ଦେଖନ୍ତୁ ଭିଡ଼ିଓ – ବିବାହ ପରେ ପ୍ରଥମ ଥର ପାଇଁ ସ୍ବାମୀଙ୍କ ସହ ବୁଲିବାକୁ ଗଲେ କଣ୍ଠଶିଳ୍ପୀ ଦିପ୍ତିରେଖା ଦେଖନ୍ତୁ କେପରି କରୁଛନ୍ତି ମସ୍ତି…

0

ଓଲିଉଡ,ବଲିଉଡ ଓ ଟିଭି ସୀରିଏଲ ଅଭିନେତ୍ରୀ ଓ ଅଭିନେତା ମାନେ ସବୁ ବେଳେ ନିଜର କାର୍ଯ୍ୟ ପାଇଁ ମିଡ଼ିଆ ରେ ଚର୍ଚ୍ଚା ରେ ଥାଆନ୍ତି। ସେମାନେ କେତେ ବେଳେ ନିଜର ଲଭ୍ ଲାଇଫ ପାଇଁ ତ କେତେ ବେଳେ ନିଜର ନାଚ ଗୀତ ପାଇଁ । ସବୁ ବେଳେ ସେ ମିଡ଼ିଆ ରେ ଚର୍ଚ୍ଚିତ ହୋଇ ଥାନ୍ତି । ତେବେ ନିକଟ ଅତୀତ ରେ ଏକ ଅଲିଉଡ ଅଭିନେତ୍ରୀ ତାଙ୍କର ବିବାହ ପାଇଁ ସୋସିଆଲ ମିଡିଆ ରେ ପ୍ରବଳ ମାତ୍ରା ରେ ଚର୍ଚ୍ଚା ରେ ଅଛନ୍ତି। ତେବେ ଅଭିନେତ୍ରୀ ଜଣଙ୍କ ଆଉ କେହି ନୁହନ୍ତି ଓଲିଉଡ ର ହଟ୍ ଏବଂ ସେକ୍ସି ଗାର୍ଲ ଅଥବା ଦୀପ୍ତିରେଖା ପାଢ଼ୀ । ଯିଏ କି ନିଜ ର ସୁନ୍ଦରତା ଓ ସୁନ୍ଦର କଣ୍ଠ ପାଇଁ ଅଧିକ ପ୍ରସିଦ୍ଧ।ତାଙ୍କର ସଙ୍ଗୀତ ରେ ସାରା ଓଡ଼ିଶା ଝୁମି ଉଠେ।

ତେବେ ଗତବର୍ଷ ଡିସେମ୍ବର ରେ ଦୀପ୍ତିରେଖା ଓଡ଼ିଶାର ଜଣେ ବଡ଼ ବିଜନେସ ମ୍ୟାନ ଙ୍କୁ ବହୁତ୍ ଧୁମ୍ ଧାମ ର ସହ ବିବାହ କରି ଥିଲେ।ଦୀପ୍ତିରେଖାଙ୍କ ବିବାହ ଓଲିଉଡ ର ଦାମୀ ବିବାହ ମଧ୍ୟରୁ ଅନ୍ୟତମ।ଆଉ ଏହା ପରେ ବିବାହ ର ଫୋଟୋ ଏବଂ ବିବାହ ପୂର୍ବ କାର୍ଯ୍ୟକ୍ରମ ମାନଙ୍କର ଫଟୋ ସବୁ ମଧ୍ୟ ସେ ସୋସିଆଲ ମିଡିଆରେ ପୋଷ୍ଟ କରୁ ଥିଲେ।

ବିବାହ ପରେ ମଧ୍ୟ ସେ ତାଙ୍କ ସ୍ୱାମୀଙ୍କ ସହିତ ଫଟୋ ସୁଟ୍ କରିବା ସହିତ ଏହାକୁ ସୋସିଆଲ ମିଡିଆରେ ପୋଷ୍ଟ କରି ତାଙ୍କ ପ୍ରଶଂସକ ମାନଙ୍କୁ ଖୁସି କରାଇ ଦେଇ ଥିଲେ। ତେବେ ଦିପ୍ତିରେଖା ନିଜ ସ୍ବାମୀ ଙ୍କ ସହିତ ବୁଲିବାକୁ ଯାଇ ଖୁବ୍ ମଜା ମସ୍ତି କରିଥିବାର ନଜର ଆସିଥିଲେ। ତେବେ ଆସନ୍ତୁ ଜାଣିବା ସେ ଯେଉଁଠିକୁ ବୁଲିବାକୁ ଯାଇଥିଲେ ଓ ଦେଖିବା ତାଙ୍କର କିଛି ଫଟୋ ;

ନିକଟ ରେ ସୌମୟରଞ୍ଜନ ଙ୍କ ହାତ ଧରିଥିଲେ ଦିପ୍ତିରେଖା । ସେମାନେ ବହୁତ୍ ଧୁମ୍ ଧାମରେ ଖୋର୍ଦ୍ଧା ରେ ଏକ ହୋଟେଲ ରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ତେବେ ସେ ସଂଗୀତ ହେଉ କିମ୍ବା ଅଭିନୟ ହେଉ ସବୁଠି ସେ ନିଜର ଯାଦୁ ଦେଖାଉ ଅଛନ୍ତି। ତେବେ ସୌମ୍ୟରଞ୍ଜନ ଙ୍କ ହାତ ଧରିବା ପରେ ସେ ଶାଶୁଘରେ କାର୍ଯ୍ୟ ତୁଲାଇବା ସହିତ ମଞ୍ଜରୀ ଟିଭି ରେ ପ୍ରସାରଣ ହୋଇଥିବା ମା ଧାରାବାହିକ ରେ ଅଭିନୟ କରୁଛନ୍ତି।

ତେବେ ବିବାହ ପରେ ସେ ନିଜ ସ୍ବାମୀ ଙ୍କ ସହିତ ପ୍ରଥମ ଥର ପାଇଁ ବୁଲିବାକୁ ଯାଇଛନ୍ତି । ସ୍ଵାମୀ ଙ୍କ ସହିତ ବୁଲିବାକୁ ଯାଇ ଖୁବ୍ ଖୁସି ନଜର ଆସିଛନ୍ତି ଦିପ୍ତିରେଖା । ନିଜ ସ୍ବାମୀ ଙ୍କ ସହିତ ସେ ଖୁବ୍ ମଜା ମସ୍ତି କରିବା ସହିତ ତାଙ୍କ ସହିତ ବହୁତ୍ ଫଟୋ ଉଠାଇ ଅଛନ୍ତି ଦିପ୍ତିରେଖା । ସମୁଦ୍ର କୂଳ, ଝରଣା, ବନ ଜଙ୍ଗଲ ଆଦି ରେ ବୁଲି ଫୋଟୋ ଉଠାଇବା ସହିତ ଏହି ସାହୁ ଫଟୋ କୁ ନିଜ ଫ୍ୟାନ ମାନଙ୍କ ସହିତ ସୋସିଆଲ ମିଡ଼ିଆ ଜରିଆ ରେ ସେୟାର କରିଛନ୍ତି ।

ଏଥିରେ ସେ ଖୁବ୍ ସୁନ୍ଦର ମଧ୍ୟ ଦେଖା ଯାଉଛନ୍ତି । ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।