ବିବାହ ପର ଦିନ ଠୁଁ ସୋମାଲିନ୍ ଙ୍କ ସହ କେମିତି ଲାଗୁଛନ୍ତି ତାଙ୍କ ସ୍ବାମୀ, ଦେଖନ୍ତୁ Viral ଭିଡ଼ିଓ

0

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଯେ ନିକଟରେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି ଅଭିନେତ୍ରୀ ସୋମାଲିନ ପରିଡ଼ା। ତାଙ୍କର ବିବାହ ବେଶ୍ ଧୁମ ଧାମର ସହିତ ହୋଇଛି। ତେବେ ବିବାହ ପୁର୍ବରୁ ତାଙ୍କର ଅନେକ ସୁନ୍ଦର୍ ମୁହୂର୍ତ୍ତ ର ଭିଡିଓ ସବୁ ଦେଖିବାକୁ ମିଳିଥିଲା। କେତେ ଖୁସିର ସହିତ ସେ ସମସ୍ତ ବିବାହ ପୂର୍ବର କାର୍ଯ୍ୟକ୍ରମ କୁ ପାଳନ କରିବାର ଦେଖିବାକୁ ମିଳିଥିଲା। ତେବେ ଏହାରି ଭିତରେ ତାଙ୍କର ତ ବିବାହ ସରିଛି ଏବଂ ବିବାହ ପରେ ସେ ତାଙ୍କ ଶଶୁର ଘରେ କିପରି ଭାବରେ ଖୁସି ମଜାର ସହ ରହିଛନ୍ତି ତାର ଏକ ଭିଡିଓ ଦେଖିବାକୁ ମିଳିଛି।

ତାଙ୍କ ସ୍ଵାମୀ ତାଙ୍କ ସହ କିପରି ଲାଗୁଛନ୍ତି, ମଜା ମସ୍ତି କରିଛନ୍ତି ତାର ଏକ ଝଲକ୍ ଏଠାରେ ଏହି ଭିଡ଼ିଓରେ ଦେଖିବାକୁ ମିଳିଛି।ଏହି ଭିଡିଓ ଟି ବେଶ୍ ସୁନ୍ଦର୍ ଲାଗୁଛି। ସେମାନଙ୍କର ଦୁଇ ଜଣଙ୍କର ଯୋଡି ବହୁତ୍ ସୁନ୍ଦର୍ ଲାଗୁଛି। ଅଭିନେତ୍ରୀ ସୋମାଲିନ ଆଇନା ଆଗରେ ବସି ସଜେଇ ହେଉଥିବା ବେଳେ ତାଙ୍କ ସ୍ଵାମୀ ପଛରେ ଛିଡ଼ା ହୋଇ ତାଙ୍କ ସହ ଲାଗୁଛନ୍ତି ଏବଂ ମଜା କରୁଛନ୍ତି। ତେବେ ସୁନ୍ଦର୍ ଭାବରେ ସେ ନିଜକୁ ସଜାଇ ହୋଇ ଥିବାର ଏଠାରେ ଦେଖିବାକୁ ମିଳିଛି। ତେବେ ଏହି ଭିଡିଓ ରେ କେବଳ ବାହାଘର ପରର ଏହି ସୁନ୍ଦର୍ ମୁହୂର୍ତ୍ତ ନୁହେଁ ବରଂ ବାହାଘର ସମୟର ଅନେକ ସୁନ୍ଦର୍ ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି।

ଏହି ସୁନ୍ଦରୀ ଅଭିନେତ୍ରୀ ଙ୍କ ମନୋଲୋଭା ହସ ବେଶ୍ ଆକର୍ଷଣୀୟ ଅଟେ।ସେ ତାଙ୍କର ଅଭିନୟ ର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ଦର୍ଶକ ମାନଙ୍କୁ। ତାଙ୍କ ସୁନ୍ଦରତା ଏବଂ ଅଭିନୟ ଦର୍ଶକଙ୍କୁ ବେଶ ବିମୋହିତ କରିଥାଏ। ତେବେ ଅଭିନୟ ସାଙ୍ଗକୁ ତାଙ୍କର ଗେଟ୍ ଅପ ଏବଂ ଲୁକ୍ସ୍ ପାଇଁ ବେଶି ଲୋକପ୍ରିୟ ଅଟନ୍ତି।ଅନେକ ସମୟରେ ସେମାନଙ୍କ ଲାଇଫ ଷ୍ଟାଇଲ କୁ ନେଇ ମଧ୍ୟ ସେ ଚର୍ଚ୍ଚାରେ ରହିଥାନ୍ତି।ସେ ଏବଂ ତାଙ୍କର ବଡ ଭଉଣୀ ଅଭିନେତ୍ରୀ ଜାଙ୍କଲିନ ପରିଡା ଓଡ଼ିଶାର ଅଭିନୟ ଜଗତର ଜଣେ ଜଣାଶୁଣା ଚେହେରା ଭାବରେ ପରିଗଣିତ ହୁଅନ୍ତି। ଦୁଇଜଣ ତାଙ୍କର ସୁନ୍ଦରତା ଏବଂ ବୋଲ୍ଡ ଅନ୍ଦାଜ ର ଜୀବନଶୈଳୀ ପାଇଁ ମଧ୍ୟ ବେଶ୍ ଜଣାଶୁଣା।

ସେ ଏବେ ହାତରୁ ଦିହାତ ହେଇଛନ୍ତି, ସେଥିପାଇଁ ସେ ବେଶ୍ ଖୁସିରେ ରହିଥିବାର ଦେଖିବାକୁ ମିଳିଛି, ଯେଉଁ ପାଇଁ ସେ ଚର୍ଚ୍ଚାରେ ରହିଛନ୍ତି। ତାଙ୍କ ବିଷୟରେ ଜାଣିବାକୁ ବେଶ୍ ଆଗ୍ରହ ହେଉଛନ୍ତି ପ୍ରସଂଶକ। କିଛିଦିନ ତଳେ ତାଙ୍କର ରିଙ୍ଗ ସରେମୋନି ର ଭିଡିଓ ସାମ୍ନାକୁ ଆସିଥିଲା। ଯାହାକୁ ଦେଖି ବେଶ୍ ଖୁସି ହୋଇଥିଲେ ପ୍ରସଂଶକ। ପରେ ପରେ ତାଙ୍କର ମେହେନ୍ଦି ସେରେମୋନି ର ଭିଡିଓ ବି ସାମ୍ନାକୁ ଆସିଥିଲା। ଏଥିରେ ସେ ବହୁତ୍ ଖୁସି ନଜର ଆସିଥିଲେ।ଆଉ ଏବେ ବିବାହ ପରର ଭିଡିଓ ରେ ମଧ୍ୟ ସେ ବହୁତ୍ ଖୁସି ନଜର ଆସିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।