ବର୍ତ୍ତମାନ ପ୍ରତିଦିନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ମାରପିଟ ଓ ଦୁଷ୍କର୍ମ ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ମନୁଷ୍ୟ ପଶୁ ଓ ହିଂସ୍ର ଭଳି ବ୍ୟବହାର କରୁଛି। ଛୋଟ ଛୁଆ ଠାରୁ ଆରମ୍ଭ କରି ବଡ଼ ପିଲା ପର୍ଯ୍ୟନ୍ତ କାହାରିକୁ ମଧ୍ୟ ଛାଡୁ ନାହିଁ। ଯୌନ ରାକ୍ଷସ ମାନେ ସାହାଯ୍ୟ ଓ ସହଯୋଗ ନାଁ ରେ ମିଛ କଥା କହି ସମୟ ସୁବିଧା ଦେଖି ଝିଅ ଓ ବୋହୁଙ୍କୁ ଦୁଷ୍କର୍ମ କରିବା ପାଇଁ ପଛାଉ ନାହାନ୍ତି| ଅନ୍ୟାୟ ବିରୁଦ୍ଧରେ ଯାଇ ଏଭଳି କିଛି ମନ୍ଦ କାର୍ଯ୍ୟ କରି ବସୁଛନ୍ତି। ପ୍ରତିଦିନ ସୋସିଆଲ ମିଡିଆରେ ଏଭଳି ଘଟଣା ଦେଖିବାକୁ ମିଳିଥାଏ।
ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ନିନ୍ଦା ମଧ୍ୟ କରିବେ। ତେବେ ଘଟଣାଟି ହେଉଛି,ଗୋଟେ ଭିନ୍ନ କ୍ଷମ କାର୍ଯ୍ୟାଳୟରେ ଭିନ୍ନ କ୍ଷମ ଯୁବତୀଙ୍କୁ ନେଇ ସେକ୍ସ କାରବାର ଚାଲିଛି ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;
ସୂଚନା ଅନୁସାରେ, ନିଖିଳ ଉତ୍କଳ ଶାରୀରିକ ଭିନକ୍ଷମ କଲ୍ୟାଣ ମହାସଙ୍ଘ କାର୍ଯ୍ୟାଳୟରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ସମ୍ପାଦକ ମହାଶୟ ମାନେ ଏହି ଅନୁଷ୍ଠାନ ଭିନ୍ନ କ୍ଷମ କଲ୍ୟାଣଙ୍କ ପାଇଁ ନୁହେଁ ବରଂ ନିଜର ସ୍ୱାର୍ଥ ପାଇଁ ଚଳାଇଥିଲେ। କାର୍ଯ୍ୟାଳୟର ସମ୍ପାଦକ ବାବୁ ନିଜେ ଜଣେ ଭିନ୍ନ କ୍ଷମ ଅଟନ୍ତି ଓ ତାଙ୍କର ଭିନ୍ନ କ୍ଷମ ଯୁବତୀଙ୍କ ପ୍ରତି ଅମାନବିକତା ଆଚରଣ ରହିଥାଏ। ସରକାରୀ ବାବୁଙ୍କୁ କାର୍ଯ୍ୟାଳୟ ସଂସ୍ଥାର ସମ୍ପାଦକ, ଭିନ୍ନ କ୍ଷମ ଯୁବତୀଙ୍କୁ ସେକ୍ସ କାରବାରରେ ନିୟୋଜିତ କରାଉଥିଲେ। ଯେଉଁ ଯୁବତୀ ମାନେ ତାଙ୍କ କଥାରେ ରାଜି ହେଉ ନଥିଲେ ସେମାନେ ତାଙ୍କୁ ରାତି ଅଧରେ ବାହାର ବାହାର କରି ଦେଉଥିଲେ।
ତେବେ କର୍ମ କ୍ଷେତ୍ରରେ ଯୌନ ନିର୍ଯାତନା ତଥା ମହିଳା ଚାଲାଣ ଓ ଭିନ୍ନ କ୍ଷମ ଯୁବତୀଙ୍କୁ ସେକ୍ସ କାରବାରରେ ନିୟୋଜିତ କରାଇବା ଏହା ଏକ ସାଙ୍ଘାତିକ ଅପରାଧ ବୋଲି ନମ୍ରତା ଚାଠା କହିଛନ୍ତି। ସାମାଜିକ କର୍ମୀ ମାନେ ଏଭଳି ଘଟଣାକୁ ନେଇ ପୋଲିସ ନିକଟରେ ଅଭିଯୋଗ କରିଛନ୍ତି। ପୋଲିସର ତଦନ୍ତ ପରେ ଅନୁଷ୍ଠାନ ସଂସ୍ଥାର ସମ୍ପାଦକଙ୍କୁ ଜଣେ ଯୁବତୀ ସେକ୍ସ ରିୟାକେଟରେ ସାହାଯ୍ୟ ଓ ସହଯୋଗ କରୁଥିଲେ ବୋଲି ଜଣା ପଡିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।