ମରିଗଲେବି ମାଣବସା ( ଗୁରୁବାର ଦିନ ) ଭୁଲରେବି କରନ୍ତୁ ନାହିଁ ଏହି 5ଟି କାମ, ନଚେତ ଭୟଙ୍କର ସର୍ବନାଶ ହେବ…

ତେବେ ବନ୍ଧୁଗଣ ଆପଣ ମାନେ ଭଲ ଭାବରେ ଜାଣିଥିବେ କି ଆମ ହିଁନ୍ଦୁ ଶାସ୍ତ୍ର ଅନୁସାରେ ମାତା ଲକ୍ଷ୍ମୀ ଙ୍କୁ ଅର୍ଣ୍ଣପୂର୍ଣ୍ଣା ବୋଲି ଆମେ ମାନିଥାଉ | ଆଉ ଧନ, ଜଣ ର ଦାତ୍ରୀ ବୋଲି ମା ଲକ୍ଷ୍ମୀ ଙ୍କୁ କୁହାଯାଇଥାଏ | ଆଉ କୁହାଯାଏ କି ଯଦି ମାତା ଲକ୍ଷ୍ମୀ ଙ୍କୁ ପ୍ରସନ୍ନ ଆମେ କରେଇଦେବା ତାହେଲେ କୌଣସି ପ୍ରକାରର ସମସ୍ୟା ମାନ ଆମ ନିକଟରେ ଆଉ ଦେଖାଯାଇ ନ ଥାଏ | ସବୁ କ୍ଷେତ୍ରରେ ସୁଖ ଆଉ ସୁବିଧା ସହିତ ଔଷର୍ଯ୍ୟ ମିଳିଥାଏ ବୋଲି କୁହାଯାଉଛି | ତେବେ କେତେକ ଏଭଳି ଭୁଲ ରହିଛି ଯାହାକୁ କରିବା ଦ୍ୱାରା ମାତା ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାନ୍ତି ବୋଲି କୁହାଯାଇଥାଏ ଆଉ ଘରେ ବିଭିନ୍ନ ପ୍ରକାରର ଧନ ଜନିତ ସମସ୍ୟା ମାନ ଦେଖା ଯାଇଥାଏ | ତାହେଲେ ଆସନ୍ତୁ ଆଜି ଆମେ ଜାଣିବା ଗୁରୁବାର ଦିନ କଣ କରିବା ଯୋଗୁ ଆମେ ମାତା ଲକ୍ଷ୍ମୀ ଙ୍କର କୋପ ଦୃଷ୍ଟି ର ଶିକାର ହେବା |
ତେବେ ଆମେ ଜାଣିଛୁ କି ଗୁରୁବାର ଦେବ ଗୁରୁ ବୃହସ୍ପତି ଓ ଅନ୍ନଦାତ୍ରୀ ମାତା ଲକ୍ଷ୍ମୀ ଙ୍କର ଦିନ ହୋଇଥାଏ | ତେବେ କୁହାଯାଏ କି ସବୁ ଗୁରୁବାର ଅପେକ୍ଷା ମାର୍ଗଶିର ମାସ ଗୁରୁବାର ମାତା ଲକ୍ଷ୍ମୀ ଙ୍କର ପ୍ରିୟ ହୋଇଥାଏ | ଆଉ ଯଦି ଏହି ଗୁରୁବାର ରେ ବୃହସ୍ପତି ତଳକୁ ଗଲେ ଆଉ ଆମେ ଏମିତି କିଛି କାମ କରିଲୁ ଯାହାକୁ ମା ପସନ୍ଦ କରନ୍ତି ନାହିଁ ତାହେଲେ ଘରେ ଧନ ସମସ୍ୟା ସହିତ, ପାରିବାରିକ ବିବାଦ ଓ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ଭଳି ବିଭିନ୍ନ ସମସ୍ୟା ଦେଖା ଯାଇଥାଏ | ତେବେ ଆସନ୍ତୁ ଆଜି ଆମେ ଜାଣିବା କେଉଁ କେଉଁ କାମ କରିବା ଯୋଗୁ ମାତା ଲକ୍ଷ୍ମୀ ଙ୍କର କୋପ ଦୃଷ୍ଟି ଆମ ଉପରେ ପଡିଥାଏ |
କେଉଁ ସବୁ କାର୍ଯ୍ୟ ମାର୍ଗଶିର ମାସ ଗୁରୁବାର ଦିନ କରିବା ଉଚିତ ନୁହଁ :-

 

1- ମାର୍ଗଶିର ମାସ ଗୁରୁବାର ଦିନ ପୁରୁଷ ହୁଅନ୍ତୁ ବା ମହିଳା ମୁଣ୍ଡ ଧୋଇବେ ନାହିଁ | ତାହା ସହିତ ନଖ ମଧ୍ୟ କାଟିବା ଅନୁଚିତ |
2-ଗୁରୁବାର ରେ କାହା ପାଖରୁ ଧାର କରଜ କରିବା ଉଚିତ ନୁହଁ କି ଉଧାର ଦେବା ମଧ୍ୟ ଖରାପ ହୋଇଥାଏ, ଯାହା ଦ୍ୱାରା ଲକ୍ଷ୍ମୀ ଛାଡି ଯାଆନ୍ତି ସେହି ଘରୁ |
3- ଗୁରୁବାର ଦିନ ଲିପା ପଛା କରିବା ଅଶୁଭ ହୋଇଥାଏ ଯାହାର ଖରାପ ପ୍ରଭାବ ଘର ଉପରେ ପଡେ, ଆଉ ଯଦି ପୋଛୁଛନ୍ତି ତାହେଲେ ପାଣିରେ ଲୁଣ ମିଶାଇ ପଛିବା ଆବଶ୍ୟକ |
4-ଗୁରୁବାର ଦିନ ମହିଳା ମାନଙ୍କ ସହିତ କେବେବି ଝଗଡା କରନ୍ତୁ ନାହିଁ | ତାହା ସହିତ ଯଦି ଆପଣଙ୍କ ଘରେ କଳି ଝଗଡା ଲାଗିକି ରହୁଛି ସବୁବେଳେ ତାହେଲେ ଗୁରୁବାର ଧାରୁଆ ଜିନିଷରେ କଟା ଯାଇଥିବା ଖାଦ୍ୟକୁ ଖାଆନ୍ତୁ ନାହିଁ |

5-ଗୁରୁବାର ଦିନ ମହିଳା ମାନେ ଆଶ୍ୱସ୍ତ ଗଛରେ କେବେ ପାଣି ଦିଅନ୍ତୁ ନାହିଁ ଓ ତାହା ସହିତ ସ୍ୱାମୀ ଓ ସ୍ତ୍ରୀ ମାନେ ଗୁରୁବାର ରେ ସମ୍ବନ୍ଧ ରଖୁଥିଲେ ମନେ ରଖିବେ କି ସେହି ରୁମ ରେ ଯେମିତି ପିତୃ ପୁରୁଷ ର ଫୋଟ ନ ଥିବ |
7- ଗୁରୁବାର ଦିନ ମହିଳା ମାନେ ପାଣିରେ ହଳଦୀ ପକାଇ ଗାଧୋଇବା ସହିତ ହଳଦିଆ ରଙ୍ଗର ଶାଢ଼ୀ ପିନ୍ଧି ଭଗବାନ ବିଷ୍ଣୁ ଙ୍କୁ ପୂଜା କରନ୍ତୁ |
ତେବେ ଏହା ଥିଲା ମାର୍ଗଶିର ମାସ ଗୁରୁବାରରେ କେଉଁ କାମ କରିଲେ ମାତା ଲକ୍ଷ୍ମୀ ଙ୍କର କୋପ ଦୃଷ୍ଟି ଆମ ଉପରେ ପଡିଥାଏ ସେହି ବିଷୟରେ ସମ୍ପୂର୍ଣ୍ଣ କଥା |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment