New Twist – ଭୁବନେଶ୍ୱରରେ ଏକାଠି ହେବେ ଦୀନେଶ ଓ ଦୀପିକା ,ଦୀପିକାଙ୍କୁ ମିଳିଯିବ ନ୍ୟାୟ… ଦେଖନ୍ତୁ ଭିଡ଼ିଓ

ହଁ ଦର୍ଶକ ବନ୍ଧୁ ଭଲ ପାଇଥିଲେ ଭଲ ପାଇ ବିବାହ କରିବେ ବୋଲି କଥା ଦେଇଥିଲେ | ତେଣୁ ଭଲ ପାଇବା ର ବିଶ୍ୱାସ ଆଗରେ ସେ ନିଜକୁ ସମର୍ପଣ କରିଦେଇଥିଲେ ତାଙ୍କ ଭଲ ପାଇବାକୁ | କିଏ ଜାଣିଥିଲା ସଂମ୍ପର୍କ ଥିବା ସମୟରେ ମୋ ପାଇଁ ସବୁକିଛି କରୁଥିବା ଯୁବକ ଜଣଙ୍କ ଆଜି ମୋ ପାଖ ମାଡୁ ନାହିଁ | ଏ ଦୁନିଆରେ ରେ କଣ କାହାକୁ ନିସ୍ଵାର୍ଥ ପର ଭାବରେ ଭଲ ପାଇବା କଣ ପାପ | ଯାହାର ପରିଣାମ ମୁଁ ଓ ମୋ ଛୁଆ ଭୋଗୁଛୁ | କଣ ଭୁଲ କରିଥିଲି ମୁଁ ଯାହା ଆଜି ର ଏହି ସମାଜ ମୋତେ ଏମିତି ଖରାପ ନଜର ରେ ଦେଖୁଛି | କଣ କରିଥିଲା ମୋ ଛୁଆ ସେ ଆଜି ତା ବାପା ର ପରିଚୟ ପାଇଁ କାନ୍ଦୁଛି | ଏମିତି ବିଭିନ୍ନ ପ୍ରଶ୍ନ ଏବେ କେ ଦୀପିକା ଙ୍କ ମନ ରେ ଉଙ୍କି ମନ ରେ ଉଙ୍କି ମାରୁଥିବା ବେଳେ ବହୁତ ସମୟ ପରେ ତାଙ୍କ ପାଇଁ ଏକ ଭଲ ଖବର ଆସିଛି ବୋଲି ଜଣା ପଡିଛି | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଯାହା ଜଣା ପଡିଛି କି ଦୀର୍ଘ ଏକ ମାସ ରୁ ଉର୍ଦ୍ଧ ହେବ ଧାରଣା ରେ ବସିଥିବା ବ୍ରହ୍ମପୁର ବଡ଼ ବଜାର ଦେଶୀ ବେହେରା ସାହିର କେ ଦୀପିକା ଙ୍କ କଥା | ସୂଚନା ଅନୁଯାୟୀ କେ ଦୀପିକା କେ ଦୀନେଶ ଙ୍କୁ ଭଲ ପାଉଥିଲେ ଓ ସେହି ଭଲ ପାଇବା ଓ ଭରଷା ର ସୁଯୋଗ ନେଇ ଦୀନେଶ ଦୀପିକା ଙ୍କ ସହିତ ଶାରୀରିକ ସମ୍ପର୍କ ରଖିଥିଲା | ତେବେ ଭଲ ପାଇବା ଓ ବିଶ୍ୱାସ ଓ ଭରସା ରେ ଦୀପିକା ମଧ୍ୟ ତାଙ୍କର ସବୁକିଛି ଦୀନେଶ ଙ୍କ ପାଖରେ ଉଜାଡି ଦେଇଥିଲା | ତେଣୁ ଦୀପିକା ଙ୍କର ଏହି ଗୋଟିଏ ଭୁଲ ତାଙ୍କ କୋଳ ଜନ୍ମ ହେଇଥିଲା ଏକ ଶିଶୁ ପୁତ୍ର | ଯାହାକୁ ବାପା ର ପରିଚୟ ଦବା ପାଇଁ ଦୀର୍ଘ ଏକ ମାସ ରୁ ଉର୍ଦ୍ଧ ଦିନ ଧରି ନିଜ ଛୁଆ କୁ ବାପା ର ପରିଚୟ ଓ ସ୍ତ୍ରୀ ର ମାନ୍ୟତା ପାଇବା ପାଇଁ ଦୀନେଶ ଙ୍କ ଘର ଆଗରେ ଧାରଣା ରେ ବସି ରହିଛନ୍ତି ମା ଦୀପିକା |

ତେବେ ଏହି ସ୍ୱାର୍ଥ ପର ଦୁନିଆ ରେ ନିଜକୁ ନିଜର ସବୁକିଛି ହରେଇ ସାରିଥିବା ଜଣେ ମା ତାହାର ଛୁଆ ପାଇଁ ଆଜି ସଂଘର୍ଷ କରୁଛି | ବର୍ଷା ଖରା କିଛି କୁ ଖାତିର ନ କରି ବସି ରହିଛନ୍ତି ତାଙ୍କ ପ୍ରେମିକ ଦୀନେଶ ଙ୍କ ଘର ଆଗରେ | ଖାଲି ସେତିକି ନୁହେଁ ଏହି ସମୟରେ ଦିନେଶ ଙ୍କ ଘର ଲୋକ ତାଙ୍କ ଉପରକୁ ଗରମ ପାଣି ଓ ଗରମ ତେଲ ମଧ୍ୟ ଫିଙ୍ଗି ଥିଲେ ତଥାପି ଜଣେ ମା ମନ ରେ ପୂର୍ବ ପରି ସେହି ଆଶା ଓ ଭରସା ଟିକିଏ ରଖି ସେ ନିଜ ଛୁଆ ପାଇଁ ସଂଘର୍ଷ କରିଚାଲିଛି ଜଣେ ମା | ତେବେ ଏହିପରି ପରିସ୍ଥିତି ରେ ଭୁବନେଶ୍ୱର ର ମହିଳା କମିସନର ଦିପୀକା ଙ୍କୁ ନ୍ୟାୟ ଦେବା ପାଇଁ ଉଭୟ ଦୀପିକା ଓ ଦୀନେଶ ଆପସ ବୁଝାମଣା ପାଇଁ କମିସନର ଅଫିସ ଡାକି ପଠାଇଥିଲେ |

ତେବେ ଯାହା ସୂଚନା ମିଳିଛୋ କି ସେଠାରେ ଦୀପିକା ଉପସ୍ଥିତ ହେଇଥିଲା ବେଳେ ଦୀନେଶ ସେଠାର ପହଞ୍ଚିନଥିଲେ | ସେଥିପାଇଁ ସେମାନଙ୍କୁ ନ୍ୟାୟ ଦେବା ପାଇଁ ମହିଳା କମିସନର ସେମାନଙ୍କୁ ଆଉ ଗୋଟିଏ ତାରିଖ ଡାକି ପଠାଇଛନ୍ତି ବୋଲି ସୂଚନା ମିଳିଛି | ତାହାଲେ ଦର୍ଶକ ବନ୍ଧୁ ଏବେ ଦେଖିବାକୁ ବାକି ରହିଲା କଣ ଦୀପିକା ଙ୍କୁ ଅନ୍ୟ ତାରିଖ ନ୍ୟାୟ ମିଳିବ କି ନାହିଁ | ଆଉ ଯେଉଁ ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment