ହେ ପ୍ରଭୁ ! ଭୋକର ବିକଟାଳ ଚିତ୍ର : କଙ୍କାଳ ପାଲଟିଗଲା ଶରୀର, ୭ବର୍ଷ ଶିଶୁର ଓଜନ ମାତ୍ର ୭କିଲୋ ! ଆପଣଙ୍କର ଗୋଟିଏ ସେୟାର ବୋଧେ ଏହି ପିଲାର ଜୀବନ ବଞ୍ଚିଯାଇପାରେ ?

0

ଭାଗ୍ୟ ର ବିଡମ୍ବନା କେବେ ବୁଝି ହୁଏ ନାହିଁ। ଆଜି ଯିଏ କୋଟିପତି କାଲି ସିଏ ରାସ୍ତା ର ଭିକାରୀ ହୋଇ ଯାଉଛି । ଭଗବାନ କାହାକୁ ରାଜାଘର ସୁଖ ଦେଇ ଥାଆନ୍ତି ତ ଆଉ କାହାକୁ ଦୁଃଖ। ତେବେ ଭାଗ୍ୟ ରେ ବିଡମ୍ବନା କେମିତି ଅଟେ ଆପଣ ଏହି ଛୁଆ ଟିକୁ ଦେଖିଲେ ଜାଣି ପାରିବେ। ସାତ ବର୍ଷର ଜଣେ ନିସ୍ପାପ ଶିଶୁ ଯେଉଁ ବୟସ ରେ ହସି ଖେଳି ବୁଲିବା କଥା ସେହି ବୟସ ରେ ପାଦ ପକେଇବା ପାଇଁ ମଧ୍ୟ ଦେହ ରେ ଶକ୍ତି ନାହିଁ । ସାତ ବର୍ଷର ହୋଇ ମଧ୍ୟ ସେ କେବଳ ସାତ କେଜି ର ଅଟନ୍ତି । ବର୍ତ୍ତମାନ ଏହି ପିଲା ଟି ଅପପୁଷ୍ଟି ପାଇଁ ନିଜ ଜୀବନ ମରଣ ସହିତ ଲଢେଇ କରୁଛି।

ତେବେ ଘଟଣା ଟି ଆସିଛି ୟେମେନ ଦେଶର ରାଜଧାନୀ ର ଦୃଶ୍ୟ । ପିଲା ଟିର ନାମ ହେଉଛି ଅସୀମ। ଅସୀମ ଅନେକ ଦିନ ରୁ ଖାଇବା ପାଇଁ ନପାଇ ଅପପୁଷ୍ଟି ର ଶିକାର ହୋଇଛି ।ତେବେ ଏହି ଦେଶରେ ଅନେକ ଦିନ ଧରି ଯୁଧ୍ୟ କାଳୀନ ପରିସ୍ଥିତି ଲାଗି ରହିଥିଲା ଓ ଏହି ଦେଶ ରେ ମରୁଡି ମଧ୍ୟ ପଡ଼ିଥିଲା ।

ମରୁଡି ପାଇଁ ଅନେକ ପରିବାର ଲୋକ ଖାଇବା ପାଇଁ ପାଉ ନଥିଲେ। ତେବେ କିଛି ଦିନ ପରେ ଆମେରିକା ଏହି ଦେଶ କୁ ରିଲିଫ ଆକାରରେ ଖାଦ୍ୟ ସାମଗ୍ରୀ ଯୋଗାଇ ଥିଲା କିନ୍ତୁ କରନା ପାଇଁ ସେତିକି ମଧ୍ୟ ବନ୍ଦ ହୋଇଗଲା।

ତେବେ ଖାଦ୍ୟ ଅଭାବ ରୁ ଅନେକ ଲୋକ ମାନେ ପ୍ରଭାବିତ ହେଲେ। ଏହା ଭିତରେ ଅସୀମ ଙ୍କ ପରିବାର ମଧ୍ୟ ଥିଲା ,ତେବେ ଯେତେବେଳେ ସସୀମ ର ପରିବାର ଲୋକ ଯେତେବେଳେ ସସୀମ ର ଏପରି ଅବସ୍ଥା ଦେଖିଲେ ସେ ତାଙ୍କୁ ସଙ୍ଗେ ସଙ୍ଗେ ହସ୍ପିଟାଲ୍ ନେଇ ଯାଇଥିଲେ କିନ୍ତୁ ହସ୍ପିଟାଲ୍ କୁ ରାସ୍ତା ମଧ୍ୟ ସହଜ ନଥିଲା । ହସ୍ପିଟାଲ୍ ରେ ପହଞ୍ଚିବା ପାଇଁ ୧୭୦ କିମି ଅତିକ୍ରମ କରିବାକୁ ପଡ଼େ । ଏହା ସହିତ ସସୀମ ର ପରିବାର ଲୋକ ମଧ୍ୟ ପରାଲିଶିସ ପୀଡ଼ିତ ଅଟନ୍ତି।

ତଥାପି ସେମାନେ ସସୀମ କୁ ହସ୍ପିଟାଲ୍ ରେ ପହଞ୍ଚାଇ ଥିଲେ । ଡାକ୍ତର ସସୀମ କୁ ଦେଖିବା ମାତ୍ରେ ସଙ୍ଗେ ସଙ୍ଗେ ଚିକିତ୍ସା ଆରମ୍ଭ କରିଥିଲେ । ତେବେ ଡାକ୍ତର ଙ୍କ କହିବା ଅନୁସାରେ ଯଦି ଆଉ କିଛି ସମୟ ବିଳମ୍ବ ହୋଇ ଥାଆନ୍ତା ତେବେ ସସୀମ ଙ୍କ ବଞ୍ଚିବା ଅସମ୍ଭବ ହୋଇ ଥାଆନ୍ତା। ତେବେ ବର୍ତ୍ତମାନ ତାଙ୍କର ଚିକିତ୍ସା କରିବାରୁ ସେ ଟିକେ ସୁସ୍ଥ ଅଛନ୍ତି। ଭୋକ ର ଏମିତି ରକ୍ କରାଳ ରୂପ ଦେଖିବା ପାଇଁ ଯେତିକି ଭୟଙ୍କର ଅଟେ ସେତିକି ସତ ମଧ୍ୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।