ଦେଖନ୍ତୁ Viral ଭିଡ଼ିଓ : ବିବାହିତା ମହିଳାଙ୍କୁ ଗଣଦୁଷ୍କର୍ମ କରି ସୋସିଆଲ ମିଡିଆରେ ଭାଇରାଲ କଲେ ଭିଡ଼ିଓ

0

ବର୍ତ୍ତମାନ ସମାଜରେ ଲୋକ ମାନଙ୍କ ମାନସିକତା ସମ୍ପୂର୍ଣ୍ଣ ଭାବରେ ବଦଳି ଗଲାଣି। ପ୍ରତିଦିନ ସମାଜରେ ବିଭିନ୍ନ ପ୍ରକାର କଳୁଷିତ ନିନ୍ଦନୀୟ ଘଟଣା ଦେଖିବା ପାଇଁ ମିଳୁଛି। ଚୋରି, ଡ଼କାୟତି, ହତ୍ୟା, ରେପ ଓ ଦୁଷ୍କର୍ମ ଭଳି ଘଟଣା ପ୍ରତିଦିନ ଘଟୁଛି। ସବୁଠି ବୁଲୁଛନ୍ତି ଯୌନ ରାକ୍ଷସ ମାନେ, ଆଜି କାଲି ଲୋକ ମାନେ କାମନାରେ ଏତେ ମାତ୍ରାରେ ଅନ୍ଧ ହୋଇ ଯାଉଛନ୍ତି।ସମାଜରେ ମନୁଷ୍ୟ ମାନେ ପଶୁ ଓ ହିଂସ୍ର ଭଳି ବ୍ୟବହାର କରୁଛନ୍ତି। ଛୋଟ ଛୁଆଟୁ ଆରମ୍ଭ କରି ବଡ଼ ପିଲା ପର୍ଯ୍ୟନ୍ତ କାହାରିକୁ ମଧ୍ୟ ଛାଡୁ ନାହିଁ। ଯେ ସେମାନେ ସମ୍ପକର ମୂଲ୍ୟ ମଧ୍ୟ ବୁଝୁ ନାହାନ୍ତି। ପ୍ରତିଦିନ ଦୁଷ୍କର୍ମ ଭଳି ଘଟଣା ସମାଜରେ ଦେଖିବା ପାଇଁ ମିଳୁଛି। ଆପଣ ମାନେ ସୋସିଆଲ ମିଡିଆରେ ଏଭଳି ଘଟଣା ଦେଖିଥିବେ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଯାହା ଶୁଣିଲା ପରେ ଲଜ୍ୟାରେ ଆପଣଙ୍କ ମୁଣ୍ଡ ତଳକୁ ନଇଁଯିବ। ଆପଣଙ୍କ ମନ ମଧ୍ୟରେ କେବଳ ଗୋଟିଏ ପ୍ରଶ୍ନ ଆସିବ ଯେ, ଏଭଳି ଲୋକଙ୍କୁ ସମାଜରୁ ବାହାର କରି ଦେବା ଉଚିତ। ତେବେ ଘଟଣାଟି ହେଉଛି, ଜଣେ ବିବାହିତା ମହିଳାଙ୍କୁ ତିନି ଜଣ ବ୍ୟକ୍ତି ଦୁଷ୍କର୍ମ କରିଛନ୍ତି ବୋଲି ସୂଚନା ମିଳିଛି। ତେବେ ବନ୍ଧୁଗଣ ଆପଣ ମାନେ ପୁରା ଘଟଣା ଜାଣି ସାରିଲା ପରେ ମନ ମଧ୍ୟରେ ଘୃଣା ଭାବ ନିଶ୍ଚିତ ଆସିବ, ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ସୂଚନା ଅନୁଯାୟୀ, ମୟୁରଭଞ୍ଜ ଜିଲ୍ଲାର ଖୁଣ୍ଟ ଥାନା ଡୁକୁରା ଅଂଚଳରୁ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ସେହି ଗ୍ରାମର ୩ ଜଣ ନାମକ ବ୍ୟକ୍ତି, ଗୋଟିଏ ମନ୍ଦିର ନିକଟରେ ଥିବା ଏକ ଭଙ୍ଗା ଘର ଭିତରେ, ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିଛନ୍ତି ଏବଂ ଦୁଷ୍କର୍ମ କରିବା ସହ ସେହି ଭିଡିଓ କୁ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ କରିଛନ୍ତି।

ତେବେ ଖୁଣ୍ଟା ପୋଲିସ ହାତରେ ଏହି ଭାଇରଲ ଭିଡିଓ ପଡିବା ପରେ, ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରିବା ସହ, ଏହି ଘଟଣାରେ ତଦନ୍ତ ଜାରି କରି ଥିଲେ ଏବଂ ଏଥି ସହିତ ସେହି ୩ ଜଣ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରିଥିଲେ। ଗିରଫ ହୋଇ ଥିବା ବ୍ୟକ୍ତି ହେଉଛନ୍ତି, ସେହି ଗ୍ରାମର ଦିଲ୍ଲୀପ ଚକ୍ର, ବୈରାଗୀ ମହାନ୍ତି ଓ ବିଜୟ କୁମାର ସାହୁ, ମହିଳା ଜଣଙ୍କୁ ଏହି ତିନି ଜଣ ବ୍ୟକ୍ତି ଦୁଷ୍କର୍ମ କରିଥିବା ବେଳେ, ଚତୁର୍ଥ ବ୍ୟକ୍ତି ଜଣଙ୍କ ଭିଡିଓ ଟିକୁ ସୁଟିଂ କରିଥିଲେ। ଏହି ଚତୁର୍ଥ ବ୍ୟକ୍ତିକୁ ପୋଲିସ ଖୁବ ଜୋରରେ ଖୋଜି ବୁଲୁଛି। ଜଣେ ବିବାହିତା ମହିଳାଙ୍କ ପ୍ରତି ଏପରି ପାଶବିକତା ଅତ୍ୟାଚାର କରିବା ଘଟଣା ସ୍ଥାନୀୟ ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।