ବିବାଦୀୟ ଅଭିନେତ୍ରୀ ଶିଳ୍ପା ସେଠୀଙ୍କ ହାତରୁ ଚାଲିଗଲା ସୁପର ଡାନ୍ସର ଚାପ୍ଟର-୪ ”ଶୋ” କୋଟି କୋଟି ଟଙ୍କାର କ୍ଷତି ଦେଖନ୍ତୁ

0

ଜଣେ ସାଧାରଣ ମଣିଷଙ୍କ ଠାରୁ ସେଲିବ୍ରେଟି ମାନଙ୍କର ଜୀବନ ଶୈଳୀ ନିଆରା ପ୍ରକାର ହୋଇଥାଏ। ସେମାନେ ଭଲ ଅଭିନୟ କରି ଲୋକଙ୍କ ମନ କିଣି ନେଇଛନ୍ତି। ତାଙ୍କ ଅଭିନୟ ଜରିଆରେ ଲୋକ ମାନଙ୍କୁ କାବୁ କରିଥାନ୍ତି। ଏବଂ ସେମାନେ ମଧ୍ୟ କୋଟି କୋଟି ଟଙ୍କାର ମାଲିକ ହୋଇ ଥାଆନ୍ତି। ଯଦି କୌଣସି ସେଲିବ୍ରେଟି ସମାଜ ବିରୋଧି କାର୍ଯ୍ୟ କରିନ୍ତି, ଲୋକ ମାନେ ତାଙ୍କୁ ଖରାପ ଦୃଷ୍ଟିରେ ଦେଖି ଥାଆନ୍ତି। ଯାହାକି ସମାଜରେ ସେମାନେ କଳଙ୍କର ଦାଗ ଲଗାଇ ଦେଇଥାନ୍ତି।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ଆପଣଙ୍କ ମନରେ ଏକ ସଂକଚୋନା ଭାବ ସୃଷ୍ଟି ହେବ। ତେବେ ଘଟଣାଟି ହେଉଛି ଅଭିନେତ୍ରୀ ଶିଳ୍ପା ସେଠୀଙ୍କ ହାତରୁ ସୋ ଚାଲିଯିବା ସଙ୍ଗେ ସଙ୍ଗେ ସେ କୋଟି କୋଟି ଟଙ୍କାର କ୍ଷତି ସହିଛନ୍ତି, ବୋଲି ସୂଚନା ମିଳିଛି। ତେବେ ଏହି ଖବର ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବା ସଙ୍ଗେ ସଙ୍ଗେ ବର୍ତ୍ତମାନ ଜୋରଦାର ଟ୍ରୋଲିଙ୍ଗ ମଧ୍ୟ ଚାଲିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ଅଭିନେତ୍ରୀ ଶିଳ୍ପା ସେଠୀଙ୍କ ସ୍ୱାମୀ ରାଜ କୁନ୍ଦ୍ର,ଅଶ୍ରୀଳ ଫିଲ୍ମ ତିଆରି କରିବା ଅଭିଯୋଗରେ,ମୁମ୍ବାଇ କ୍ରାଇମବ୍ରାଞ୍ଚ ଓ ପୋଲିସ,ଜୁଲାଇ 19 ତାରିଖରେ ତାଙ୍କୁ ଗିରଫ କରା ଯାଇଛି। ସ୍ୱାମୀ ଗିରଫ ହେବା ପରେ ଅଭିନେତ୍ରୀ ଶିଳ୍ପା ବର୍ତ୍ତମାନ କୋଟି କୋଟି ଟଙ୍କାର କ୍ଷତି ସହୁଛନ୍ତି। ଏବଂ ଏଥି ସହିତ ତାଙ୍କୁ ଲୋକ ପ୍ରିୟ ଟିଭି ରିୟାଲିଟି ସୋ, ଫିଲ୍ମ ଏବଂ ସୁପର ଡାନ୍ସ ଫ୍ଲୋରରେ ସେ ଆଉ ନଜର ଆସୁ ନାହାନ୍ତି|ସେ ଗତ ୩ ସିଜିନ ଧରି ଗୀତା କପୁର ଓ ଅନୁରାଗ ବାସୁଙ୍କ ସହ ଏହି ସୁପର ଡାନ୍ସ ସୋ କୁ ଜର୍ଜ କରି ଆସୁଥିଲେ। ଏହି ସୋ କୁ ଜର୍ଜ କରିବା ପାଇଁ ତାଙ୍କୁ ପ୍ରତି ଏପିସୋଡ଼ ପିଛା 18 ରୁ 20 ଲକ୍ଷ୍ୟ ଟଙ୍କା ଲେଖାଏଁ ତାଙ୍କୁ ଦିଆ ଯାଉଥିଲା। ଏବଂ ତାଙ୍କ ହାତରୁ ଏହି ସୋ ମଧ୍ୟ ଚାଲି ଯାଇଛି, ଯାହା ଫଳରେ କି ସେ 2 କୋଟି ଟଙ୍କାର କ୍ଷତି ମଧ୍ୟ ସହିଛନ୍ତି

ତେବେ ତାଙ୍କୁ ଗତ 4 ଏପିସୋଡ଼ ଧରି ଏହି ସୋ ରେ ଦେଖିବା ପାଇଁ ମିଳୁ ନାହିଁ,ସେ ଏହି ସୋରୁ ଗାଏଫ ହେବା ପରେ ତାଙ୍କୁ ଏହି ସୋ ରୁ ବାହାର କରା ଯାଇଛି ବୋଲି ବର୍ତ୍ତମାନ ଚର୍ଚ୍ଚା ହେଉଛି। ତେବେ ଏହି ଘଟଣାକୁ ନେଇ ସ୍ୱାମୀଙ୍କ ବିରୁଦ୍ଧରେ ତାଙ୍କ ପାଖରେ ଯେଥେଷ୍ଟ ପ୍ରମାଣ ରହିଛି ବୋଲି ପୋଲିସ କହିଛି। ଏହି ମାମଲାକୁ ନେଇ ଶିଳ୍ପାଙ୍କୁ ପୋଲିସ ଯାଞ୍ଚ କରୁଛି। ସେଥିପାଇଁ ଶିଳ୍ପା ସେଠୀଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ପଡୁଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।