ବିବାହ କରିବା ପାଇିଁ ଗର୍ଭବତୀ ବୋହୂକୁ ବାରମ୍ବାର ଦୁଷ୍କର୍ମ କରୁଥିଲା ତାନ୍ତ୍ରିକ ଶ୍ୱଶୁର, ଆଉ ତା ପରେ ଯାହା ହେଲା, କମେଣ୍ଟ କରନ୍ତୁ ଏମିତି ଶ୍ବଶୁର ଙ୍କୁ କି ଦଣ୍ଡ ମିଳିବା ଦରକାର…..

0

ସାମ୍ପ୍ରତିକ ଯୁଗରେ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟାର ଯଥେଷ୍ଟ ଉନ୍ନତି ଘଟିବା ଫଳରେ ମଣିଷ ଅନେକ ଅସାଧ୍ୟ ଜିନିଷକୁ ମଧ୍ୟ ସମ୍ଭବ କରି ଦେଖାଇବାରେ ସକ୍ଷମ ହୋଇ ପାରୁଛି। ଅନେକ ସଭ୍ୟ ଶିକ୍ଷିତ ଏବଂ ପ୍ରଗତିଶୀଳ ମଧ୍ୟ ହୋଇ ପାରିଛି। କିନ୍ତୁ ଅନେକାଂଶରେ ବିଜ୍ଞାନର ଏତେ ଅଗ୍ରଗତି ଫଳରେ ମଧ୍ୟ ସମାଜରେ ଏବେବି ଅନ୍ଧ ବିଶ୍ବାସ ତାର ଜାହିର ବଜାୟ ରଖିଛି। ଅନେକ ଲୋକ ଏବେବି ଅନ୍ଧ ବିଶ୍ବାସ ର ଶିକାର ହେବାରେ ଲାଗିଛନ୍ତି।ଆଉ ଯାହାର କାରଣରୁ ସେମାନଙ୍କୁ ଅନେକ ଅଘଟଣ ଏବଂ ବିପଦର ସମ୍ମୁଖୀନ ହେବାକୁ ପଡୁଛି। ଯାହା ଆଜିର ସମାଜରେ ଏକ ବିଡମ୍ବନା ର ବିଷୟ।

ଏମିତିରେ ଆଜିର ଦୁନିଆରେ ତ ସମ୍ପର୍କର ମୂଲ୍ୟବୋଧ ଏବଂ ଗୁରୁତ୍ଵ କିଛି ନଥିବା ଭଳି ମନେ ହେଉଛି। କାରଣ ମଣିଷ ଯେଉଁଭଳି କାର୍ଯ୍ୟ କରୁଛି ତାହା ଦ୍ବାରା ନିଜର ବ୍ୟକ୍ତିଗତ ଜୀବନର ଯଥାର୍ଥତା ପ୍ରତିପାଦନ ତ ହେଉନାହିଁ ବରଂ ତାର କିଛି କୁତ୍ସିତ କଦାକାର ଚିନ୍ତାଧାରା ପାଇଁ ସମାଜ ଉପରେ ଏକ କୁ ପ୍ରଭାବ ପଡିବାରେ ଲାଗିଛି।ସମ୍ପର୍କକୁ ଗୁରୁତ୍ଵ ନଦେଇ ନିଜର କାମ ବାସନା କୁ ପୂର୍ଣ୍ଣ କରିବା ପାଇଁ ଆଜିର ଲୋକେ ଯାହା ଇଚ୍ଛା କରୁଛନ୍ତି।

ଆଜିର ଦୁନିଆରେ ସମ୍ପର୍କ ର ମୂଲ୍ୟବୋଧ କିମ୍ବା ଏହାର ଗୁରୁତ୍ଵ ରହୁ ନଥିବାର ଦେଖାଯାଉଛି। ଅନେକ କିଛି ଘଟଣା ଏବଂ ଅନୈତିକ କାର୍ଯ୍ୟ ଆଜିର ସମାଜରେ ଦିନକୁ ଦିନ ବୃଦ୍ଧି ପାଉଛି ଆଉ ସେସବୁ ଘଟଣା କୁ ଅନୁଧ୍ୟାନ କଲେ ଆପଣ ଆପାତତଃ ଏତିକି ନିଶ୍ଚିତ ହୋଇ ଜାଉଥିବେ ଯେ ସମ୍ପର୍କ ର ଗୁରୁତ୍ଵ ଆଜିର ମଣିଷ ପାଖରେ ପ୍ରାୟତଃ କିଛି ରହୁନାହିଁ।

ଶାଶୁ ବୋହୁ, ଶଶୁର ବୋହୂ,ଭାଇ ଭଉଣୀ,ବାପା ପୁଅ, ଆଦି ଅନେକ ସମ୍ପର୍କ କଳୁଷିତ ହେବାରେ ଲାଗିଛି। ଯେଉଁଠି କେହି କାହାକୁ ସମ୍ମାନ ଦେଉନାହାନ୍ତି କି ସମ୍ମାନ ଜନାଉ ନାହାନ୍ତି। ସେମାନଙ୍କ ପାଇଁ ଅନୈତିକ ସମ୍ପର୍କ ଏବଂ କାମନା ବାସନା ର ଇଚ୍ଛା ଅଧିକ ହୋଇ ଯାଉଛି।ଦୁନିଆର ରୀତି ନୀତି କୁ ନମାନି ସେମାନେ ନିଜ ସମ୍ପର୍କୀୟଙ୍କ ସହିତ ଏଭଳି ସମ୍ପର୍କ ସ୍ଥାପନ କରୁଛନ୍ତି ଓ କାଣ୍ଡ ଘଟାଉଛନ୍ତି ଯାହା ସାଧାରଣରେ ନିନ୍ଦନୀୟ ଏବଂ ଅପ୍ରୀତିକର ଅଟେ। ସେହିଭଳି ଏକ ଲଜ୍ୟା ଜନକ ଘଟଣା ଏବେ ସାମ୍ନାକୁ ଆସିଛି ଯାହା ଶୁଣିଲେ ଆପଣଙ୍କ ମୁଣ୍ଡ ବି ଲଜ୍ୟାରେ ତଳକୁ ହୋଇଯିବ।

ଯାହା ମଧ୍ୟପ୍ରଦେଶ ର ମଧ୍ୟପ୍ରଦେଶର ବେତୁଲ ଅଞ୍ଚଳରେ।ଏଠାରେ ଜଣେ ବୋହୂ ତାଙ୍କ ତାନ୍ତ୍ରିକ ଶଶୁରଙ୍କ ବିରୋଧରେ ଆଣିଛନ୍ତି ବଳାତ୍କାର ଅଭିଯୋଗ। ସ୍ବାମୀ ବାହାରେ ରହୁଥିବା ବେଳେ ଶଶୁର ଜଣଙ୍କ ତନ୍ତ୍ର ବିଦ୍ୟା ଶିକ୍ଷା ନାମରେ ବୋହୂକୁ ବାରମ୍ବାର ବଳାତ୍କାର କରିବାରେ ଲାଗିଥିଲା। ବୋହୂ ବାପଘର ଲୋକଙ୍କୁ ଏବିଷୟରେ ଜଣାଇବା ପରେ ସେମାନେ ଝିଅ ସପକ୍ଷରେ ଯାଇ ଅଭିଯୋଗ କରିଥିଲେ।ପରେ ପୋଲିସ୍ ଦ୍ବାରା ବିହିତ ପଦକ୍ଷେପ ନିଆ ଯାଇଥିଲା।

ତେବେ ଏହି ଘଟଣା ପ୍ରକଟ ହେବା ଦ୍ବାରା ଉକ୍ତ ଅଂଚଳରେ ଲଜ୍ୟାକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।