ଦର୍ଶକ ବନ୍ଧୁ ଆପଣ ମାନେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ନୂଆ ନୂଆ ଭିଡ଼ିଓ ମାନ ପ୍ରତେକ ଦିନ ଦେଖିବାକୁ ପାଉଥିବେ | ତେବେ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ତାହା ହେଉଛି ସୁରେଶ ରାଇନା ଙ୍କ ବିଷୟରେ ବୋଲି କୁହାଯାଉଛି | ଆଉ ଭାଇରାଲ ହେଉଥିବା ଏହି ଭିଡ଼ିଓ ରେ ଦେଖିବାକୁ ମିଳିଥିଲା କି ଭୁବନେଶ୍ୱର ର ବିମାନ ବନ୍ଦର ରୁ ଅଲ୍ହାଇ ଏକ ପ୍ରଗ୍ରାମ ପାଇଁ ଯାଉଥିବାର ଦେଖିବାକୁ ମିଳିଛି ସୁରେଶ ରାଇନା ଯିଏକି ଆମ ଭାରତର ପୂର୍ବତନ କ୍ରିକେଟର ଥିଲେ ବୋଲି କୁହାଯାଉଛି | ଆଉ ଯାହା ବର୍ତ୍ତମାନ ଚର୍ଚ୍ଚା ହେବାରେ ଲାଗିଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |
ତେବେ ଯାହା ସୂଚନା ଅନୁସାରେ କୁହାଯାଉଛି କି ଭାରତର ପୂର୍ବତନ କ୍ରିକେଟର ବର୍ତ୍ତମାନ ପହଞ୍ଚିଛନ୍ତି ଭୁବନେଶ୍ୱର ର ବିମାନ ବନ୍ଦରରେ ବୋଲି କୁହାଯାଉଛି | ଆଉ ତାହା ସହିତ ଆଜି MGA ସ୍କୁଲ ଅଫ 4 ସେକ୍ଟର ରେ ଥିବା ଏକ ପ୍ରଗ୍ରାମ ରେ ଯୋଗ ଦେବା ପାଇଁ ଯାଇଥିଲେ ସୁରେଶ ରାଇନା ବୋଲି କୁହାଯାଉଛି |ତାହା ସହିତ ଆଗକୁ IPL ମ୍ୟାଚ ଥିବାରୁ ଓଡ଼ିଆ ଖେଳାଳି ଙ୍କୁ କ୍ରିକେଟ ରେ ସୁଯୋଗ ମିଳିପାରେ ବୋଲି ମଧ୍ୟ କହିଛନ୍ତି ସୁରେଶ ରାଇନା |ଏହା ସହିତ ସେ ମଧ୍ୟ ଓଡିଶା ର ଦିଲ୍ଲୀପ ଟ୍ରଫି ଭାରତୀୟ କ୍ରିକେଟର ଭାବରେ ମ୍ୟାଚ ଖେଳିଛନ୍ତି ବୋଲି କହିଛନ୍ତି ସୁରେଶ ରାଇନା |
ତେବେ ଯାହା କୁହାଯାଇଛି କି ଭୁବନେଶ୍ୱର କୁ ଆସିଥିବା ସୁରେଶ ରାଇନା କାର୍ଯ୍ୟନୁଷ୍ଠାନ ରେ ଯୋଗ ଦେବା ସହିତ ଓଡିଶା ର ପୂର୍ବତର କ୍ରିକେଟର ପ୍ରଜ୍ଞାନ ଅଝା ,କ୍ରୀଡା ମନ୍ତ୍ରୀ ତୁଷାର କାନ୍ତି ବେହେରା, ମନ୍ତ୍ରୀ ଳରେନ୍ଦ୍ର ପ୍ରତାପ ସ୍ୱାଇଁ,ଓଡିଶା ର କ୍ରିକେଟ ଆସୋସିଏଁସନ ର ସଭାପତି ଙ୍କ ସହିତ ଅନେକ ପଦାଧିକାରୀ କର୍ମଚାରୀ ମାନେ ମଧ୍ୟ ଯୋଗ ଦେବାର ବ୍ୟବସ୍ତା ରହିଛି ବୋଲି ମଧ୍ୟ କୁହାଯାଉଛି | ତାହା ସହିତ ସୁରେଶ ରାଇନା କହିଛନ୍ତି କି ସେ ଅନେକ ଥର ଓଡିଶା ରେ ଅନେକ ଟେଷ୍ଟ ମ୍ୟାଚ ସହିତ ଦିନିକିଆ ଓ ଅନ୍ୟାନ୍ୟ ନ ମ୍ୟାଚ ମଧ୍ୟ ଖେଳିଛନ୍ତି |
ଆଉ ତାହା ସହିତ ଛୋଟ ଛୋଟ ପିଲା ମାନଙ୍କୁ ଖେଳ ପ୍ରତି ଆକୃଷ୍ଟ କରେଇବା ସହିତ ଖେଳ ବିଷୟରେ କଥା ବାର୍ତ୍ତା ହେବା କୁ ନେଇକି ସୁରେଶ ରାଇନା ଙ୍କୁ ଓଡିଶା କୁ ନିମନ୍ତ୍ରଣ କରାଯାଇଥିଲା ବୋଲି କୁହାଯାଉଛି | ତାହା ସହିତ ସୁରେଶ ରାଇନା ମଧ୍ୟ ଏହି ସଭା ରେ ଯୋଗ ଦେଇ ବେଶ ଖୁସି ଅଛନ୍ତି ବୋଲି କୁହାଯାଉଛି | ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।