ଭୋ ଭୋ ହୋଇ କାନ୍ଦିଲେ ବର, ସୁନ୍ଦର ଜୀବନସାଥୀଙ୍କୁ ଦେଖି ହେଲେ ଇମୋସନାଲ୍; ରୋକି ପାରିଲେନି ଆଖିର ଲୁହ… ଦେଖନ୍ତୁ Video

ହଁ ଦର୍ଶକ ବନ୍ଧୁ କଥାଟି ଶୁଣୁବା କୁ ଆଶ୍ଚର୍ଯ୍ୟ ଲାଗିଲେ ବି କଥା ଟି ସତ,,ବିବାହ ହେଉଛି ସାତ ଜନ୍ମ ର ବନ୍ଧନ ଏହି ବନ୍ଧନ ରେ ଯିଏ ଥରେ ବାନ୍ଧି ହୁଏ ସିଏ ସାତ ଜନ୍ମ ପାଇଁ ତାର ହେଇ ରହିଥାଏ ବୋଲି କୁହାଯାଏ |ଏମିତି ଏକ ବିବାହ ବନ୍ଧନ ରେ ଦୁହେଁ ବର କନ୍ୟା ସାତ ଫେରା ନେଇ ବିବାହ କରିବା ଆଗରୁ କିଛି ଏମିତି ହେଇଥିଲା ଯାହା ଶୁଣିଲେ ହୁଏତ ବିଶ୍ୱାସ କରିବେନି ହେଲେ କଥା ଟି ସମ୍ପୂର୍ଣ ସତ୍ୟ ଯାହା ଏବେ ବହୁ ମାତ୍ରା ରେ ଭାଇରଲ ହେବାକୁ ଲାଗିଛି | ଆସନ୍ତୁ ଜାଣିବା ଏହି ଭାଇରଲ ଭିଡ଼ିଓ ବିଷୟରେ |

ଏମିତି ଏକ ରୋଚକ ଘଟଣା ଖୁବ କମ ଦେଖିବାକୁ ମିଳିଥାଏ ହଁ ଆଜ୍ଞା ଆଜିର ଏହି ସମାଜ ଆଗରେ ନିଜକୁ ପ୍ରଥମେ ସାବ୍ୟସ୍ତ କରିବା ପାଇଁ ପଡିଥାଏ ଜଣଙ୍କୁ ଭଲ ପାଇବା ପାଇଁ ହେଲେ ଆଉ ଯଦି ସେଇ ଭଲ ପାଇବା ମିଳିଯାଏ ତାହାଲେ ଆପଣଙ୍କ ଖୁସିରେ ସୀମା ରହିବ ନାହିଁ ଆପଣଙ୍କ ଆଖି ରେ ଲୁହ ଆସିଯିବ ଆପଣ ନିଜକୁ ଓଟକାଇ ପାରିବେ ନାହିଁ ଯାହା ଭଲ ପାଇବା ରେ ଦେଖିବାକୁ ମିଳିଥାଏ, ହେଲେ ସୋସିଆଲ ମିଡ଼ିଆ ରେ ଏମିତି ଏକ ଭିଡ଼ିଓ ଭାଇରଲ ହେଇଛି ଯେ ଯାହାକୁ ଯିଏ ଦେଖୁଛି ପ୍ରଶଂସା କରିବା ଠୁ ଆରମ୍ଭ କରି ସେ ପାଇଁ ତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି|

କଥା ରେ ଅଛି ଦର୍ଶକ ବନ୍ଧୁ, ଯିଏ ଯାହା ପାଇଁ ଗଢ଼ା ହେଇଥାଏ ସିଏ ତାକୁ ହିଁ ଜୀବନ ସାଥି ରୂପେ ଗ୍ରହଣ କରିଥାଏ ହେଇଥାଉ ସେ ଦେଖିବାକୁ ଗୋରା ନହେଲେ କଳା ମନ ର ମଣିଷ ସବୁଦିନ ମନ ର ମଣିଷ ପାଖରେ ହିଁ ରହିଥାଏ, ମଣିଷ ଏହି ଭଲ ପାଇବା ଆଗରେ ଦିନେ ନା ଦିନେ ସମସ୍ତେ ହରମାନିବାକୁ ପଡିଥାଏ, ମଣିଷ ର ସୌନ୍ଦର୍ଯ୍ୟ କୁ ଦେଖି ନିଜକୁ ଓଟକାଇ ପାରିଲାନି ବର |

ବାହାଘର ର କିଛି ମୁହୂର୍ତ୍ତ ଆଗରୁ ବିବାହ ମଣ୍ଡପ ରେ ପହଁଚି ଥାନ୍ତି ବର ଓ ତାଙ୍କ ସାଙ୍ଗ ସାଥି ଓ ପରିବାର ର ଲୋକ ମାନେ, ବାହାଘର କିଛି ସମୟ ଆଗରୁ ଯେତେବେଳେ କନ୍ୟା କୁ ଡାକ ହେଲା କନ୍ୟା ଆସିଲା , ଯେତେବେଳେ ବର କନ୍ୟା କୁ ନିଜ ସାମ୍ନା ରେ ଦେଖିଲା ସେତେବେଳେ ବର ନିଜକୁ ସମ୍ଭାଳି ନ ପାରି ଭୋ ଭୋ ହେଇ କାନ୍ଦିବାକୁ ଲାଗିଲେ, ଯେତେବେଳେ ତାଙ୍କୁ ତାଙ୍କ ସାଙ୍ଗ ପଚାରିଲେ ସେତେବେଳେ ବର କହିଥିଲେ ମୁଁ ଯାହାକୁ ବାହା ହୋଉଛି ବା ଜୀବନ ସାଥି ରୂପେ ପାଇବାକୁ ଯାଉଛି ସିଏ ଦେଖିବାକୁ ବହୁତ ସୁନ୍ଦର ସେଥିପାଇଁ ମୁଁ ମୋ ନିଜ କୁ ସମ୍ଭାଳି ନ ପାରି କାନ୍ଦି ପକାଇଲି | ଏହା ଥିଲା ସେଇ ଘଟଣା ଯାହା ସୋସିଆଲ ମିଡ଼ିଆ ରେ ଖୁବ କମ ସମୟର ବହୁତ ଭାଇରଲ ହେବାକୁ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment