ବିବାହରେ ଅତିଥିଙ୍କ ସାମ୍ନାରେ ପତ୍ନୀଙ୍କୁ ଲିପ୍-ଲକ୍ କିସ୍ କଲେ ଅଭିନେତା ଭଲ୍ଳାଲ୍ଦେବ, ଭାଇରାଲ୍ ହେଉଛି ଭିଡିଓ…ଭିଡ଼ିଓ ଦେଖିଲେ ଆପଣ ନିଜକୁ ସମ୍ଭାଳି ପାରିବେନି
ଜଣେ ସାଧାରଣତଃ ଆପଣ ମାନେ ଜାଣିଥିବେ ଜଣେ ସାଧାରଣ ମଣିଷ ଠାରୁ ସେଲିବ୍ରେଟିଙ୍କ ଜୀବନ ଶୈଳୀ ସମ୍ପୂର୍ଣ ରୂପେ ଅଲଗା ହୋଇଥାଏ। ସେଲିବ୍ରେଟି ମାନଙ୍କର ସେମାନଙ୍କ ଦୈନ୍ୟ ଦିନ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ଦର୍ଶକ ମାନଙ୍କ ମଧ୍ୟରେ ଅନେକ ଇଚ୍ଛା ଜାଗ୍ରତ ହୋଇଥାଏ। ଯେଉଁ କଳାକାରଙ୍କର ନିଜର ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା, ସେମାନେ ତାଙ୍କର ଫ୍ୟାନ ହୋଇ ଯାଇ ଥାଆନ୍ତି। ଦର୍ଶକ ମାନେ ନିଜର ପସନ୍ଦିତା ଅଭିନେତା ଓ ଅଭିନେତ୍ରୀ ଜୀବନରେ କଣ ଘଟୁଛି, ତାହା ଜାଣିବା ପାଇଁ ଦର୍ଶକ ମାନଙ୍କ ମନ ମଧ୍ୟରେ ସବୁବେଳେ କୌତୁହଳ ପ୍ରକାଶ କରି ଥାଆନ୍ତି। ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଜଣାଇବୁ ଯେ, ଯାହା ଜାଣିଲେ ଆପଣ ମାନେ ଚକିତ ହୋଇ ଯିବେ। ତାହା ହେଉଛି ଅଭିନେତା ଭଲ୍ଲାଲଦେଵ ଅତିଥୀଙ୍କ ସମ୍ନାରେ ତାଙ୍କ ପତ୍ନୀଙ୍କୁ ଚୁମ୍ବନ କରି ଥିବାର ଭିଡ଼ିଓରେ ଦେଖିବା ପାଇଁ ମିଳିଛି। ତେବେ ଅସନ୍ତୁ ସମ୍ପୂର୍ଣ୍ଣ ଖବର ଉପରେ ନଜର ପକାଇବା;
ସୂଚନା ଅନୁସାରେ, ଟଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଭଲ୍ଲାଲଦେବ ତଥା ରାଣା ଦଗୁବତୀଙ୍କୁ ଆପଣ ମାନେ ଭଲ ଭାବରେ ଜାଣିଥିବେ, ସେ ଟଲିଉଡ଼ ଜଗତର ସୁପରଷ୍ଟାର ଅଭିନେତା ଭାବରେ ବେଶ ପରିଚିତ ଅଟନ୍ତି। ସେ ଅନେକ ଗୁଡିଏ ଫିଲ୍ମରେ ଅଭିନୟ କରିଛନ୍ତି ଦର୍ଶକ ମାନେ ତାଙ୍କୁ ପସନ୍ଦ କରିବା ସହିତ ତାଙ୍କ ଅଭିନୟକୁ ମଧ୍ୟ ବହୁତ ପସନ୍ଦ କରି ଥାଆନ୍ତି ଓ ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ସେ ଅନେକ ଗୁଡିଏ ପ୍ରଶଂସା ମିଳିବା ସହିତ ସବୁବେଳ ପାଇଁ ଚର୍ଚ୍ଚାରେ ମଧ୍ୟ ରହି ଥାଆନ୍ତି।
ତାଙ୍କ ଅଭିନୟରେ ଏକ ଯାଦୁ ରହିଛି, ଯେ କୌଣସି ବ୍ୟକ୍ତି ଦେଖିଲେ ସେ ତାଙ୍କର ମନ କିଣି ନେଇ ଯିବେ। ତାଙ୍କ ଅଭିନୟ ଶୈଳୀ ସମ୍ପୂର୍ଣ୍ଣ ଭାବରେ ନିଆରା ପ୍ରକାରର ହୋଇଥାଏ। ତାଙ୍କ ଅଭିନୟ ଯାଦୁରେ ଦର୍ଶକ ମାନେ ମୁଗ୍ଧ ହୋଇ ଯାଇ ଥାଆନ୍ତି। ସେ ଭଲ ଅଭିନେତା ଭାବରେ ଆଗକୁ ପାଦ ପକାଇଛନ୍ତି। ସେ ସବୁବେଳେ ପାଇଁ ସୋସିଆଲ ମିଡିଆରେ ଆକ୍ଟିଭ ରହି ଥିବାର ଦେଖିବା ପାଇଁ ମିଳିଥାଏ।
View this post on Instagram
ଏହି ଅଭିନେତା ୨୦୨୦ ମସିହା ଅଗଷ୍ଟ ୮ ତାରିଖରେ ତାଙ୍କ ଗାର୍ଲଫ୍ରେଣ୍ଡ ମିହିକା ବାଜାଜଙ୍କୁ ବିବାହ କରିଥିଲେ। ତାଙ୍କ ଗାର୍ଲଫ୍ରେଣ୍ଡ ହଳଦୀ ରେଶମ ଠାରୁ ଆରମ୍ଭ କରି ସଙ୍ଗୀତ ଓ ବିବାହର ସମସ୍ତ ରୀତି ନୀତିର ଭିଡ଼ିଓ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ। ବିବାହ ସମୟରେ ଉଭୟ ଉଭୟଙ୍କୁ ପରସ୍ପର ଆଲିଙ୍ଗନ କରି ଅତିଥୀଙ୍କ ସମ୍ନାରେ ଚୁମ୍ବନ ଦେଉଥିବା ସମୟରେ ମଧ୍ୟ ଫୋଟୋ ଉଠା ଯାଇଥିଲା। କନ୍ୟା ଏହି ଦୃଶ୍ୟକୁ ସୋସିଆଲ ମିଡିଆରେ ପୋଷ୍ଟ କରି ପରଫେକ୍ଟ ମ୍ୟାଚ ବୋଲି ଲେଖିଥିଲେ। ତାଙ୍କର ସେହି ଭିଡ଼ିଓଟି ସୋସିଆଲ ମିଡିଆରେ ଖୁବ ଜୋର ସୋର ଭାବରେ ନିଆଁ ଭଳି ଭାଇରଲ ହେବାରେ ଲାଗିଛି। ତାଙ୍କ ପ୍ରଶଂସକ ମାନେ ସେହି ଦୁଇ ଜଣଙ୍କର ବିବାହ ଭିଡ଼ିଓକୁ ଖୁବ ପସନ୍ଦ କରଛନ୍ତି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।