ଭୁବନେଶ୍ୱର IG ପାର୍କରେ ସ୍ୱାମୀକୁ ନିର୍ଧୁମ ଛେଚିଲା ସ୍ତ୍ରୀ…ଦେଖନ୍ତୁ ଭିଡ଼ିଓ

କୁହାଯାଇଥାଏ ବିବାହ ଏକ ଏମିତି ବନ୍ଧନ ଯାହା ଉଭୟ ପୁଅ ଝିଅକୁ ଏକ ଦୃଢ଼ ସମ୍ପର୍କରେ ବାନ୍ଧି ଦେଇଥାଏ। ସ୍ବାମୀ ସ୍ତ୍ରୀ ଭଳି ପବିତ୍ର ସମ୍ପର୍କ ର ନାମ ନେଇ ସେମାନେ ଆଗେଇ ଚାଲନ୍ତି ତାଙ୍କର ବୈବାହିକ ଜୀବନକୁ ଆଗେଇ ନେବା ପାଇଁ। ତେବେ ଏ ସମ୍ପର୍କରେ ମଧ୍ୟ ବେଳେବେଳେ ଉଣା ଅଧିକେ ମନ ମାଲିନ୍ୟ ଝଗଡ଼ା ହେଉ ଥିବାର ଦେଖିବାକୁ ମିଳିଥାଏ। କିନ୍ତୁ ସମ୍ପର୍କ ର ମଧୁରତା ଅତି ରୁ ଇତି ହୋଇ ସେତେବେଳେ ଭାଙ୍ଗି ଯାଇଥାଏ ଯେତେବେଳେ ସମ୍ପର୍କ ଭିତରେ ଅନୈତିକତା ର ମଞ୍ଜି ପୋତି ହୋଇ ଯାଏ। ତେବେ ଆଜିର ସମାଜ କେତେ ମାତ୍ରାରେ କଳୁଷିତ ହେବାରେ ଲାଗିଛି ତାହା ଆପଣ ଅନେକ ଘଟଣାରୁ ଦେଖିବକୁ ପାଉଥିବେ।

ସବୁଆଡେ ଯେମିତି ଏକ ଅପ୍ରୀତିକର ସ୍ଥିତି। କୌଣସି ବି ସମ୍ପର୍କରେ ଯେମିତି ଆଉ ମଧୁରତା କି ନୈତିକତା ନାହିଁ। ଏସବୁ କୁ ନେଇ ଆଜିର ସମାଜ ରେ ଦିନକୁ ଦିନ ଯେଉଁ ଭଳି ଭାବରେ ଅମାନବୀୟ କାଣ୍ଡ ଘଟିବାରେ ଲାଗିଛି ତାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି। ମଣିଷ ନିଜର ସଂଯମତା ହରାଇ କାମ ବାସନାରେ ଅନ୍ଧ ହୋଇ ଯେଉଁଭଳି ଭାବରେ କାଣ୍ଡ ସବୁ କରୁଛି ତାର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି। ନିଜର କାମ ବାସନା ଏବଂ ନିଜର ଶାରିରୀକ ସମ୍ପର୍କ ସ୍ଥାପନ ର ଲାଳସା ତାକୁ ଅନ୍ଧ କରି ଦେଉଛି କିଛି ନିନ୍ଦନୀୟ, ଅନୈତିକ ପୂର୍ଣ୍ଣ ଏବଂ ଲଜ୍ୟାକର ଘଟଣା ଘଟାଇବାକୁ।

ଶେଷରେ ସେ ଏଥିପାଇଁ ଯେଉଁ ଦଣ୍ଡ ପାଉଛି ତାହା ବାସ୍ତବରେ ଉଲ୍ଲେଖନୀୟ ଅଟେ। ଆମେ ଆଜି ଆପଣ ମାନଙ୍କୁ ଏଭଳି ଏକ ଭିଡିଓ ସମ୍ପର୍କରେ କହିବା ପାଇଁ ଯାଉଛୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବା ସହିତ ଲଜ୍ୟା ବୋଧ ମଧ୍ଯ କରିବେ।ଯେଉଁ ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଏଠାରେ ଏହି ଭିଡିଓ ରେ ଦେଖିବାକୁ ମିଳିଛି ଜଣେ ସ୍ତ୍ରୀ ତାଙ୍କ ଘର ଲୋକଙ୍କ ସହ ମିଶି ସ୍ୱାମୀଙ୍କୁ ପାର୍କରେ ଡାକି ନିର୍ଦ୍ଧୁମ ଛେଚି ଛନ୍ତି। ସ୍ତ୍ରୀ ଙ୍କ ଅଭିଯୋଗ ହେଉଛି ତାଙ୍କ ସ୍ଵାମୀଙ୍କ ଅନ୍ଯ ମହିଳା ଙ୍କ ସହ ଅନୈତିକ ସମ୍ପର୍କ ରହିଛି।

କିନ୍ତୁ ମୁଁ ଏସବୁ ଜାଣି ବି ଚୁପ୍ ରହିଥିଲି। କାଳେ ସେ ପରିବର୍ତ୍ତନ ହୋଇଯିବେ। କିନ୍ତୁ ତାହା ହେଲା ନାହିଁ।ସେ ଏବେବି ଖୁଲମ୍ ଖୋଲା ସେହିପରି ଅନ୍ଯ ମହିଳାଙ୍କ ସହ ସଂପର୍କ ରଖୁଛନ୍ତି। କିନ୍ତୁ ଏହି ଅଭିଯୋଗ କୁ ସ୍ୱାମୀ ଜଣଙ୍କ ଖଣ୍ଡନ କରିଛନ୍ତି।ସେ କହିଛନ୍ତି ତାଙ୍କର ଡିଭୋର୍ଶ ପାଇଁ କେଶ୍ ଫାଇଲ ହୋଇଛି।ଆଉ ତାଙ୍କ ସ୍ତ୍ରୀ ଯେଉଁ ମହିଳାଙ୍କ ବିରୋଧରେ ଅନ୍ଯ କିଛି ସଂପର୍କ ଥିବା ନେଇ କହୁଛନ୍ତି ସେ ତାଙ୍କର ବାନ୍ଧବୀ ବୋଲି କହିଛନ୍ତି। ଆଜି ତାଙ୍କୁ ଉଦ୍ଦେଶ୍ୟ ମୂଳକ ଭାବରେ ପାର୍କ କୁ ଡାକି ତାଙ୍କ ସ୍ତ୍ରୀ ଏବଂ ତାଙ୍କର ଘର ଲୋକେ ପିଟିଥିବା ସେ ଅଭିଯୋଗ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment