ବିବାହ ପ୍ରତିଶୃତି ଦେଇ ବିଧବା ମହିଳାଙ୍କ ସହ ଶାରୀରିକ ସମ୍ପର୍କ ରଖିଲେ ,ପରେ ଚମ୍ପଟ ମାରିଲେ ରସିକିଆ ପ୍ରେମିକ…ଦେଖନ୍ତୁ Live ଭିଡ଼ିଓ

0

ବର୍ତ୍ତମାନ ଶିକ୍ଷିତ ସଭ୍ୟ ସମାଜରେ ଲୋକ ମାନେ ଯେତେ ଉପରକୁ ଯାଉଛନ୍ତି, ସେମାନଙ୍କର ଚିନ୍ତାଧାରା ସେତେ ପରିବର୍ତ୍ତନ ହୋଇ ଯାଉଛି ଓ ସେମାନଙ୍କ ମାନସିକ ଚିନ୍ତାଧାରା ଧୀରେ ଧୀରେ କଳୁଷିତ ମଧ୍ୟ ହୋଇ ଯାଉଛି। ସମାଜ ଯେତେ ସଭ୍ୟ ଆଡକୁ ଗତି କରିଲେ ବି ଅସମାଜିକ କାର୍ଯ୍ୟ ଦେଖିବା ପାଇଁ ମିଳିଥାଏ। ସମାଜର ଲୋକ ମାନଙ୍କ ଶାରୀରିକ ମାନସିକ ଲାଳସା ସେମାନଙ୍କୁ ଧୀରେ ଧୀରେ ଅନ୍ଧ କରି ଦେଉଛି। ଯାହା ଫଳରେ କି ସେମାନେ ଅସଭ୍ୟ କାର୍ଯ୍ୟ କରୁଛନ୍ତି। ଠିକ ଏଭଳି କିଛି ଘଟଣା ବର୍ତ୍ତମାନ ଆମ ସାମ୍ନାକୁ ଆସିଛି। ଏଭଳି ଖବର ଟିଭି, ସମ୍ବାଦ ଓ ପତ୍ର ପତ୍ରିକା ଆଦିରେ ଦେଖିବା ପାଇଁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ଅନୁଭବ କରିବେ। ତେବେ ଘଟଣାଟି ହେଉଛି ବିଧବା ମହିଳାଙ୍କୁ ବିବାହର ପ୍ରତିଶୃତି ଦେଇ ଶାରୀରିକ ସମ୍ପର୍କ ରଖିଲେ ଓ ପରେ ରସିକିଆ ପ୍ରେମିକ ଚମ୍ପଟ ମାରିଲେ। ତେବେ ଆସନ୍ତୁ କଣ ରହିଛି ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା;

ଏଭଳି ଏକ ଘଟଣା ରାଜଗାଙ୍ଗପୁରରୁ ଦେଖିବା ପାଇଁ ମିଳିଛି। ସୂଚନା ଅନୁସାରେ, ଟ୍ରାନ୍ସପୋର୍ଟ କମ୍ପାନୀରେ ବିରେନ୍ଦ୍ର ନାଥ ପ୍ରଧାନ ନାମକ ଜଣେ ଯୁବକଙ୍କ ସହିତ ଜଣେ ବିଧବା ମହିଳାଙ୍କର ଦେଖା ସାକ୍ଷାତ ହୋଉଥିଲା। ଯୁବକ ଜଣଙ୍କ ତାଙ୍କ ସହିତ ସମ୍ପର୍କ ରଖିବା ପାଇଁ ଇଚ୍ଛା ପ୍ରକାଶ କରିଥିଲେ ଓ ଏହା ପରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା ଓ ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ମଧ୍ୟ ରହିଲା। ଯୁବକ ଜଣଙ୍କ ମହିଳାଙ୍କୁ ବିବାହର ପ୍ରତିଶୃତି ଦେଇ ତାଙ୍କ ସହିତ ଶାରୀରିକ ସମ୍ପର୍କ ରଖିଲେ। ଦୁଇ ଜଣ ଦେଖା ସାକ୍ଷାତ କରି ବିଭିନ୍ନ ସ୍ଥାନକୁ ବୁଲିବା ପାଇଁ ମଧ୍ୟ ଯାଉଥିଲେ।

ତେବେ କିନ୍ତୁ ରସିକିଆ ପ୍ରେମିକ ବିଧବା ମହିଳାଙ୍କୁ ଅନ୍ୟ ପୁରୁଷଙ୍କ ସହିତ ଶାରୀରିକ ସମ୍ପର୍କ ରଖିବା ପାଇଁ ବାଧ୍ୟ କରୁଥିଲେ ଓ ଯଦି ତାଙ୍କ କଥାରେ ମହିଳା ରାଜି ନହୁଅନ୍ତି, ତା’ହେଲେ ବିବାହ କରିବେ ନାହିଁ ବୋଲି ମନା କରି ଦେଇଥିଲେ। ଆଉ ମହିଳା ଜଣଙ୍କ ମଧ୍ୟ ତାଙ୍କ କଥାରେ ରାଜି ହୋଇ ନଥିବାରୁ ଦୁଇ ଜଣଙ୍କ ମଧ୍ୟରେ ଜୋର ସୋର ଭାବରେ କଳି ଓ ଝଗଡା ଲାଗି ଯାଇ ଥିଲା। ଏହା ପରେ ଯୁବକ ଜଣଙ୍କ ଚମ୍ପଟ ମାରିଲେ। ତେବେ ଏହା ପରେ ମହିଳା ତାଙ୍କୁ ବାରମ୍ବାର ଫୋନ କରିଲେ, କିନ୍ତୁ ସେ ଫୋନ ରିସିଭ କରୁନଥିଲେ। ତେବେ ଏହା ପରେ ମହିଳା ବାଧ୍ୟ ହୋଇ ରାଜଗାଙ୍ଗପୁର ପୋଲିସ ନିକଟରେ ଅଭିଯୋଗ କରିଥିଲେ ଓ ଏହି ଘଟଣାକୁ ନେଇ ମାମଲା ରୁଜ୍ଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।