ୍ୟନ୍ତ ମଜାଳିଆ ଲାଗିଥାଏ। ଏହି ସବୁ ଭିଡ଼ିଓ ସୋସିଆଲ ମିଡିଆରେ ବହୁତ ଶୀଘ୍ର ଭାଇରାଲ ମଧ୍ୟ ହୋଇଥାଏ।

ତେବେ ବନ୍ଧୁଗଣ ସୋସିଆଲ ମିଡିଆରେ ଏଭଳି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି, ଯାହା ଦେଖିଲା ପରେ ଆପଣଙ୍କୁ ମଜା ଲାଗିବ ହସ ମଧ୍ୟ ଲାଗିବ। ତେବେ ଏହି ଭିଡ଼ିଓ ଟି ହେଉଛି, ଯେ ବାହାଘର ପାର୍ଟିରେ ନିଜ ଭଉଣୀ ସାମ୍ନାରେ ଭିଣେଇ ଙ୍କୁ କିସ କଲା ଶାଳୀ, ତେବେ ବନ୍ଧୁଗଣ ଏଭଳି ଏକ ଭିଡ଼ିଓ ଖୁବ ଦ୍ରୁତ ବେଗରେ ଭାଇରାଲ ହେବାରେ ଲାଗିଛି ସୋସିଆଲ ମିଡିଆରେ, ତେବେ ଆସନ୍ତୁ ଜାଣିବା ଏହି ଭିଡ଼ିଓ ଟି ସମ୍ପର୍କରେ;

ତେବେ ବନ୍ଧୁଗଣ ସୂଚନା ଅନୁସାରେ, ଗୋଟିଏ ବାହାଘର ଚାଲିଥିଲା ଏବଂ ବର ଓ କନ୍ୟା ଦୁଇଜଣ ରିସେପସନ ପାର୍ଟିରେ ବସିଥିଲେ। ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, ଠିକ ସେହି ସମୟରେ ବରର ଶାଳୀ ବା କନ୍ୟାର ସାନ ଭଉଣୀ ଆସି ନିଜର ଭିଣୋଇ ପାଖରେ ଆସି ବସିଲେ। ଏବଂ କନ୍ୟାର ସାନ ଭଉଣୀ ମୁଣ୍ଡକୁ ଗୋଟିଏ ଥଟା ମଜା ବା ଫନି ସିକୁଇନ୍ସ ଆସିଲା। ସିକୁଇନ୍ସ ଟା ହେଉଛି ଯେ ନିଜର ଭିଣୋଇକୁ କିସ୍ସ କରିବାର। କନ୍ୟାର ସାନ ଭଉଣୀ ତାର ଭିଣୋଇ କୁ କିସ୍ସ କରିଦେଇଛି। ଏହା ଦେଖି ତାଙ୍କ ବଡ ଭଉଣୀ ଆଶ୍ଚର୍ଯ୍ୟ ଚକିତ ହେଇଗଲେ ଓ ତାଙ୍କ ଘର ଲୋକ ମଧ୍ୟ ଖୁଵ ଜୋରରେ ଆଶ୍ଚର୍ଯ୍ୟ ହେଇଗଲେ।

ଭିଡିଓ ଟି କଏଦ ହେବା ସମୟରେ ସେହି ଜାଗାରେ ଯେଉଁ ଲୋକମାନେ ଥିଲେ ସେମାନେ ଖୁବ ଜୋରରେ ଚିତାକର କରି ଉଠିବା ସଙ୍ଗେ ସଙ୍ଗେ ଆଫ୍ରିସିଏଟ ମଧ୍ୟ ହେଇଯାଇଥିଲେ। ଏହି ଭିଡିଓ ଟି ଖୁବ ଜୋରରେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି। ଏହାକୁ ନେଇ ସୋସିଆଲ ମିଡିଆରେ ଅନେକ କମେଣ୍ଟ ମଧ୍ୟ ଆସୁଛି କେହି କେହି ଏହାକୁ ଫୋନି ବୋଲି କହୁଛି, ତୋ ଆଉ କେହି ଥଟ୍ଟା ରେ କହୁଛନ୍ତି, ଶାଳୀ ହେଉଛି ଘର ବାଲି ,ତେବେ ଏଭଳି ଅନେକ କମେଣ୍ଟ ଦେଖିବା ପାଇଁ ମିଳୁଛି। ତେବେ ବନ୍ଧୁଗଣ ଆମେ କହି ରଖୁଛୁ ଯେ ଏହାକୁ କେହି ଖରାପ ରେ ନିଅନ୍ତୁ ନାହିଁ। କାରଣ ଏଭଳି ଥଟା ମଜାରେ ହିଁ ହୋଇଥିଲା।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment