ବିବାହ ଦିନ ବେଦି ଉପରେ Janklin & Somalin ଧୁମ ଧଡାକା ଡ୍ୟାନ୍ସ କଲେ ତାଙ୍କ ବାପା ଙ୍କ ସହ, ଦେଖନ୍ତୁ ଭିଡ଼ିଓ

0

ସାଧାରଣତଃ ଆପଣ ମାନେ ଜାଣିଥିବେ ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ। ସେଲିବ୍ରେଟି ମାନଙ୍କର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ସେମାନଙ୍କ ଫ୍ୟାନମାନେ ଜାଗ୍ରତ ହୋଇ ରହି ଥାଆନ୍ତି। ଯେଉଁ କଳାକାରଙ୍କର ନିଜର ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା, ସେମାନେ ତାଙ୍କର ଫ୍ୟାନ ହୋଇ ଯାଆନ୍ତି। ଦର୍ଶକମାନେ ନିଜର ପସନ୍ଦିତା ଅଭିନେତା ଓ ଅଭିନେତ୍ରୀ ଜୀବନରେ କଣ ଘଟୁଛି, ତାହା ଜାଣିବା ପାଇଁ ଦର୍ଶକ ମାନଙ୍କ ମନ ମଧ୍ୟରେ ସବୁବେଳେ କୌତୁହଳ ପ୍ରକାଶ କରି ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଓଲିଉଡ ଅଭିନେତ୍ରୀ ଜ୍ୟାଙ୍କଲିନ ଓ ସୋମାଲିନ ବିବାହ ବେଦି ଉପରେ ତାଙ୍କ ବାପାଙ୍କ ସହିତ ଡ୍ୟାନ୍ସ କରୁ ଥିବାର ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ତେବେ ଆସନ୍ତୁ ସମ୍ପୂର୍ଣ୍ଣ ବିଷୟରେ ଜାଣିବା;

ସୂଚନା ଅନୁସାରେ, ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତ୍ରି ଜ୍ୟାଙ୍କଲିନ ପରିଡା ଓ ସୋମାଲୀନ ପରିଡାଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ, ସେ ଦୁଇ ଭଉଣୀ ଅଟନ୍ତି ଓ ଏଥି ସହିତ ଓଲିଉଡ଼ ଜଗତାର ଅଭିନେତ୍ରୀ ଭାବରେ ବେଶ ପରିଚିତ ଅଟନ୍ତି। ଅଭିନେତ୍ରୀ ଜ୍ୟାଙ୍କଲିନ ଅନେକ ଗୁଡିଏ ମେଗା ସିରିଏଲରେ ଅଭିନୟ କରିଛନ୍ତି। ତାଙ୍କ ଅଭିନୟ ଦ୍ୱାରା ସେ ଦୁଇ ଜଣ ସାରା ଓଡିଶାରେ ଘରେ ଘରେ ପରିଚିତ ହୋଇ ପାରିଛନ୍ତି। ଅଭିନେତ୍ରୀ ସୋମାଲିନ ମଧ୍ୟ ଅନେକ ଆଲବମ ଭିଡ଼ିଓରେ ଅଭିନୟ କରିଛନ୍ତି। ସେମାନଙ୍କ ଅଭିନୟ ଯାଦୁରେ ସାରା ଓଡ଼ିଶାର ଦର୍ଶକ ମାନେ ମୁଗ୍ଧ ହୋଇ ଯାଇ ଥାଆନ୍ତି ଓ ସେମାନଙ୍କ ମନରେ ଘର କରି ମଧ୍ୟ ରହିଛନ୍ତି। ସେମାନଙ୍କ ଅଭିନୟ ଶୈଳୀ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥାଏ।

ସେ ଦୁଇ ଜଣ ଭଲ ଅଭିନେତ୍ରି ଭାବରେ ଦର୍ଶକ ମାନେ ତାଙ୍କୁ ଜାଣିଛନ୍ତି। ସେ ଦୁଇ ଜଣ ସୁନ୍ଦର ଅଭିନେତ୍ରି ଭାବରେ ଆଗକୁ ପାଦ ଥାପିଛନ୍ତି। ତେବେ ସାରା ଓଡ଼ିଶାର ଲୋକ ମାନେ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି। ଦର୍ଶକ ମାନେ ତାଙ୍କୁ ପସନ୍ଦ କରିବା ସହିତ ତାଙ୍କ ଅଭିନୟକୁ ମଧ୍ୟ ବହୁ ମାତ୍ରାରେ ପସନ୍ଦ କରି ଥାଆନ୍ତି ଓ ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ଦର୍ଶକ ମାନେ ତାଙ୍କୁ ପ୍ରଶଂସା କରିବା ସହିତ ସେ ସବୁବେଳେ ପାଇଁ ବହୁ ଚର୍ଚ୍ଚା ମଧ୍ୟ କରି ଥାଆନ୍ତି।

ଅଭିନେତ୍ରୀ ସୋମାଲିନଙ୍କର ନିକଟରେ ବିବାହ ହେଉଛି। ସେ ତାଙ୍କ ବାହାଘରକୁ ନେଇ ବହୁତ ଖୁସି ଅଛନ୍ତି। ଅଭିନେତ୍ରୀ ବିବାହର ସବୁ ରୀତି ନୀତି କାର୍ଯ୍ୟକୁ ଦର୍ଶକ ମାନଙ୍କ ନିକଟରେ ପହଁଞ୍ଚାଇଛନ୍ତି। ତେବେ ନିକଟରେ ସେ ତାଙ୍କ ବାହାଘର ଦିନ ତାଙ୍କ ଭଉଣୀ ଜ୍ୟାଙ୍କଲିନ ଓ ତାଙ୍କ ବାପାଙ୍କ ସହିତ ମିଶି ବେଦି ଉପରେ ଖୁବ ସୁନ୍ଦର ଭାବରେ ଡ୍ୟାନ୍ସ କରୁ ଥିବାର ଦେଖିବା ପାଇଁ ମିଳିଛି। ସେମାନେ ଦୁଇ ଜଣ ତାଙ୍କ ବାପାଙ୍କ ସହିତ ଡ୍ୟାନ୍ସ କରି ବହୁତ ଖୁସି ଥିବାର ଦେଖା ଯାଉଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।