IAS INTERVIEW – ବିବାହ ପରେ ଗୋଟେ ଝିଅ କାହା ବଦଳରେ ସ୍ୱାମୀ ଙ୍କୁ ପାଏ ? 99% IQ ଵାଲା ହିଁ ଏହାର ଉତ୍ତର ଦେଇ ପାରିବ…

ବନ୍ଧୁଗଣ ଆପଣମାନେ ଜାଣିଛନ୍ତି ଏମିତି ଅନେକ ଉଚ୍ଚ ପଦସ୍ଥ ଚାକିରି ରେ ଯୋଗ ଦେବାକୁ ଆମକୁ ସାକ୍ଷାତକାର ର ସମ୍ମୁଖୀନ ହେବାକୁ ପଡ଼ିଥାଏ।ଆମେ ଯେ କୌଣସି ସାକ୍ଷାତକାର ର ସମ୍ମୁଖୀନ ହେଲେବି ଆମକୁ କିଛି ପ୍ରଶ୍ନର ଉତ୍ତର ଆସିଥାଏ ତ ପୁଣି ଆଉ କିଛି ପ୍ରଶ୍ନର ଉତ୍ତର ଆମେ ଦେବାକୁ ସକ୍ଷମ ହୋଇ ପାରି ନଥାଉ। ଏହା ସତ ଯେ ବଡ ବଡ ପଦବୀ ପାଇଁ ହେଉଥିବା ପ୍ରବେଶିକା ପରୀକ୍ଷା ପାଇଁ ହେଉଥିବା ସାକ୍ଷାତକାର ଟିକେ କଷ୍ଟକର ହୋଇଥାଏ। ତେବେ ଯଦି ଆପଣ କୌଣସି ଇଣ୍ଟାରର୍ଭ୍ୟୁ ର ସମ୍ମୁଖୀନ ହୋଇଥିବେ ତେବେ ନିଶ୍ଚିତ ଏହି ସମୟର ସ୍ଥିତି କିପରି ଥାଏ ସେ ବିଷୟରେ ଜାଣିଥିବେ। ଏହି ସମୟରେ ଅନେକ ପରୀକ୍ଷାର୍ଥୀ ବିଚଳିତ ହୋଇ ପଡିଥାନ୍ତି।

ତେବେ କିଛି କିଛି ପ୍ରଶ୍ନ ଏମିତି ପଚରା ଯାଇଥାଏ ଯେ ଯାହାର ଉତ୍ତର ମଜାଳିଆ ହୋଇଥାଏ ଏବଂ ଏହା ଡବଲ ମିନିଙ୍ଗ ଭଳି ହୋଇଥାଏ।କିନ୍ତୁ ଏହାକୁ ଆପଣଙ୍କୁ ସକାରାତ୍ମକ ଢଙ୍ଗରେ ଦେବାକୁ ପଡ଼ିଥାଏ। ସାଧାରଣତଃ ଏହିଭଳି ପ୍ରଶ୍ନରେ ପରୀକ୍ଷାର୍ଥୀ ସାମାନ୍ଯ ବିଚଳିତ ହୋଇଥାନ୍ତି ଏବଂ ସେମାନଙ୍କ ଉପସ୍ଥିତ ବୁଦ୍ଧିର ପ୍ରୟୋଗ କରି ପାରି ନଥାନ୍ତି। ଆସନ୍ତୁ ଜାଣିବା ସେହିଭଳି କିଛି ପ୍ରଶ୍ନ ଏବଂ ତାର ଉତ୍ତର ଯାହା ସାକ୍ଷାତକାର ରେ ପଚରା ଯାଇଅଛି।

ପ୍ରଶ୍ନ ୧) କୁହନ୍ତୁ ଦେଖିବା ଝିଅ ମାନଙ୍କର ଏମିତି କେଉଁ ଜିନିଷକୁ ଛୁଇଁ ହୁଏ ନାହିଁ। ଆଉ ଯିଏ ଛୁଇଁ ଦିଏ, ଝିଅ ତାର ହୋଇଯାଏ?
ଉତ୍ତର- ଝିଅର ହୃଦୟ।

ପ୍ରଶ୍ନ ୨) ଏମିତି କେଉଁ ପଶୁ ରହିଛି ଯାହାର କ୍ଷୀର ଗୋଲାପି ରଙ୍ଗର ଅଟେ?
ଉତ୍ତର- ହିପ୍ପୋ।

ପ୍ରଶ୍ନ ୩) ଝିଅ ମାନଙ୍କର କେଉଁ ଦୁଇଟି ଜିନିଷକୁ ସମସ୍ତେ ଦେଖି ପାରନ୍ତି କିନ୍ତୁ କେହି ବି ସ୍ପର୍ଶ କରି ପାରନ୍ତି ନାହିଁ।
ଉତ୍ତର- ସେମାନଙ୍କ ସଂସ୍କାର ଏବଂ ସମ୍ମାନ।

ପ୍ରଶ୍ନ ୪) ଏମିତି କେଉଁ ଜିନିଷ ରହିଛି ଯାହାକୁ ଆମେ ଦେଖିପାରୁ କିନ୍ତୁ ତାକୁ ଛୁଇଁପାରି ନଥାଉ ?
ଉତ୍ତର- ସ୍ୱପ୍ନ।

ପ୍ରଶ୍ନ ୫) କୁହନ୍ତୁ, ଝିଅ ମାନଙ୍କ ଶରୀରର କେଉଁ ଅଙ୍ଗରୁ ଝାଳ ବୋହି ନଥାଏ?
ଉତ୍ତର- ଉଭୟ ଝିଅ ହୁଅନ୍ତୁ କି ପୁଅ, ସେମାନଙ୍କ ଓଠ ରୁ କେବେ ଝାଳ ବୋହି ନଥାଏ।

ପ୍ରଶ୍ନ ୬) କୁହନ୍ତୁ ଦେଖିବା ବିବାହ ପରେ ଗୋଟିଏ ଝିଅ କାହା ବଦଳରେ ସ୍ୱାମୀକୁ ପାଏ?
ଉତ୍ତର- କୁଆଁରୀ ବୟସ ବଦଳରେ।

ପ୍ରଶ୍ନ ୭) କୁହନ୍ତୁ ଦେଖିବା ଭୋକିଲା ଥିବାବେଳେ କେଉଁ ପଶୁ ପଥର ଓ ଗୋଡି ଖାଇ ପାରିବ?
ଉତ୍ତର- ଓଟ୍ରିଚ୍।

ପ୍ରଶ୍ନ ୮) କେଉଁ ଦେଶରେ ସର୍ବାଧିକ ସଂଖ୍ୟକ ମସଜିଦ ଅଛି?
ଉତ୍ତର- ଭାରତରେ।ଏଠାରେ ସର୍ବାଧିକ ୩ ଲକ୍ଷ ମସଜିଦ ରହିଛି।

ପ୍ରଶ୍ନ ୯) ଶରୀରର କେଉଁ ଅଂଶରେ ଆୟୋଡିନ୍ ଗଚ୍ଛିତ ହୁଏ?
ଉତ୍ତର- ଥାଇରଏଡ ଗ୍ରନ୍ଥି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment