ଦେଖନ୍ତୁ Exclusive ଭିଜୁଆଲ : Bhubaneswar ରେଳ ଷ୍ଟେସନରେ ଆତଙ୍କବାଦୀ ! ଯବାନଙ୍କ ଗୁଳିରେ ୩ ଆତଙ୍କବାଦୀ ନିହତ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ସମୟରେ ଏକ ବଡ଼ ଖବର ଆସି ପହଁଚିଛି। ଯାହାକି ଭୁବନେଶ୍ୱର ରେଳ ଷ୍ଟେସନ ରେ ଆତଙ୍କବାଦୀ ମାନେ ଆକ୍ରମଣ କରିଛନ୍ତି। ଏଥିରେ ତିନିଜଣ ଆତଙ୍କ ବାଦୀଙ୍କ ନିହତ ହୋଇଛି। ତେବେ ବନ୍ଧୁଗଣ ଏଭଳି ଖବର ଶୁଣିବା ପରେ ଆପଣ ମାନେ ନିଶ୍ଚିତ ଭାବରେ ଆଶ୍ଚର୍ଯ୍ୟ ଏବଂ ଭୟଭୀତ ହୋଇଯାଉଥିବେ। ତେବେ ଆସନ୍ତୁ ଜାଣିବା ଏହି ଘଟଣାର ସତ୍ୟାସତ୍ୟ ବିଷୟରେ। ଆପଣ ମାନେ ଅନେକ ସମୟରେ ଦେଖିଥିବେ ଆମ ଦେଶରେ ଆତଙ୍କବାଦୀ ମାନେ ଅନେକ କ୍ଷତି ଘଟାଇ ଥାଆନ୍ତି। କିଛି ନଥିବେ ହଠାତ କିଛି ନା କିଛି ଅଘଟଣ ଘଟାଇଥାଆନ୍ତି।

ଏପରିକି ଜନଗହଳି ସ୍ଥାନରେ ବୋମା ବିସ୍ଫୋରଣ କରାଉଛନ୍ତି। ଫଳରେ ଜନସାଧରଣ ବିଭିନ୍ନ ପ୍ରକାର ଅସୁବିଧାର ସମୁଖୀନ ହୋଇଥାନ୍ତି। ଏପରି କି ବେଳେ ବେଳେ ନିରୀହ ଲୋକଙ୍କ ଲୋକଙ୍କ ଜୀବନ ମଧ୍ୟ ଚାଲିଯାଇଥାଏ। ତେବେ ଏଭଳି ପରିସ୍ଥିତିକୁ ଦୃଷ୍ଟିରେ ରଖି ସେନାର ଅଧିକାରୀ ମାନଙ୍କ ମିଳିତ ଉଦ୍ୟମରେ ମକ୍ ଡ୍ରିଲ କରାଯାଇଛି। ତେବେ ଏଥିରେ ଭୁବନେଶ୍ୱର ଷ୍ଟେସନରେ ପ୍ଲାଟଫର୍ମ ନମ୍ବର ୬ ରେ ଏଭଳି କରାଯାଇଛି। ଟ୍ରେନ ରେ ବୋମା ଆତଙ୍କ ବାଦିଙ୍କ ଦ୍ଵାରା ଖଞ୍ଜା ଯାଇଥିଲା। ଏହାପରେ ଏହାକୁ ବାହାର କରିବା ପାଇଁ ଏକ ସ୍ବର୍ଚ୍ଚ ଅପରେସନ କରାଯାଇଥିଲା। ତେବେ ଏଥିରେ SOG, RPF, GRP, ସମସ୍ତେ ମିଳିତ ଭାବରେ ଏହି ଅପରେସନ ରେ ସାମିଲ ହୋଇଛନ୍ତି।

ଏହା ସହିତ ବମ ସ୍କୁଆଡ଼ ଏବଂ ଟକ୍ସ ସ୍କୁଆଡ଼ ମଧ୍ୟ ସାମିଲ କରାଯାଇଛି। ତେବେ ଟ୍ରେନ ମଧ୍ୟରେ ଭିତରେ ଯେଉଁ ବମ ପ୍ଲାଣ୍ଟ କରାଯାଇଥିଲା। ବମ ସ୍କୁଆଡ଼ ଏହାକୁ ଠାବ କରିଥିଲା। ଏଥିରେ ୩ ଜଣ ଆତଙ୍କବାଦୀଙ୍କୁ ମଧ୍ୟ ଗୁଳି କରି ନିହତ କରାଯାଇଥିଲା। ଏହା ଏକ ଡେମୋ ଅପରେସନ ଥିଲା। ଯେଉଁଥିରେ ଏଥିରେ ସେନାଙ୍କୁ ଶିକ୍ଷା ଦିଆଯାଇଥିଲା। ତେବେ ଏପରି କରାଯିବାର ମୁଖ୍ୟ ଉଦେଶ୍ୟ ହେଉଛି। ଅନେକ ସମୟରେ ଆତଙ୍କବାଦୀ ମାନେ ଟ୍ରେନ ଭିତରେ ହେଉ କିମ୍ବା ଅନ୍ୟ କୌଣସି ଜନ ଗହଳି ସ୍ଥାନ ରେ ହେଉ ବୋମା ପ୍ଲାଣ୍ଟ କରିଥାନ୍ତି। ତେବେ ଏଭଳି ଡେମୋ ଅଭ୍ୟାସ କରିବା ଦ୍ୱାରା ଭବିଷ୍ୟତରେ ଯଦି ଏଭଳି କିଛି କ୍ଷତି କରନ୍ତି ଆତଙ୍କବାଦୀ ମାନେ ତାହାଲେ ଆମ ସେନା ନିଶ୍ଚିତ ଭାବରେ କଡ଼ା ଜବାବ ଦେଇ ପାରିବେ।

ତେବେ ବନ୍ଧୁଗଣ ଏହି ଆତଙ୍କବାଦୀ ମାନେ ଯେଉଁ ତଳେ ପଡି ରହିଛନ୍ତ। ଏହା କେବଳ ଏକ ଡେମୋ ଏଥିରେ କାହାର କୌଣସି କ୍ଷତି ହୋଇନାହିଁ। ଏହା କେବଳ ଏକ ରେଳ ଷ୍ଟେସନ ରେ ଆତଙ୍କବାଦୀ ଆକ୍ରମଣରୁ ପ୍ରତିହତ ପାଇଁ ସେନାର ମକ୍ ଡ୍ରିଲ। ତେବେ ଏଥିରେ କାହାର କୌଣସି କ୍ଷତି ହୋଇନାହିଁ ଏହା କେବଳ ଏକ ଶିକ୍ଷା ଥିଲା। ଏପରି କରିବା ଦ୍ୱାରା ଆମ ଦେଶରେ ଆତଙ୍କବାଦୀ ନିହତ କରିବା ରେ ସେନା ନିଶ୍ଚିତ ଭାବରେ ସକ୍ଷମ ହୋଇ ପାରିବେ। ଭବିଷ୍ୟତକୁ ଦୃଷ୍ଟିରେ ରଖି ଏଭଳି ଅଭିନବ ଶିକ୍ଷା ବାସ୍ତବରେ ଗ୍ରହଣ ଯୋଗ୍ୟ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।