ବିବାହିତ ମହିଳା ବା ଭାଉଜଙ୍କୁ କେମିତି ପଟେଇବା, ଆଜି ହିଁ କରନ୍ତୁ ଏହି ଉପାୟ ୧୦୦% ଗ୍ୟାରେଣ୍ଟି

0

ପ୍ରାୟତଃ ଅଧିକାଂଶ ପୁରୁଷ ବିବାହିତ ମହିଳା ପ୍ରତି ଆକର୍ଷିତ ହେଉ ଥିବାର ଦେଖାଯାଏ। ସେମାନେ ଅବିବାହିତ ଝିଅ ଅପେକ୍ଷା ବିବାହିତା ମହିଳାଙ୍କ ପ୍ରତି ଅଧିକ ରୋମାଣ୍ଟିକ ହେଉ ଥିବାର ଦେଖିବାକୁ ମିଳେ। ଯେଉଁ ଭାଇ ମାନେ ଚାହୁଁଛନ୍ତି କି ବିବାହିତ ମହିଳା ମାନଙ୍କୁ ପଟେଇବା ପାଇଁ ଏବଂ ସେମାନଙ୍କୁ ପ୍ରେମରେ ପାଗଳି କରିବା ପାଇଁ ତେବେ ନିଶ୍ଚିତ ଆପଣ ମାନେ ଆଜି ଜାଣି ପାରିବେ ଏହା କିପରି ସମ୍ଭବ ଆଜିର ଏହି ଲେଖା ମାଧ୍ୟମରେ।

ଅଧିକାଂଶ ପୁଅ ମାନେ ଝିଅ ଅପେକ୍ଷା ବିବାହିତା ମହିଳା ମାନଙ୍କୁ ଅଧିକ ପସନ୍ଦ କରିଥାନ୍ତି କାହିଁକି ନା ବିବାହିତା ମହିଳା ମାନେ ନୂଆ ନୂଆ ବିବାହ ପରେ ଅଧିକ ଆକର୍ଷିତ ଏବଂ ରୋମାଣ୍ଟିକ ଲାଗନ୍ତି ଓ ଅଧିକ ସୁନ୍ଦର୍ ମଧ୍ୟ ଦେଖା ଯାଆନ୍ତି।

ତେଣୁ ପୁଅ ମାନଙ୍କ ମନରେ ଗୋଟିଏ ପ୍ରଶ୍ନ ଥାଏ କି ବିବାହିତା ମହିଳା ଙ୍କୁ କିପରି ପଟେଇବା।ତେବେ ଆସନ୍ତୁ ଜାଣିବା କେମିତି ସେମାନଙ୍କୁ ନିଜ ପ୍ରେମରେ ବାନ୍ଧି ରଖିବେ। ମନେ ରଖନ୍ତୁ ସ୍ଵାମୀଙ୍କ ସହ ଖୁସିରେ ନଥିଲେ ଯାଇ ଜଣେ ମହିଳା ଆପଣଙ୍କ ସହ ପଟି ଯାଇପାରେ।ଯେଉଁ ମହିଳା ନିଜ ସ୍ବାମୀ ସହ ଖୁସିରେ ନଥାଏ ତାକୁ ଚାହିଁଲେ ଆପଣ ପଟେଇ ପାରିବେ। କାରଣ ଯେଉଁ ମହିଳା ନିଜ ସ୍ବାମୀ ପ୍ରତି ଅଧିକ ଆକର୍ଷିତ ରହିଥାଏ ତାକୁ ଚାହିଁଲେ ବି ଆପଣ ପଟେଇ ପାରିବେ ନାହିଁ।ତେଣୁ ଜାଣନ୍ତୁ କେଉଁ କାରଣରୁ ଆପଣ ଜାଣିବେ କି ସେ ଆପଣଙ୍କ ସହ ପଟି ଯାଇପାରେ।

୧) ଆଗ୍ରହ-

ଯଦି ଜଣେ ବିବାହିତ ମହିଳା ଆପଣଙ୍କ ସହ ନିଜ ଆଡୁ କଥା ହେଉଛି ବା ଆପଣଙ୍କ ବିଷୟରେ ପଚାରୁଛି ତେବେ ଏହା ଏକ ଭଲ ସଂକେତ ଏଵଂ ଆପଣଙ୍କୁ ବୁଝିବାକୁ ହେବ ତାର ଏହି ଆଗ୍ରହ ଦେଖି ଯେ ମହିଳା ନିଜକୁ ଆରାମଦାୟକ ଅନୁଭବ କରୁଛି। ଆପଣଙ୍କ ପ୍ରତି ତାର ଏକ ପ୍ରେମର ଆଗ୍ରହ ରହିଛି।

୨) ଈର୍ଷା କରିବା-

ଯଦି ବିବାହିତା ମହିଳା ଜଣଙ୍କ ଆପଣ ଅନ୍ୟ କାହା ସହ କଥା ହେଲେ ଈର୍ଷା କରୁଚି ଏବଂ କହୁଛି ଯେ ତୁମେ କାହିଁକି ଏ ଝିଅ,ସେ ଝିଅ ସହ କଥା ହଉଚ, ତେବେ ଜାଣି ନିଅନ୍ତୁ ଯେ ସେ ଆପଣଙ୍କୁ ପସନ୍ଦ କରୁଚି ଏବଂ ଆପଣଙ୍କ ପ୍ରତି ଆକର୍ଷିତ ଅଛି।

୩) ଭଲ ମୁହୂର୍ତ୍ତ ବିତାଇବା-

ଯଦି ଆପଣ ଜଣେ ବିବାହିତା ମହିଳା ସହ କଥା ହେବା ଦ୍ବାରା ସେ ବି ଅଧିକ ସମୟ କଥା ହେଉଛି ତେବେ ଅଧିକାଂଶ ସମୟ ତା ସହ ଏମିତି ମୁହୂର୍ତ୍ତ ବିତାନ୍ତୁ କିମ୍ବା ମଜା କଥା ହୁଅନ୍ତୁ ଯେମିତି ସେ ସବୁବେଳେ ଆପଣଙ୍କ କଥା ଭାବିବ।

୪) ଯତ୍ନ ନିଅନ୍ତୁ-

ଏହି କଥା ସମସ୍ତଙ୍କୁ ଭଲ ଲାଗେ କି କେହି ଜଣେ ତାକୁ ଯତ୍ନ ନେଉ, ଭଲ ପାଉ। ଏହାଦ୍ଵାରା ସେମାନଙ୍କ ଭାବନା ଆପଣଙ୍କ ପ୍ରତି ଅଧିକ ଦୃଢ଼ ହୁଏ ଏବଂ ଭଲପାଇବା ବଢ଼ିଥାଏ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।