ଦେଖନ୍ତୁ ଭିଡ଼ିଓ : Bhubaneswar ପରେ, ସାମ୍ନାକୁ ଆସିଲା କଟକ ପବ୍ଲିକ ଷଣ୍ଢ ଗ୍ରୁପ ଝିଅର ନୂଆ ରିଲ ଭିଡ଼ିଓ

0

ସମାଜ ଯେତେ ସଭ୍ୟ ଆଡକୁ ଗତି କରିଲେ ମଧ୍ୟ ବହୁ ଅନ୍ୟାୟ କାର୍ଯ୍ୟ ଦେଖିବାକୁ ମିଳୁଛି। ସମାଜର ପୁରୁଷ ମାନଙ୍କ ଅପେକ୍ଷା ନାରୀ ମାନେ ବହୁ ମାତ୍ରାରେ ଅନ୍ୟାୟ କାର୍ଯ୍ୟ କରି ଚାଲୁଛନ୍ତି। ସୋସିଆଲ ମିଡିଆରେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଦେଖିବା ପାଇଁ ମିଳିଥାଏ, ଯାହାକି ଦେଖିବା ମାତ୍ରକେ ଆଶ୍ଚର୍ଯ୍ୟ ଲାଗିଥାଏ। ପୁରୁଷ ମାନେ ବନ୍ଧୁକ ଓ ଖଣ୍ଡା ଦେଖାଇ ଲୋକ ମାନଙ୍କୁ ଡରେଇ ଧମକେଇ ରଖି ଥାଆନ୍ତି। ଏଥି ସହିତ ସେମାନେ ଭିଡ଼ିଓ ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କରି ଥାଆନ୍ତି। କିନ୍ତୁ ବର୍ତ୍ତମାନ ଏହି ସବୁ କାର୍ଯ୍ୟକୁ ନାରୀ ମାନେ ବହୁ ମାତ୍ରାରେ କରୁଛନ୍ତି। ଏଭଳି କାର୍ଯ୍ୟ କରିବା ଦ୍ୱାରା ସମାଜ ଉପରେ ଖରାପ ପ୍ରଭାବ ପଡୁଛି ଓ ଧୀରେ ଧୀରେ ସମାଜ କଳଙ୍କିତ ମଧ୍ୟ ହୋଇ ଯାଉଛି।ତେବେ ନିକଟରେ ଏଭଳି କିଛି ଦୃଶ୍ୟ ଦେଖିବା ପାଇଁ ମିଳିଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ନିନ୍ଦା ଅନୁଭବ କରିବେ। ତେବେ ଘଟଣାଟି ହେଉଛି କଟକ ଗ୍ରୁପ ଗ୍ୟାଙ୍ଗ ଝିଅର ବନ୍ଧୁକ ଧରିଥିବା ଭିଡ଼ିଓ ବର୍ତ୍ତମାନ ସମ୍ନାକୁ ଆସି ଯାଇଛି। ଯାହାକି ଏହା ଏକ ଅପରାଧିକ କାର୍ଯ୍ୟ ଅଟେ। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ସୂଚନା ଅନୁସାରେ, କଟକ ପବ୍ଲିକ ଷଣ୍ଢ ଗ୍ରୁପ ଝିଅର ଭିଡ଼ିଓ ବର୍ତ୍ତମାନ ସମ୍ନାକୁ ଆସି ଯାଇଛି। ସେମାନେ ବନ୍ଧୁକ ଧରି ଭିଡ଼ିଓ ତିଆରି କରି ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ବର୍ତ୍ତମାନ ତାଙ୍କର ସେହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ସେମାନଙ୍କର ଏହି ଭିଡ଼ିଓ ଭାଇରଲ ହେବା ପରେ ଲୋକ ମାନେ ବିହୁତ ଭୟ ଭୀତ ହୋଇ ଯାଇଛନ୍ତି। ସେହି ଗ୍ରୁପର ଝିଅ ମାନଙ୍କ ପାଇ ଲୋକ ମାନେ ମଧ୍ୟ ଘର ଭିତରୁ ବାହାରି ପାରୁ ନାହାଁନ୍ତି।

ସେଥିପାଇଁ ସେମାନେ ସବୁବେଳେ ପାଇଁ ଗୋଟିଏ ଘର ଭିତରେ ରହୁଛନ୍ତି। ଏହି ଖବରକୁ ନେଇ ଗଣ ମାଧ୍ୟମ ସେହି ଝିଅଙ୍କ ପାଖରେ ପହଁଛି ଯାଇ ଥିଲେ। ସେହି ଝିଅ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି ଯେ, ଏଭଳି କାର୍ଯ୍ୟ ଖୁସି ଭାବରେ କରିଥିଲୁ, ସେମିତି କୌଣସି ମନ୍ଦ ଉଦେଶ୍ୟ ନାହିଁ। କିନ୍ତ ଖୁସିରେ ଏଭଳି କାର୍ଯ୍ୟ କରୁ କରୁ ଏହା ଭାଇରଲ ହୋଇ ଯିବ ତାହା କିନ୍ତୁ ଜଣା ନଥିଲା। ତେବେ ବନ୍ଧୁଗଣ ଝିଅ ମାନେ ଏଭଳି କାର୍ଯ୍ୟ କରିବା ଉଚିତ ନୁହେଁ, ଯାହାକି ସମାଜ ପାଇଁ ଏହା ଏକ ଖରାପ ବାର୍ତା ପ୍ରେରଣ କରିବାରେ ଲାଗୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।