Jyotish Shastra – ଭିକାରି ଭଳି ତ ବହୁତ ବଞ୍ଚିଲେ, ଆସନ୍ତା ସୋମବାର ଠାରୁ ରାଜା ଭଳି ବଞ୍ଚିବେ ଏହି 6 ଟି ରାଶିର ଲୋକ

0

ଏହି ମଇ ମାସରେ 6ଟି ରାଶିର ବ୍ୟକ୍ତିମାନେ କୋଟିପତି ହେବାକୁ ଯାଉଛନ୍ତି ଏବଂ ସେମାନଙ୍କ ଉପରେ ପ୍ରଭୁ ଭୋଳାନାଥଙ୍କର ଅସୀମ କୃପା ହେବାକୁ ଯାଉଛି । ଆପଣଙ୍କର ସମସ୍ତ ଦୁଃଖ କଷ୍ଟ ସମାପ୍ତ ହୋଇଯିବ ଏବଂ ମହାଦେବଙ୍କ କୃପା ପାଇଁ ଏମାନେ ହେବେ କୋଟିପତି । ଆପଣଙ୍କର ବ୍ୟବସାୟରେ ବହୁତ ଉନ୍ନତି ହେବ ଏବଂ ଆପଣଙ୍କର ସମସ୍ତ କରଜ ଭାର ଚାଲିଯିବ । ଆପଣଙ୍କ ଦ୍ୱାରା କରାଯାଇଥିବା ସମସ୍ତ କାର୍ଯ୍ୟ ବର୍ତ୍ତମାନ ସଫଳ ହେବାକୁ ଯାଉଛି ।

ଯେକୌଣସି କାମ କରିବା ପୂର୍ବରୁ ଗୁରୁଜନଙ୍କ ଅନୁମତି ନିଶ୍ଚୟ ନିଅନ୍ତୁ । ଆପଣ ଆପଣଙ୍କ ପାଠ ପଢା ପାଇଁ ବିଦେଶ ଯାତ୍ରା ମଧ୍ୟ କରି ପାରନ୍ତି । ତେବେ ସେହି ରାଶି ଗୁଡିକ କଣ ଏବଂ ସେମାନଙ୍କ ଜୀବନରେ ଅନ୍ୟ କେଉଁ ସବୁ ପରିବର୍ତ୍ତନ ର ଆଗମନ ହେବାକୁ ଯାଉଛି ଆସନ୍ତୁ ଜାଣିବା ।

1 ଆପଣଙ୍କ ପରିବାରରେ ସୁଖସମୃଦ୍ଧି ଭରି ଯିବ ଏବଂ ଆପଣଙ୍କ ଭବିଷ୍ୟତ ପାଇଁ ଆପଣ ବର୍ତ୍ତମାନ ବହୁତ କିଛି କରିବେ । ଏହି ସମୟରେ ଆପଣ କିଛି ନୂତନ କାର୍ଯ୍ୟ ମଧ୍ୟ ଆରମ୍ଭ କରିପାରିବେ ଏବଂ ଆପଣଙ୍କର ପ୍ରତ୍ୟେକ କାର୍ଯ୍ୟରେ ସଫଳତା ହାସଲ କରିବେ ।

2 ଚାକିରୀ କରୁଥିବା ଲୋକମାନଙ୍କ ପାଇଁ ଏହି ମାସଟି ବହୁତ ଭଲ ଅଟେ ଏବଂ ଆପଣଙ୍କ ଜୀବନସାଥୀ ଆପଣଙ୍କୁ ବହୁତ କିଛି ଖୁସୀ ଦେଇପାରନ୍ତି । ବ୍ୟବସାୟ କ୍ଷେତ୍ରରେ ଆପଣଙ୍କର ବହୁତ ଉନ୍ନତି ହେବ , ଯେଉଁମାନେ ପ୍ରେମ ସମ୍ପର୍କରେ ଥିଲେ ସେମାନେ ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ପ୍ରେମ ସମ୍ପର୍କ ରେ ଥିବା ଲୋକଙ୍କ ପାଇଁ ଏହି ସମୟଟି ବହୁତ ଶୁଭ ଅଟେ , ଆପଣଙ୍କର ଆର୍ଥିକ ଅବସ୍ଥା ବର୍ତ୍ତମାନ ବହୁତ ଭଲ ରହିବ ।

3 ଆପଣ ୟେକୌଣସି କାର୍ଯ୍ୟରେ ହାତ ମାରିଲେ ତାହା ସଫଳ ହୋଇଯିବ ଏବଂ ମହାଦେବଙ୍କ କୃପାରୁ ଆପଣଙ୍କର ଅଟକି ରହିଥିବା ସମସ୍ତ କାର୍ଯ୍ୟ ମଧ୍ୟ ପୂର୍ଣ୍ଣ ହୋଇଯିବ । ଆପଣଙ୍କ ପରିବାର ସୁଖ ସମୃଦ୍ଦିରେ ପରିପୂର୍ଣ୍ଣ ହୋଇଯିବ । ଆପଣଙ୍କ ଉପରେ ବର୍ତ୍ତମାନ ଧନର ବର୍ଷା ହେବ ଏବଂ ମହାଦେବଙ୍କର ଆସୀମ କୃପା ଆପଣଙ୍କ ଉପରେ ରହିବ ।

4 ସବୁ କାର୍ଯ୍ୟରେ ଆପଣ ସଫଳତା ଓ ଖୁସୀ ଅନୁଭବ କରିବେ ଏବଂ ଆପଣଙ୍କ ବ୍ୟବସାୟରେ ବର୍ତ୍ତମାନ ବହୁତ ଉନ୍ନତି ହେବ । ଆପଣଙ୍କ ଘରକୁ ବର୍ତ୍ତମାନ ସୁଖ ସମୃଦ୍ଧିର ଆଗମନ ହେବାକୁ ଯାଉଛି ।

5 ଆପଣଙ୍କ ପାଇଁ ମଇ ମାସଟି ବହୁତ ଶୁଭ ବୋଲି ମନାଯିବ ଏବଂ ଆପଣଙ୍କ ଉପରେ ବର୍ତ୍ତମାନ ମହାଦେବ ପ୍ରସନ୍ନ ରହିଛନ୍ତି । ଶ୍ରମିକ କାମ ଏବଂ ପରିଶ୍ରମ କରୁଥିବା ଲୋକମାନଙ୍କୁ ମଧ୍ୟ ଧନ ପ୍ରାପ୍ତି ହେବ । ସନ୍ତାନ ମାନଙ୍କ ଠାରୁ କୌଣସି ଶୁଭ ଖବର ମଧ୍ୟ ମିଳିପାରେ ଏବଂ ଦୂରଯାତ୍ରାର ଭ୍ରମଣ ଯୋଗ ମଧ୍ୟ ବନୁଛି ।

6 ବର୍ତ୍ତମାନ ଆପଣଙ୍କ ଜୀବନରେ ସବୁକିଛି ଭଲ ହେବାର ସମ୍ଭାବନା ରହିଛି ଏବଂ ବ୍ୟବସାୟ ଆଦିରେ ପ୍ରଚୁର ଲାଭ ମଧ୍ୟ ହେବାକୁ ଯାଉଛି । ତେଣୁ ଆପଣଙ୍କ ଶତ୍ରୁମାନେ ଆପଣଙ୍କ ପ୍ରତି ଉଗ୍ର ହୋଇ କଷ୍ଟ ପହଞ୍ଚାଇବା ପାଇଁ ଚେଷ୍ଟା କରିବେ । କିନ୍ତୁ ଆପଣ ବ୍ୟସ୍ତ ହୁଅନ୍ତୁ ନାହିଁ ଶତ୍ରୁମାନେ ସେମାନଙ୍କ ଚେଷ୍ଟାରେ ବିଫଳ ହେବେ ।

ତେବେ ସେହି ଭାଗ୍ୟଶାଳୀ ରାଶି ଗୁଡିକ ହେଉଛନ୍ତି ମେଷରାଶି , ବୃଷରାଶି , ମିଥୁନରାଶି , କନ୍ୟାରାଶି , ତୁଳାରାଶି , ମକରରାଶି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।