ବିବାହ ପରେ ପ୍ରଥମ ଥର ଡ୍ୟାନ୍ସ କଲେ ସବ୍ୟ ଏବଂ ଅର୍ଚ୍ଚିତା ,ଦେଖିଲେ ଆପଣ ମଧ୍ୟ ବହୁତ ଖୁସୀ ଅନୁଭବ କରିବେ

0

ଅଲିଉଡ୍ ଜଗତର ସୁପରହିଟ ଯୋଡି ସବ୍ୟସାଚୀ ଏବଂ ଅର୍ଚ୍ଚିତା ଉଭୟ ଅନେକ ଦିନ ଧରୀ ପ୍ରେମ ସମ୍ପର୍କରେ ବାନ୍ଧି ହୋଇଥିଲେ । ଏହି ଦୁଇ ଯୋଡି ସମସ୍ତ ଦର୍ଶକ ମାନଙ୍କ ନଜରରେ ଆସିଥିଲେ କିନ୍ତୁ ନିକଟରେ ସବୁ କଳ୍ପନା ଜଳ୍ପନା ର ଅନ୍ତ ଘଟାଇ ହୋଇଯାନ୍ତି ପତି ପତ୍ନୀ । ପତି ପତ୍ନୀ ହେବା ପରେ ପ୍ରଥମ ଥର ଏହି ଦୁଇ ଯୋଡିଙ୍କୁ ତରଙ୍ଗ ସିନେ ଉତ୍ସବରେ , ସେଥିପାଇଁ ଚାଲିଛି ସବ୍ୟ ଏବଂ ଅର୍ଚ୍ଚିତାଙ୍କ ଡ୍ୟାନ୍ସ ପ୍ରାକ୍ଟିସ । ତରଙ୍ଗ ସିନେ ଉତ୍ସବରେ ସବ୍ୟ ଏବଂ ଅର୍ଚ୍ଚିତା ଡ୍ୟାସ ପଫମାନ୍ସ ଦର୍ଶକ ମାନଙ୍କୁ ବହୁତ ପସନ୍ଦ ଆସିଛି । ସେଥିରେ ସେମାନେ ବହୁତ ସୁନ୍ଦର ଦେଖାଯିବା ସହିତ ଡ୍ୟାସ ମଧ୍ୟ ପ୍ରିଟି ଦେଖାଯାଉଛନ୍ତି ।

ସବ୍ୟ ଏବଂ ଅର୍ଚ୍ଚିତା ବିବାହ ପରେ ପ୍ରଥମ ଥର ଡ୍ୟାସ କରିବାର ନଜର ଆସିଛନ୍ତି ଏବଂ ବହୁତ ନରଭସ ମଧ୍ୟ ଅଛନ୍ତି କାହିଁକି ନା ଦର୍ଶକ ମାନେ ମନରେ ଅନେକ ଆଶା ବାନ୍ଧି ରହିଛନ୍ତି ସେମାନଙ୍କ ଡ୍ୟାସ ଦେଖିବା ପାଇଁ । ପ୍ରଥମ ଥର ପାଇଁ ସେମାନେ ଦୁହେଁ ଗରି ସାରଙ୍କ କରିୟଗ୍ରାଫିରେ ଡ୍ୟାସ କରିବା ପାଇଁ ଯାଉଛନ୍ତି ଏବଂ ସେଥିରେ ସବ୍ୟ ଏବଂ ଅର୍ଚ୍ଚିତା ବିବାହ ର ଏକ ଅଭିନୟ ମଧ୍ୟ ରହିଛି । ଯେଉଁଥିରେ ଅର୍ଚ୍ଚିତା ନର୍ଭସ୍ ଫିଲ କରିଛନ୍ତି ଏବଂ ଅଗଣିତ ଦର୍ଶକ ମାନେ ବହୁତ ପସନ୍ଦ କରିଛନ୍ତି । ସବ୍ୟ ଏବଂ ଅର୍ଚ୍ଚିତା ଦାମ୍ପତ୍ୟ ଜୀବନ ବହୁତ ଭଲରେ କଟାଉଛନ୍ତି ।

ସେମାନଙ୍କ ଫ୍ୟାନମାନେ ସେ ଦୁଇ ଯୋଡିଙ୍କୁ ବିବହାର ବହୁତ ଶୁଭକାମନା ଜଣାଇଛନ୍ତି ଏବଂ ଆଗାମୀ ସମୟ ବହୁତ ସୁଖମୟ ହେଉ ବୋଲି ଇଶ୍ୱରଙ୍କ ଠାରେ ପ୍ରାର୍ଥନା ମଧ୍ୟ କରିଛନ୍ତି । ଏହି ଡ୍ୟାସ ରେ ସବ୍ୟ ଏବଂ ଅର୍ଚ୍ଚିତା ବହୁତ ଖୁସୀ ନଜର ଆସିଛନ୍ତି । ସେମାନଙ୍କ ଡ୍ୟାସଙ୍କୁ ଅଗଣିତ ଦର୍ଶକମାନେ ଭଲ ପାଇବା ଦେବା ସହିତ ବହୁତ ପସନ୍ଦ ମଧ୍ୟ କରିଛନ୍ତି । ଡ୍ୟାସରେ ବିବାହର ମଧ୍ୟ ସିନ ରହିଛି ଯେଉଁଥିରେ ସବ୍ୟ ଏବଂ ଅର୍ଚ୍ଚିତା ପୁଣିଥରେ ବିବାହର କରୁଥିବାର ନଜର ଆସିଛନ୍ତି । ସବ୍ୟ ଏବଂ ଅର୍ଚ୍ଚିତାଙ୍କ ପାଇଁ ଏହା ସବୁତ ମେମରାଇଜ କାରଣ ସେମାନେ ବିବାହର ପ୍ରଥମ ଥର ଏକାଠି ହୋଇ ଡ୍ୟାସ କରିବାର ନଜର ଆସିଛନ୍ତି ।

ସବ୍ୟ ଏବଂ ଅର୍ଚ୍ଚିତା ଟିକିଏ ନର୍ଭସ ରହିବା ସହିତ ଡ୍ୟାସକୁ ଏନଜୟ ମଧ୍ୟ କରୁଛନ୍ତି ଏବଂ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି । ଆଗାମୀ ସମୟରେ ସେମାନେ ଦୁହେଁ ସିନେ ଜଗତରେ ଅଭିନୟ କରିବାର ନଜର ଆସି ପାରନ୍ତି । ସବ୍ୟ ଏବଂ ଅର୍ଚ୍ଚିତାଙ୍କ ଯୋଡିକୁ ବହୁତ ପସନ୍ଦ କରିବା ସହିତ ବେଷ୍ଟ ଯୋଡି ମଧ୍ୟ ବିବେଚନା କରିଛନ୍ତି । ବୈବାହିକ ଜୀବନ ଭଲରେ କଟନ୍ତୁ ବୋଲି ଦର୍ଶକ ମାନେ ଇଶ୍ୱରଙ୍କ ଠାରେ ପ୍ରାର୍ଥନା କରିଛନ୍ତି । ପ୍ରଥମ ଥର ସବ୍ୟ. ଏବଂ ଅର୍ଚ୍ଚିତାଙ୍କ ଡ୍ୟାସ ଦେଖି ଅଗଣିତ ଦର୍ଶକ ବହୁତ ଖୁସୀ ଅନୁଭବ କରୁଛନ୍ତି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।