ହଁ ଦର୍ଶକ ବନ୍ଧୁ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ହିରୋଇନ ତୁଳସୀ ଶ୍ଵେତାଲିନା ହଁ ବିଷୟରେ | ଆଉ ବର୍ତ୍ତମାନ ଚାରିଆଡେ ତାଙ୍କର କଥା ଚର୍ଚ୍ଚା ର ବିଷୟ ପାଲଟିଛି,କାରଣ ବର୍ତ୍ତମାନ ହାତକୁ ଦୁଇହାତ ହେବାକୁ ଯାଉଛନ୍ତି ତୁଳସୀ ଶ୍ୱେତାଲିନା| ଆଉ ଯାହା କୁହାଯାଉଛି କି ସମସ୍ତଙ୍କ ପାଇଁ ଏକ ଖୁସି ର ଖବର ଦେଇଛନ୍ତି ସେ | ଆଉ ସାତ ଜନ୍ମ ର ସାଥି କୁ ମଧ୍ୟ ବାଛି ନେଇଛନ୍ତି ଏହି ଅଭିନେତ୍ରୀ ଜଣଙ୍କ | ଆଉ ବେଶ ଖୁସି ମୋନଇବାକୁ ଲାଗିଛନ୍ତି ନିଜର ପରିବାର ଓ ଫ୍ରେଡ୍ସ ମାନଙ୍କ ସହିତ ମିଶିକି ତୁଳସୀ ଶ୍ଵେତାଲିନା | ଆଉ ଯାହା ସମସ୍ତଙ୍କ ବେଶ ଖୁସି ମଧ୍ୟ କରେଇଛି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା
ତେବେ ଆପଣ ମାନେ ବେଶ ଭଲ ଭାବରେ ଜାଣିଥିବେ ଏହି ସୁନ୍ଦରୀ ହିରୋଇନ ତୁଳସୀ ଶ୍ୱେତଲିନା ଙ୍କୁ |କାରଣ ଅନେକ ଟିଭି ସିରିଏଲ ରେ ସେ କାମ କରି ଓଡ଼ିଆ ଦର୍ଶକ ମାନଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରି ପାରିଛନ୍ତି ଏହି ଚୁଲବୁଲି ନାୟିକା ଜଣଙ୍କ | ତେବେ ତାଙ୍କର ଅଭିନୟ ର ଯାଦୁ ରେ ସମସ୍ତଙ୍କ ତାଙ୍କର ଆଡକୁ ଆକୃଷ୍ଟ କରେଇ ଦେଇଛନ୍ତି ସେ | ତେବେ ବର୍ତ୍ତମାନ ମଧ୍ୟ ଓଡ଼ିଶାର ଘରେ ଘରେ ଲୋକଙ୍କୁ ହୃଦୟରେ ଜାଗା ବନେଇ ପାରିଛନ୍ତି ଆଉ ଅଭିନୟ ର ଯାଦୁ ରେ ବେଶ ପ୍ରସଂଶା ମଧ୍ୟ ଅର୍ଜନ କରୁଥିବାର ଆପଣ ମାନେ ଦେଖିବାକୁ ପାଇଥିବା ସେହି ଚୁଲବୁଲି ନାୟିକା ହେଉଛନ୍ତି ତୁଳସୀ ଶ୍ଵେତାଲିନା |
ଆଉ ଯାହା କୁହାଯାଉଛି କି ବର୍ତ୍ତମାନ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଏହି ନାୟିକା ଜଣଙ୍କ | ଆଉ ହାତକୁ ଦୁଇହାତ ହୋଇ ତାଙ୍କର ସାରା ଜୀବନର ସାଥି କୁ ବାଛିବାକୁ ଯାଉଛନ୍ତି ସେ | ଆଉ ସମସ୍ତଙ୍କ ହୃଦୟରେ ଘର କରୁଥିବା ତୁଳସୀ ବର୍ତ୍ତମାନ ତାଙ୍କର ନିଜର ଘର ବସାଇବାକୁ ଯାଉଛନ୍ତି |ଆଉ ଯାହା କୁହାଯାଉଛି କି ତୁଳସୀ ଶ୍ଵେତାଲିନା ଫେମସ ହେବାକୁ ଲାଗିଥିଲେ ତାଙ୍କର ଏକ ସିରିଏଲ ” ତୋ ଅଗଣାରେ ତୁଳସୀ ମୁଁ “ମାଧ୍ୟମରେ ଆଉ ସେହି ସିରିଏଲ ରେ ସେ ବେଶୀ ଲୋକ ପ୍ରିୟତା ମଧ୍ୟ ହାସଲ କରିଥିଲେ ବୋଲି କୁହାଯାଉଛି |
ତେବେ ବର୍ତ୍ତମାନ ତୁଳସୀ ଶ୍ଵେତାଲିନା ବିବାହ କରିବାକୁ ଯାଉଛନ୍ତି ଆଉ ନିର୍ବନ୍ଧ ସହିତ ହଳଦୀ ରସମ ଓ ତାଙ୍କର ମେରେଜ ସମୟର କିଛି ଭିଡ଼ିଓ ମଧ୍ୟ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି | ଆଉ ଯେଉଁଥିରେ ସେ ତାଙ୍କର ଫେମିଲି ଓ ଫ୍ରେଡ୍ସ ଙ୍କ ସହିତ ଖୁସି ଥିବାର ନଜର ଆସିଛନ୍ତି | ଆଉ ଯାହା ସମସ୍ତଙ୍କ ମନକୁ ପାଇଛି ଓ ତୁଳସୀ ଙ୍କର ମେରେଜ ର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି |
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।