ଓଃ କି ଡ୍ୟାନ୍ସ ! ବିବାହ ପରେ ଶାଶୁଘରେ ଶାଢ଼ୀ ପିନ୍ଧି ଖଟ ଉପରେ ହଟ୍ ଡ୍ୟାନ୍ସ କଲେ ଅଭିନେତ୍ରୀ ସୋମାଲିନ୍…ଦେଖନ୍ତୁ ପୁରା ଭି଼ଡିଓ

0

ବନ୍ଧୁଗଣ ଆପଣମାନେ ତ ସମସ୍ତେ ଜାଣିଥିବେ ଯେ କିଛିଦିନ ତଳେ ହାତରୁ ଦି ହାତ ହୋଇଛନ୍ତି ଅଭିନେତ୍ରୀ ସୋମାଲୀନ ପରିଡା। ତେବେ ବିବାହ ବନ୍ଧନରେ ଆବଦ୍ଧ ହେବାପରେ ଅଭିନେତ୍ରୀ ସୋମାଲିନ ପରିଡ଼ା ତାଙ୍କର ବହୁତ୍ ଖୁସିର ମୁହୂର୍ତ୍ତକୁ ପ୍ରଶଂସକ ମାନଙ୍କ ପାଇଁ ସେୟାର କରୁଛନ୍ତି ଯାହା ଆପଣ ସୋସିଆଲ ମିଡିଆରେ ଦେଖିବାକୁ ପାଉଥିବେ। ସେ ତାଙ୍କର ପୁରୁଷ ବନ୍ଧୁ କୁ ପ୍ରେମ କରିବା ପରେ ଦୁଇ ପରିବାରର ସହମତି ପରେ ସେମାନେ ଏହି ବିବାହ କରିଛନ୍ତି। ତେବେ ଏହି ସୁନ୍ଦରୀ ଅଭିନେତ୍ରୀ କେତେ ହଟ୍ ଏବଂ ରୋମାଣ୍ଟିକ ଅଟନ୍ତି ତାହା ତ ଆପଣ ଜାଣିଛନ୍ତି। ସେହିପରି ତାଙ୍କ ସ୍ବାମୀ ମଧ୍ଯ ବେଶ୍ ହ୍ୟାଣ୍ଡସମ୍।

ଦୁଇ ଜଣଙ୍କ ଯୋଡି ବେଶ୍ ଆକର୍ଷଣୀୟ ଅଟେ। ତେବେ ଏହି ଅଭିନେତ୍ରୀ ଯିଏକି ତାଙ୍କର ଅଭିନୟ ର ଯାଦୁରେ ବାନ୍ଧି ରଖିଥାନ୍ତି ତାଙ୍କର ଦର୍ଶକ ମାନଙ୍କୁ। ତାଙ୍କ ସୁନ୍ଦରତା ଏବଂ ଅଭିନୟ ଦର୍ଶକଙ୍କୁ ବେଶ ବିମୋହିତ କରିଥାଏ। ତେବେ ଅଭିନୟ ସାଙ୍ଗକୁ ତାଙ୍କର ଗେଟ୍ ଅପ ଏବଂ ଲୁକ୍ସ୍ ପାଇଁ ବେଶି ଲୋକପ୍ରିୟ ଅଟନ୍ତି ସେ।ଅନେକ ସମୟରେ ସେ ତାଙ୍କ ଲାଇଫ ଷ୍ଟାଇଲ କୁ ନେଇ ମଧ୍ୟ ଚର୍ଚ୍ଚାରେ ରହିଥାନ୍ତି।ସେ ଏବଂ ତାଙ୍କର ବଡ ଭଉଣୀ ଅଭିନେତ୍ରୀ ଜାଙ୍କଲିନ ପରିଡା ଓଡ଼ିଶାର ଅଭିନୟ ଜଗତର ଜଣେ ଜଣାଶୁଣା ଚେହେରା ଭାବରେ ପରିଗଣିତ ହୁଅନ୍ତି। ଦୁଇଜଣ ତାଙ୍କର ସୁନ୍ଦରତା ଏବଂ ବୋଲ୍ଡ ଅନ୍ଦାଜ ର ଜୀବନଶୈଳୀ ପାଇଁ ମଧ୍ୟ ବେଶ୍ ଜଣାଶୁଣା।

ତେବେ ଏବେ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ଶୋମାଲିନ ତାଙ୍କ ଶାଶୁ ଘରେ ବେଶ୍ ଖୁସିରେ ରହିଥିବାର ଦେଖିବାକୁ ମିଳିଛି। ତାଙ୍କ ବିଷୟରେ ଜାଣିବାକୁ ବେଶ୍ ଆଗ୍ରହ ହେଉଛନ୍ତି ପ୍ରସଂଶକ ଏବଂ ତାଙ୍କର ପ୍ରତ୍ୟେକ ଭିଡିଓ କୁ ମଧ୍ୟ ଅନେକ ଭଲପାଇବା ଦେଉଛନ୍ତି। ବିବାହ ପୁର୍ବରୁ ତାଙ୍କ ବୟ ଫ୍ରେଣ୍ଡ୍ ଙ୍କ ସହିତ ସେ ଅନେକ ସୁନ୍ଦର୍ ମୁହୂର୍ତ୍ତର ଭିଡିଓ ସବୁ ପୋଷ୍ଟ କରିଥିଲେ।ଆଉ ଏବେ ବିବାହ ପରର ଭିଡିଓ ରେ ମଧ୍ୟ ସେ ବହୁତ୍ ଖୁସି ନଜର ଆସିଛନ୍ତି। ବିବାହ ପରେ ଏକ ଲାଇଭ ଭିଡିଓ ରେ ମଧ୍ୟ ଉଭୟ ସୋମାଲିନ ଏବଂ ତାଙ୍କ ସ୍ଵାମୀ ପ୍ରଶଂସକ ଙ୍କ ସାମ୍ନାକୁ ଆସିଥିଲେ।

ତେବେ କହିବାକୁ ଗଲେ ବିବାହ ପରେ ସୋମାଲିନ ପରିଡ଼ା ତାଙ୍କ ଶଶୁର ଘରେ କିପରି ଭାବରେ ଖୁସି ମଜାର ସହ ରହିଛନ୍ତି ତାର ଅନେକ ଭିଡିଓ ଆପଣ ମାନେ ଦେଖିବାକୁ ପାଇ ସାରିଥିବେ। ସେହିପରି ଏବେ ପୁଣି ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁ ଭିଡିଓ ରେ ଦେଖିବାକୁ ମିଳିଛି ଯେ ସୋମାଲିନ ଶାଶୁ ଘରେ କିପରି ମନଖୋଲା ଜବରଦସ୍ତ ଡାନ୍ସ କରୁଛନ୍ତି। ଶାଢ଼ୀ ପିନ୍ଧି ସେ ଏହି ଡାନ୍ସ କରୁଥିବାର ଦେଖିବାକୁ ମିଳିଛି। ଆଉ ଏକ ଭିଡିଓ ରେ ଏହା ଦେଖିବାକୁ ମିଳିଛି ଯେ ସେ ତାଙ୍କ ସ୍ବାମୀଙ୍କ ସହ ଏକ ଡୁଏଟ ଭିଡ଼ିଓରେ ନଜର ଆସିଛନ୍ତି। ଏଥିରେ ଦୁଇଜଣ ଗୀତର ତାଳେ ତାଳେ ମଜା ମସ୍ତି କରୁଛନ୍ତି ଏବଂ ଦୁଇଜଣ ବହୁତ୍ ସୁନ୍ଦର ଲାଗୁଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।