ଦେଖନ୍ତୁ ଭିଡ଼ିଓ : ବିବାହ ପରେ ଅଭିନେତ୍ରୀ ଜାଙ୍କଲିନ୍ ଶାଶୁଘରେ କେମିତି କାମ କରୁଛନ୍ତି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ

0

ସାଧାରଣ ଭାବରେ ସେଲିବ୍ରେଟି ସେମାନଙ୍କ ପ୍ରତ୍ୟେକ ଦିନର ଲାଇଫ ଷ୍ଟାଇଲେ ଜଣେ ସାଧାରଣ ଲୋକଙ୍କ ଠାରୁ ଭିନ୍ନ ହୋଇଥାଏ। ତେବେ ସେଲିବ୍ରେତିମାନଙ୍କ ଜୀବନରେ କଣ ଚାଲିଛି ତାହା ଜାଣିବା ପାଇଁ ଲୋକ ମାନଙ୍କ ମଧ୍ୟରେ କୌତୁହଳ ପ୍ରକାଶ କରିଥାନ୍ତି। ସେଲିବ୍ରେଟି ମାନେ ନିଜକୁ ସୁନ୍ଦର ଭାବରେ ରଖିବା ପାଇଁ ଚେଷ୍ଟା କରିଥାନ୍ତି। କାରଣ ସେମାନଙ୍କ ଠାରୁ ଆଜିର ଯୁବ ପୀଢ଼ି ମାନେ ଅଭିପ୍ରେରିତ ହୋଇଥାନ୍ତି। ଆପଣ ମାନେ ଜାଣିଥିବେ କଳା ଜଗତରେ ଅନେକ କଳାକାର ଅଭିନୟ କରିଥାନ୍ତି , କିନ୍ତୁ ଯେଉଁ କଳାକାର ନିଜର ଅଭିନୟ ଦର୍ଶକଙ୍କୁ ଭଲ ଲାଗିଲା, ଦର୍ଶକ ମାନେ ସେହି କଳାକାରଙ୍କୁ ଭଲ ପାଇଥାନ୍ତି ଏବଂ ତାଙ୍କର ଫ୍ୟାନ ହୋଇଯାଆନ୍ତି। ଦର୍ଶକମାନେ ନିଜ ନିଜର ପସନ୍ଦିତା ଅଭିନେତା ଅଭିନେତ୍ରୀ ଜୀବନରେ କଣ ଘଟୁଛି, ଜାଣିବା ପାଇଁ ଫ୍ୟାନ ମାନଙ୍କ ମଧ୍ୟରେ ସବୁବେଳେ କୌତୁହଳ ରହିଥାଏ।

ବନ୍ଧୁଗଣ ଆଜି ଆମେ ଆପଣ ମାନକୁ ଏମିତି ଏକ ଓଡ଼ିଆ ଅଭିନେତ୍ରୀଙ୍କ ବିଷୟରେ କହିବା ପାଇଁ ଯାଉଛୁ। ତେବେ ସେ କେହି ନୁହଁନ୍ତି, ଆମ ସମସ୍ତଙ୍କର ଅତି ପ୍ରିୟର, ଓଡ଼ିଆ ସିରିଏଲ ସିରିଏଲ ଆକ୍ଟର ଜାକଲିଂ ବାହାଘର ପରେ କଣ କରୁଛନ୍ତି ସେହି ବିଷୟରେ କହିବା ପାଇଁ ଯାଉଛୁ। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି। ବାହାଘର ପରେ ସେମାନେ ଯାହା କରୁଛନ୍ତି, ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ଯୋଇଯିବେ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା ବିଷୟରେ;

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଛନ୍ତି ପ୍ରୟତ ଓଡ଼ିଆ ସିରିଏଲ ଇଣ୍ଡଷ୍ଟ୍ରି ଅନେକ ଉପରକୁ ଯାଇଛି। କାରଣ ଫିଲ୍ମ ଅପେକ୍ଷା ସିରିଏଲ କୁ ଲୋକ ମାନେ ଅଧିକ ଦେଖନ୍ତି। ଆପଣ ମାନେ ଅଭିନେତ୍ରୀ ଜାକଲିଂ ଙ୍କୁ ସମସ୍ତେ ଜାଣିଛନ୍ତି, ଯିଏକି ସିରିଏଲ ଜଗତରେ ତାଙ୍କର ଅନେକ ନାମ ରହିଛି। ତେଣୁ ତାଙ୍କର କିଛି ଦିନ ପୂର୍ବରୁ ତାଙ୍କର ବିବାହ ହୋଥିଲା। ଅଭିନେତା ଅରବିନ୍ଦ କୁ ବିବାହ କରିଥିଲେ। ତେବେ ଆପଣ ମାନେ ସମସ୍ତେ ଜାଣିଛନ୍ତି, ଯେ ଅରବିନ୍ଦ ଙ୍କୁ ବିବାହ ପୂର୍ବରୁ ଭଲ ପାଉଥିଲେ। ପ୍ରଥମେ ସେ ତାଙ୍କୁ ଏକ ତରଫା ଭଲ ପାଉଥିଲେ, ପରେ ଅରବିନ୍ଦ ତାଙ୍କୁ ଭଲ ପାଇ ବସିଲେ, ଏବଂ ଏଇ କିଛି ଦିନ ପରେ ତାଙ୍କର ସେମାନେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି।

ତେବେ ତାଙ୍କର ଫ୍ୟାନ ମାନଙ୍କ ମଧ୍ୟରେ ଅନେକ କୌତୁହଳ ଭରି ରହିଛି, ସେମାନଙ୍କ ବିବାହ ଜୀଵନ ରେ କଣ ଚାଲିଛି। ତେବେ ଜାକଲିଂ ବିବାହ ପରେ ତାଙ୍କର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଛି। ତେବେ ବିଡ଼ିଓରେ ଦେଖିବା ପାଇଁ ମିଳିଛି ଯେ ସେ ଘରେ ପୋଛା ମାରୁଥିବାର ଦେଖିବା ପାଇଁ ମିଳିଛି। ତେବେ ଏହି ବିଡ଼ିଓଟି ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଆମର ଭଗବାନଙ୍କ ନିକଟରେ ଏତିକି ପ୍ରାଥନା ସେମାନେ ସବୁବେଳେ ଖୁସିରେ ରୁହନ୍ତୁ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।