ଦେଖନ୍ତୁ ଭିଡ଼ିଓ : ବିବାହର ଏତେ ଦିନ ପରେ ନିଜ ସ୍ୱାମୀ ସହ ସୁଟିଙ୍ଗ ସେଟ୍ ରେ ମଜାମସ୍ତି କଲେ ଅଭିନେତ୍ରୀ ଜ୍ୟାଙ୍କଲିନ୍…

ବନ୍ଧୁଗଣ ଓଡ଼ିଆ ଟେଲି ଜଗତର କିଛି ଲୋକପ୍ରିୟ ଅଭିନେତ୍ରୀ ମାନଙ୍କ ଭିତରୁ ଜଣେ ଜଣାଶୁଣା ଅଭିନେତ୍ରୀ ଭାବରେ ଜାଙ୍କଲିନ ପରିଡ଼ା ବେଶ୍ ପରିଚିତ। ନିକଟରେ ସେ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।ସେ ତାଙ୍କର ପୁରୁଷ ବନ୍ଧୁ ଅରବିନ୍ଦ ଙ୍କୁ ବିବାହ କରିଛନ୍ତି। ନିକଟରେ ସେ ବିବାହ କରିଥିବା ବେଳେ ସେ ଅନେକ ସମୟରେ ସୋସିଆଲ ମିଡିଆରେ ସକ୍ରିୟ ରହୁଥିବାର ଦେଖିବାକୁ ମିଳୁ ଛନ୍ତି।ତାଙ୍କର ଅନେକ ଫଟୋ, ଭିଡିଓ ସେ ଅନେକ ସମୟରେ ସୋସିଆଲ ମିଡିଆରେ ସେୟାର କରୁ ଥିବାର ମଧ୍ୟ ଦେଖିବାକୁ ମିଳୁଛି। ଯାହା ପ୍ରଶଂସକ ମାନଙ୍କ ପାଇଁ ସେ ପୋଷ୍ଟ କରିଥିବା ଦେଖିବାକୁ ମିଳିଛି।

ତେବେ ତାଙ୍କର ଏହି ସବୁ ଭିଡିଓ ସୋସିଆଲ ମିଡିଆରେ ପ୍ରଶଂସକ ମାନଙ୍କ ଦ୍ଵାରା ବେଶ୍ ଗ୍ରହଣୀୟ ହୋଇଛି। ଏହାକୁ ତାଙ୍କର ପ୍ରଶଂସକ ମାନେ ବେଶ୍ ପସନ୍ଦ ମଧ୍ୟ କରିଛନ୍ତି ଏବଂ କିଛି ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି।ବିବାହ ପରେ ଏହି ଚୁଲବୁଲି ଅଭିନେତ୍ରୀ ଜଣଙ୍କ ଶଶୁର ଘରକୁ ଆସିବା ପରେ ମଧ୍ୟ ସେଠାରେ ସେ ବହୁତ ଖୁସିରେ ରହି ଥିବାର ଦେଖିବାକୁ ମିଳିଛି।ସେ ଏଠାରେ ଅନେକ ସମୟରେ ସ୍ବାମୀ ଅରବିନ୍ଦ ଙ୍କ ସହ ଭିଡିଓ ସୁଟ କରି ପୋଷ୍ଟ କରୁଛନ୍ତି।ସେ କେତେବେଳେ ରୁମ୍ ଭିତରେ ଭିଡିଓ ଶୁଟ କରୁଛନ୍ତି ତ ପୁଣି କେତେବେଳେ ବାହାରେ କାର୍ ରେ ସ୍ବାମୀଙ୍କ ସହିତ ଖୁସି ମଜାଜ୍ ର ଭିଡିଓ କରୁଛନ୍ତି।

ଯାହାବି ହେଉ ତାଙ୍କର ସବୁ ଭିଡିଓ ତାଙ୍କର ପ୍ରଶଂସକ ଙ୍କୁ ବେଶ୍ ପସନ୍ଦ ଆସିଥାଏ।ଏବେ ପୁଣି ତାଙ୍କର ଏକ ସୁଟିଂ ସେଟ୍ ର ଭିଡିଓ ସାମ୍ନାକୁ ଆସିଛି। ଯେଉଁ ଭିଡିଓ ରେ ତାଙ୍କ ସହିତ ଅନ୍ୟ କଳାକାର ମାନଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ବିବାହ ପରେ ଏହା ତାଙ୍କର ସୁଟିଂ ର ପ୍ରଥମ ଭିଡିଓ। ସୁଟିଂ ସେଟ୍ ରୁ ଅବକାଶ ସମୟ ବାହାର କରି ବ୍ରେକ୍ ନେଇ ସେ ମଉଜ ମସ୍ତି କରୁ ଥିବାର ଦେଖିବାକୁ ମିଳିଛି।ଏହି ସମୟ ରେ ଅଭିନେତ୍ରୀ ଜାଙ୍କଳିନ ସୁନ୍ଦର୍ ଭାବରେ ନିଜକୁ ସଜେଇ କରି ରଖି ଥିବାର ଦେଖିବାକୁ ମିଳିଛି। ଛୋଟ ଛୁଆ ଙ୍କ ଭଳି ସେ ଅମୂଲ୍ ଖାଉ ଥିବାର ଦେଖିବାକୁ ମିଳୁଛି।

କେବଳ ସେ ନୁହଁନ୍ତି ସେଠାରେ ଉପସ୍ଥିତ ଅନ୍ୟ କଳାକାର ମାନେ ମଧ୍ୟ ସେହି ଅମୂଲ ଖାଉଛନ୍ତି। ଛୋଟ ଅମୂଲ ପ୍ୟାକେଟ କୁ ଚିରି ସମସ୍ତେ ଜଣଙ୍କ ପରେ ଜଣେ ଏହାକୁ ଖାଉଛନ୍ତି।ଏହାସହ ସେମାନେ ଅନେକ ମଜା ମସ୍ତି କରୁ ଥିବାର ମଧ୍ୟ ଦେଖିବାକୁ ମିଳୁଛି। ଜଣେ କହୁଛନ୍ତି ମୋ ଅମୂଲ ପାକେଟ କୁ ସମସ୍ତେ ଖାଇଦେଲେ। ଆପଣ ଏହି ଭିଡିଓ କୁ ଦେଖିଲେ ନିଶ୍ଚିତ ଖୁସି ହେବେ। ଆପଣ ବି ଥରେ ଏହି ଭିଡିଓ କୁ ଦେଖନ୍ତୁ ଏବଂ କଳାକାର ମାନଙ୍କର ମଜା ମସ୍ତି ର ଝଲକ ଦେଖିବାର ସୁଯୋଗ ନିଅନ୍ତୁ ଏବଂ ଏହାକୁ ଦେଖି ଖୁସି ହୁଅନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment