jitu das amrutabani- ଆଜି 28,11, 2022 ସୋମବାର ମରିଗଲେବି କରନ୍ତୁନାହିଁ ଏହି ( ୫ଟି କାମ ) ନଚେତ ଘଟିବ ଅକାଳ ମୃତ୍ୟୁ….

ତେବେ ଆପଣ ମାନେ ଜାଣିଥିବେ କି ଆମ ହିନ୍ଦୁ ଶାସ୍ତ୍ର ଅନୁସାରେ 33 କୋଟି ଦେବା ଦେବୀ ଙ୍କୁ ଆମେ ପୂଜା ଅର୍ଚନା କରିଥାଉ | ଆଉ ଯାହା କୁହାଯାଉଛି କି ଆମେ ହିନ୍ଦୁ ଶାସ୍ତ୍ର ଅନୁସାରେ ଆମେ ଅନେକ ପ୍ରକାରର ଧର୍ମ କୁ ମାନିଥାଏ ବୋଲି କୁହାଯାଉଛି | ତେବେ କୁହାଯାଏ କି ସୋମବାର ଶିବ ଙ୍କର ବାର ହୋଇଥାଏ | ତେଣୁ ସୋମବାର ଦିନ ଶିବ ଙ୍କର ପୂଜା ଅର୍ଚନା କରିବା ସହିତ ମହାଦେବ ଙ୍କ ର ପୂଜା କରିବା ସହିତ କେତେକ ବିଶେଷ କାର୍ଯ୍ୟ ଉପରେ ଗୁରୁତ୍ୱ ଦେବାର ଆବଶ୍ୟକତା ରହିଛି | ତାହେଲେ ଆସନ୍ତୁ ଜାଣିବା ସୋମବାର ଦିନ କଣ କରିବାର ଆବଶ୍ୟକତା ରହିଛି ଆସନ୍ତୁ ସେ ବିଷୟରେ ଜାଣିବା |

ସୋମବାର ଦିନ କଣ କରିଲେ ଭଗବାନ ଶିବ ଙ୍କର ଶୁଭ ଆଶୀର୍ବାଦ ଆମ ଉପରେ ପଡିଥାଏ :-

1- କୁହାଯାଏ କି ସୋମବାର ଶିବ ଙ୍କ ବାର ହୋଇଥିବା ରୁ ସୋମବାର ଦିନ ଶିବ ଙ୍କର ପୂଜା, ଅର୍ଚନା ଓ ଆରାଧନା କରିଲେ ବହୁତ ଶୁଭ ଫଳ ମିଳିଥାଏ ବୋଲି | ଆଉ ତାହା ସହିତ ଶିବ ଙ୍କ ମନରେ ଭକ୍ତି ର ସହିତ ଡାକିଲେ ମଧ୍ୟ ଶୁଭ ହୋଇଥାଏ |

2- ସୋମବାର ଦିନ ଶିବ ଙ୍କ ପୂଜା କରିବା ପାଇଁକି ବେଲପତ୍ର ର ବ୍ୟବହାର କରିବାର ଆବଶ୍ୟକତା ରହିଛି ଓ ତାହା ସହିତ ଶିବ ଙ୍କର ଲିଙ୍ଗ ରେ ଚନ୍ଦନ ର ଲେପ ମଧ୍ୟ କରିବା ଆବଶ୍ୟକ ଓ କ୍ଷୀର ଶିବ ଙ୍କ ମୁଣ୍ଡରେ ଢ଼ାଳିଲେ ମଧ୍ୟ ଶୁଭ ଫଳ ମିଳିଥାଏ ବୋଲି କୁହାଯାଉଛି |

3-ଏହା ସହିତ କୁହାଯାଏ କି ସୋମବାର ଦିନ ଧଳା ବସ୍ତ୍ର ପିନ୍ଧିବା ସହିତ ଧଳା ରଙ୍ଗର ଫୁଲ ଭଗବାନ ଶିବ ଙ୍କ ଅର୍ପଣ କରିବାର ଆବଶ୍ୟକତା ରହିଛି | ତାହା ସହିତ ଭଗବାନ ଶିବ ଙ୍କ ପାଖରେ ଧଳା ରଙ୍ଗର ଫୁଲ ଛୋଡ଼େଇଲେ ଶୁଭ ଫଳ ମିଳିଥାଏ |

4-ଏହା ସହିତ ସୋମବାର ଦିନ କୌଣସି କାର୍ଯ୍ୟ ରେ ଆପଣ ବାହାରକୁ ଯାଉଥିଲେ ଆଇନା ଦେଖିକି ଗଲେ ତାହା ଆମ ପାଇଁକି ଶୁଭ ହୋଇଥାଏ ବୋଲି କୁହାଯାଉଛି |

ସୋମବାର ଦିନ କଣ କରିଲେ ଆମର ଅଶୁଭ ହୋଇଥାଏ ଆସନ୍ତୁ ଜାଣିବା :-

1-ସୋମବାର ଦିନ ଆମିଷ ଖାଇବା ଅନୁଚିତ ହୋଇଥାଏ ଯାହା ଆମ ପାଇଁ ଅଶୁଭ ହୋଇଥାଏ |

2- ସୋମବାର ଦିନ ଧଳା ପିନ୍ଧିକି ମନ୍ଦିରକୁ ଗଲେ ଶୁଭ ହୋଇଥାଏ କିନ୍ତୁ କଳା ବସ୍ତ୍ର ପିନ୍ଧି କେବେ ଶିବ ଙ୍କ ମନ୍ଦିରକୁ ସୋମବାର ଦିନ ଯାଆନ୍ତୁ ନାହିଁ ଯାହା ଅଶୁଭ ହୋଇଥାଏ |

3- ସୋମବାର ଦିନ ମୁଣ୍ଡ ଧୋଇବା ଏକ ଅଶୁଭ କାରଣ ବୋଲି ଆମେ ମାନିଥାଉ |

4-ସୋମବାର ଦିନ କୁ ନିତି, ଅନାଚାର, ଅନ୍ୟ କୁ ଅପମାନ ଇତ୍ୟାଦି କାର୍ଯ୍ୟ କେବେ ହେଲେ କରନ୍ତୁ ନାହିଁ |

5- ସୋମବାର ଦିନ ଶିବ ଙ୍କ ସହିତ ନନ୍ଦୀ ଙ୍କ ମଧ୍ୟ ପୂଜା କରିବା ଓ ଚାରି ଗୋଡ଼ ଥିବା ପଶୁ ମାନଙ୍କ ଉପରେ ଅତ୍ୟାଚାର କରନ୍ତୁ ନାହିଁ |

6-ସୋମବାର ଦିନ ଖଣ୍ଡିତ ବେଲ ପତ୍ର, ତୁଳସୀ ପତ୍ର, କୁମକୁମ ଦିଅନ୍ତୁ ଜାଣି ଯାହା ଅଶୁଭ ହୋଇଥାଏ |

ତେବେ ଏହା ଥିଲା ସୋମବାର ଦିନ କଣ କରିଲେ ଆମ ଉପରେ ଶିବ ଙ୍କର କୃପା ରହିଥାଏ ଆଉ କଣ କରିଲେ ସୋମବାର ଦିନ ଆମର ଅଶୁଭ ହୋଇଥାଏ ସେ ବିଷୟରେ କିଛି ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment