ବିବାହିତା ମହିଳା ପ୍ରେମିକ ସହିତ ରାତିରେ କରୁଥିଲେ ରାସଲୀଳା, ହଠାତ ସ୍ୱାମୀ ହାବୁଡ଼ରେ ପଡିଗଲେ, ଆଉ ତା ପରେ… ଦେଖନ୍ତୁ Video

ସୋସିଆଲ ମିଡ଼ିଆରେ ଏକ ଭିଡ଼ିଓ ଏବେ ଜୋର ରେ ଭାଇରଲ ହୋଇଛି ଯେଉଁଠି ପ୍ରେମ କୁ ଅନେକ ଘଟଣା ସାମ୍ନା କୁ ଆସିଛି।।ଆଉ ପ୍ରେମ ପାଇଁ କେଉଁଠି ପ୍ରତାରଣା ସହି ନ ପାରି ଜୀବନ ଯାଇଛି ଆଉ କେଉଁଠି ପ୍ରେମିକ ଧୋକା ଦେଇ ଆଉ କାହାକୁ ବାହାଘର କରିଛନ୍ତି ହେଲେ ଏଠାରେ ଜଣେ ମହିଳା ବିବାହ ର ୧୩ ବର୍ଷ ପରେ ମଧ୍ୟ ପ୍ରେମିକ ସହିତ ଫେରାର ତାହା ପରେ ଯାହା ହେଲା ଆସନ୍ତୁ ଜାଣିବା।

ଏବେ ଏକ ଜୋର ରେ ଭାଇରଲ ହୋଇଛି ଯେଉଁଠି ପ୍ରେମିକ ପାଇଁ ପ୍ରେମିକା ଛାଡିଲା ନିଜ ପରିବାର। ଏହି ଘଟଣା ଟିରେ ଜାଣିବାକୁ ମିଳିଛି ଯେ ପ୍ରେମିକ ପ୍ରେମ ରେ ଏମିତି ଉବୁଟୁବୁ ହେଲା ଯେ ଯାହା ପାଇଁ ନିଜେ ଜନ୍ମ ଦେଇଥିବା ଛୁଆ ଙ୍କୁ ଭୁଲିଯାଇ ଫେରାର ହୋଇଗଲା ଯାହା ଏବେ ସୋସିଆଲ ମିଡ଼ିଆରେ ଭାଇରଲ ହେଲା। ସେହି ପ୍ରେମିକା ଜଣଙ୍କ ହେଲେ ଦୁଇଟି ଛୁଆ ର ମାଆ ଯାହା ଜାଣିବା ପରେ ସମସ୍ତେ ମୁଣ୍ଡ ରେ ହାତ ଦେଇଛନ୍ତି। ପ୍ରେମ ପାଇଁ ନିଜ ଜନ୍ମିତ ଦୁଇଟି ଛୁଆ ଓ ସ୍ୱାମୀ ଙ୍କୁ ଭୁଲିଗଲା ଯାହା କୁ ନେଇ ସ୍ୱାମୀ ଏବେ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ସେହି ମହିଳା ଜଣଙ୍କ ଯାହା ସହିତ ଫେରାର ହୋଇଛନ୍ତି ସେ ମଧ୍ୟ ବିବାହିତ ଯାହା ଏଠାରେ ଜାଣିବାକୁ ମିଳିଛି।

ଆଉ ସେହି ମହିଳା ଜଣଙ୍କ ପ୍ରେମିକ ସହିତ ଫେରାର ହେବା ପୂର୍ବରୁ ପ୍ରେମିକ ସହିତ ଲୁଚି କରି ସମ୍ପର୍କ ରଖିଥିବା ନେଇ ସୁଚନା ସ୍ୱାମୀ ଅଭିଯୋଗ ଆଣିଛନ୍ତି। ମହିଳା ଜଣଙ୍କର ବାହାଘର ୧୩ ବର୍ଷ ହୋଇଥିଲେ ମଧ୍ୟ ଏହି ସମୟ ରେ ପ୍ରେମ କରି ଫେରାର ହୋଇଗଲେ। ଆଉ ସେହି ପ୍ରେମିକ ଜଣଙ୍କ ମଧ୍ୟ ନିଜର ଏକ ଛୁଆ ଓ ସ୍ତ୍ରୀ ରହିଥିଲେ ମଧ୍ୟ ତାଙ୍କୁ ଛାଡି ଦେଇଥିଲେ ଯାହା ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ନିଜର ସ୍ୱାମୀ ସହିତ ଅନେକ ସମୟରେ ମହିଳା ଜଣଙ୍କ ଝଗଡା କରି ଥାଆନ୍ତି ଯାହା କୁ ନେଇ ସ୍ୱାମୀ ଅଭିଯୋଗଆଣିଛନ୍ତି। ସେହି ମହିଳା ଜଣଙ୍କ ଫେରାର ହେବା ପରେ ସମ୍ପତି ବାଡ଼ି ମଧ୍ୟ ଅନ୍ୟ କୁ ଦେଇ ଦେଇଛନ୍ତି ଏବଂ ସବୁ ଯାହା ବାରିପଦା ରେ ପ୍ଲଟ ଓ ନୀଳଗିରି ର ଜମିବାଡ଼ି ସବୁ କିଛି ସେ ନେଇଗଲା ବୋଲି ସ୍ୱାମୀ ଥାନାରେ ଅଭିଯୋଗ କରିଛନ୍ତି।

ଆଉ ସେପଟେ ମହିଳା ଙ୍କର ବାପ ଘର ଲୋକ ଏହି ଘଟଣା କୁ ନେଇ ସ୍ୱାମୀ ଙ୍କୁ ସାହାର୍ଯ୍ୟ କରୁ ନାହାଁନ୍ତି ବୋଲି ମଧ୍ୟ ଏଠାରେ କହିଛନ୍ତି ଯାହା ଆପଣ ମାନେ ମଧ୍ୟ ଏଠାରେ ଜାଣିବାକୁ ପାଇଥିବେ। ଆଉ ସେହି ମହିଳା ଙ୍କର ଝିଅ ଟି ମଧ୍ୟ ଏଠାରେ କିଛି କହିଛନ୍ତି ନିଜ ମାଆ ଙ୍କ ବିଷୟ ରେ ଯାହା ଏବେ ସୋସିଆଲ ମିଡ଼ିଆରେ ଚର୍ଚ୍ଚା ଜୋର ଧରିଛି। ସେହି ମହିଳା ଜଣଙ୍କ ପ୍ରେମିକ ଘରେ ଭଡା ରେ ରହୁଥିଲେ ଯାହା ଦ୍ୱାରା ତାଙ୍କର ସେଠି ଲୁଚି ପ୍ରେମ ହୋଇଥିବା ନେଇ ପରିବାର ଲୋକ ଅଭିଯୋଗ କରିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment