ବିବାହ ଉତ୍ସବ ରେ ଏ କି ଦୃଶ୍ୟ ! ସୁଇମିଙ୍ଗ ପୁଲ ଭିତରେ ବର କନ୍ୟା… ଦେଖନ୍ତୁ Video

ସୋସିଆଲ ମିଡିଆରେ ଅନେକ ସମୟରେ ଆପଣ ଅନେକ ଗୁଡ଼ିଏ ମଜାଳିଆ ଭିଡିଓ ସବୁ ଦେଖିବାକୁ ପାଉଥିବେ ଏବଂ ଏବଂ ଏହାକୁ ଦେଖି ବହୁତ୍ ଖୁସି ବି ହେଉଥିବେ। କାରଣ ଏହା ସମସ୍ତଙ୍କ ମନକୁ ଛୁଇଁଲା ଭଳି ହୋଇଥାଏ।ଅନେକ ସମୟରେ ଆପଣ ଏମିତି କିଛି ମଜାଦାର କୌତୁହଳ ପୂର୍ଣ୍ଣ ଭିଡିଓ ଦେଖିବା ପାଇଁ ପାଉଥିବେ। ସେହିପରି କିଛି ଏମିତି ଭିଡିଓ ସମ୍ପର୍କରେ ଆମେ ଆସିଥାଉ ଯାହାକୁ ଦେଖିବା ପାଇଁ ଆମକୁ ବହୁତ୍ ଭଲ ଲାଗିଥାଏ।ସେଥି ମଧ୍ୟରୁ କିଛି ଭିଡିଓ ଏମିତି ରହିଥାଏ ଯାହା ବାସ୍ତବରେ ଆମେ ଦେଖିବାକୁ ବହୁତ୍ ପସନ୍ଦ କରିଥାଉ। ତେବେ ସେହିପରି ଏକ ଏମିତି ମଜାଳିଆ ବା କୌତୁକିଆ ଘଟଣାର ଭିଡିଓ ଏବେ ସାମ୍ନାକୁ ଆସିଛି।

ଯାହା ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିଲେ ଆପଣ ବହୁତ୍ ଖୁସି ହେବେ।ଆମେ ଯେଉଁ ଦୁଇଟି ଭିଡିଓ ସଂପର୍କରେ ଆପଣଙ୍କୁ କହିବାକୁ ଯାଉଛୁ ସେହି ଭିଡିଓ ଏବେ ସୋସିଆଲ ମିଡିଆରେ ବହୁତ୍ ମାତ୍ରାରେ ସେୟାର ହେବାରେ ଲାଗିଛି। ଏହାକୁ ଦେଖି ଆପଣ ନିଶ୍ଚିତ ଖୁସି ହେବେ। ଆପଣ ଏହି ଭାଇରାଲ ଭିଡିଓ ଟି ଦେଖିଲେ ଜାଣି ପାରିବେ ଯେ ଏହା କେତେ ମଜାଦାର। ତେବେ ଆସନ୍ତୁ ଜାଣିବା କଣ ଘଟିଛି ଏହି ଭିଡିଓ ରେ।ଏହା ହେଉଛି ଏକ ବିବାହ ଉତ୍ସବର ଭିଡିଓ।ଏଠାରେ କିପରି ଭାବରେ ନବ ଦମ୍ପତ୍ତି ମଜାଦାର ଦୃଶ୍ୟଟିଏ ଦେଖାଉଛନ୍ତି ତାହା ଥରେ ଦେଖନ୍ତୁ।

ଯାହାକୁ ଦେଖିଲେ ଆପଣ ବି ହସି ହସି ବେଦମ୍ ହୋଇଯିବେ ଆଉ ଏଥିରେ ଥିବା ଖୁସିକୁ ଉପଭୋଗ ବି କରିବେ।ଏଠାରେ ପ୍ରଥମ ଭିଡିଓରେ ଦେଖିବାକୁ ମିଳିଛି କିପରି ଭାବରେ ବର କନ୍ୟା ଶୁଇମିଂପୁଲ ଭିତରେ ପଶି ମଜାମସ୍ତି କରୁଛନ୍ତି ଏବଂ କନ୍ୟା ଜଣଙ୍କ ବରକୁ ଖୁସିରେ ଚୁମ୍ବନ କରୁଛନ୍ତି। ସେମାନଙ୍କ ଏପରି ଭାବରେ ଭିନ୍ନ ଧରଣର ମଜାମସ୍ତିର ଅନ୍ଦାଜ ସମସ୍ତଙ୍କୁ ବେଶ୍ ପସନ୍ଦ ଆସିଛି। ସେହିପରି ଅନ୍ୟ ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ବିବାହ ଉତ୍ସବରେ ଯୋଗ ଦେଇଥିବା ଜଣେ ଯୁବତୀ, ଯିଏକି ଜଣେ ଲୋକପ୍ରିୟ ୟୁ ଟ୍ୟୁବର ଅଟନ୍ତି, ତାଙ୍କୁ ତାଙ୍କ ସାଙ୍ଗ ମାନେ ଧରି ସୁଇମିଙ୍ଗ ପୁଲ ଭିତରକୁ ଛାଟି ଦେଉଛନ୍ତି।

ଏହାକୁ ଦେଖି ସମସ୍ତେ ବହୁତ୍ ମଜା ନେଉଛନ୍ତି। ତେବେ ଏହି ଦୁଇଟି ମୁହୂର୍ତ୍ତର ଭିଡିଓ ରେକର୍ଡ ହେବା ପରେ ଏହା ଏବେ ସୋସିଆଲ ମିଡିଆରେ ବେଶ୍ ସେୟାର ହେବାରେ ଲାଗିଛି। ଆପଣ ଅନେକ ବିବାହ ଦେଖିଥିବେ କିନ୍ତୁ କେବେ ହେଲେ ଦେଖି ନଥିବେ ଏହି ଦୁଇଟି ଦୃଶ୍ୟ। ବର କନ୍ୟା ଙ୍କ ଏଭଳି ମଜା ମସ୍ତି ମସଗୁଲ ର ଭିଡିଓ ଦେଖିଲେ ଆପଣ ଜାଣି ପାରିବେ ଯେ ସେମାନେ କିପରି ଭାବରେ ଏଠାରେ ନିଜର ବିବାହକୁ ଉପଭୋଗ କରୁଛନ୍ତି। ବର କନ୍ୟା ଙ୍କ ଏହି ସୁଇମିଂ ପୁଲ ର ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି।

 

Leave a Comment