ବନ୍ଧୁଗଣ ଆପଣ ସୋସିଆଲ ମିଡିଆରେ ପ୍ରତ୍ୟେକ ଦିନ ଅନେକ ଭିଡିଓ ଭାଇରାଲ ହେବାର ଆପଣ ଦେଖିବାକୁ ପାଉଥିବେ ନିଶ୍ଚିତ ହେଲେ ମୁଁ ଆଜି ଆପଣଙ୍କୁ ଏମିତ ଆପଣ ପ୍ରିୟ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ବିଷୟରେ କହିବି ଯାହା ଶୁଣିଲେ ଆପଣ ବହୁତ ଖୁସି ହେବେ |ଆପଣ ଆଗରୁ ତାଙ୍କର ଅନେକ ଫିଲ୍ମ ଦେଖିଥିବେ ନିଶ୍ଚିତ ଯାହାକି ସମସ୍ତଙ୍କୁ ବହୁତ ଭଲ ଲାଗିଥାଏ, ବର୍ତମାନ ତାଙ୍କର ଏକ ନୂଆ ଫିଲ୍ମ ସୁଟିଂ ସାରିଛି ଯାହାକି ସମସ୍ତଙ୍କୁ ବହୁତ ଭଲ ଲାଗିବା ବୋଲି ସମସ୍ତଙ୍କ ଆଶା ରହିଛି |ମୁଁ ଆଜି ଆପଣଙ୍କୁ ବୁଦ୍ଧାଦିତ୍ୟଙ୍କ ବିବାହ ବନ୍ଧନ ବିଷୟରେ କିଛି କହିବି ତେବେ ଆସନ୍ତୁ ଦର୍ଶକ ବନ୍ଧୁ ଏହି ଘଟଣା ସମ୍ବନ୍ଧରେ ସମ୍ପୂର୍ଣ କଥା ଜାଣିବା |
ବୁଦ୍ଧାଦିତ୍ୟ ଓଡ଼ିଆ ସିନେମା ଜଗତର ଜଣେ ବହୁତ ଚର୍ଚିତ କଳାକାର ଥିଲେ ତାଙ୍କର ସୁନ୍ଦର ଅଭିନୟ ପାଇଁ ସେ ସାରା ଓଡିଶା ସହିତ ଅନେକ ସ୍ଥାନରେ ମଧ୍ୟ ବହୁତ ପରିଚିତ ଅଟନ୍ତି |ସେ ଓଡ଼ିଆ ସିନେମା ଜଗତରେ ଅନେକ ଫିଲ୍ମ କରିଛନ୍ତି ଯାହାକି ଦର୍ଶକ ଦେଖିବା ପାଇଁ ବହୁତ ଭଲ ପାଇଥାନ୍ତି, ସେ ସର୍ବଦା ତାଙ୍କର କଳାକାର ଜୀବନରେ ନିଜର ବେଷ୍ଟ ଦେବା ପାଇଁ ପସନ୍ଦ କରନ୍ତି ତେଣୁ ତାଙ୍କର ଫିଲ୍ମ ନିଶ୍ଚିତ ଭଲ ହେବ ବୋଲି ସେ ଆଶା ମଧ୍ୟ ରଖିଥାନ୍ତି |
ବର୍ତମାନ ତାଙ୍କର ଏକ ସୁନ୍ଦର ନୂଆ ଫିଲ୍ମ ସୁଟିଂ ପରେ ଏହି ଏପ୍ରିଲ ମାସରେ ରିଲିଜ ହେବା ପାଇଁ ଯାଉଛି ଯାହାକି ଦର୍ଶକ ମାନଙ୍କୁ ଭଲ ଲାଗିବ ବୋଲି ସମସ୍ତଙ୍କର ବିଶ୍ୱାସ ମଧ୍ୟ ରହିଛି |ଏହି ଫିଲ୍ମ ଜ୍ୟୋତି ଏବଂ ଅଶ୍ୱିନୀଙ୍କ ପ୍ରଡକ୍ସନରେ ହେବାକୁ ଯାଉଛି ଯାହାର ନାଁ ହେଉଛି “ଡେଲିଭରି ବୟ “ଏହାର କାହାଣୀ ଏକ ନିଚ୍ଛୁକ ଓଡ଼ିଆ କାହାଣୀ ବୋଲି କହିଛନ୍ତି ବୁଦ୍ଧାଦିତ୍ୟ |ଏହି କାହାଣୀ ସମସ୍ତ ଓଡିଶା ବାସୀଙ୍କୁ ନିଶ୍ଚିତ ଭଲ ଲାଗିବ ଆସନ୍ତା ଏପ୍ରିଲ ମାସ ସାତ ତାରିଖରେ ଏହା ରିଲିଜ ହେବାକୁ ଯାଉଛି, ଏହା ସହିତ ଦେଖିବକି ମିଳିଛି ଯେ ବୁଦ୍ଧାଦିତ୍ୟ ଏବଂ ଅଭିନେତ୍ରୀ ସୂର୍ଯ୍ୟମୟୀ କିଛି ଘଣ୍ଟା ଧରି କଥା ହେବାର ଦେଖିବାକୁ ମିଳିଛି |
ବୁଦ୍ଧାଦିତ ନିଜର ସିନ ବିଷୟରେ ସୂର୍ଯ୍ୟମୟୀ ସହିତ କଥା ହେବାକୁ ଆଖିରେ ରଖି ସମସ୍ତେ କୁଆଡେ ବୁଦ୍ଧାଦିତ୍ୟ ସୂର୍ଯ୍ୟମାୟିଙ୍କୁ ପସନ୍ଦ କରିବା ସହିତ ତାଙ୍କୁ ବାହା ହେବାର ଆଶା ରଖିଛନ୍ତି ବୋଲି କହିଛନ୍ତି |ଏହା ସହିତ ସୂର୍ଯ୍ୟମୟୀ ନାମ ସହିତ ବୁଦ୍ଧାଦିତ୍ୟଙ୍କ ନାମ ମିଶିଲେ ଭଲ ଲାଗୁଛି ବୋଲି ମଧ୍ୟ କହିଛନ୍ତି |ବୁଦ୍ଧାଦିତ୍ୟ ସୂର୍ଯ୍ୟମାୟିଙ୍କ ସହିତ କିଛି ଦୀର୍ଘ ଛଅ ଘଣ୍ଟା ଧରି କଣ କଥା ହେଉଥିଲେ ବୋଲି ପ୍ରଶ୍ନ କରିଛନ୍ତି ସମସ୍ତେ, ସେ ଟଙ୍କା ସହିତ କେବଳ ସିନ ଡ଼ିସକସନ କରୁଥିଲେ ବୋଲି କହିଛନ୍ତି |ବୁଦ୍ଧାଦିତ୍ୟ ସୂର୍ଯ୍ୟମାୟିଙ୍କୁ ବିବାହ କରିବାର ଏହିପରି କିଛି କଥା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।