ଦେଖନ୍ତୁ Exclusive ଭିଡ଼ିଓ : ବିଚ ରାସ୍ତାରେ ମହିଳାଙ୍କ ଦାଦାଗିରି…ସେ ମୋ ସହ….

0

ପ୍ରତିଦିନ ସମାଜରେ ଅନ୍ୟାୟ ଅନୀତି ଅତ୍ୟାଚାର ଖବର ବିଷୟରେ ଶୁଣିବା ପାଇଁ ମିଳିଥାଏ। ଆପଣ ମାନେ ଦେଖିଥିବେ, ଚୋରି , ହତ୍ୟା, ବଳତ୍କାର ଭଳି ଅପରାଧ ସମାଜରେ ବଢି ବଢି ଚାଲିଛି। ତେବେ ଆପରାଧି ଯେଉଁ ମାନେ ଖୁଲମ ଖୁଲା ଅପରାଧ ଘଟାଇ ଚାଲିଛନ୍ତି। ନିଭୟରେ ଅପରାଧ କରି ଚାଲିଛନ୍ତି, କାରଣ ସେମାନଙ୍କର ପୋଲିସ ପ୍ରଶାସନ ଉପରେ ଟିକିଏ ହେଲେ ଡର ନାହିଁ କି ଭୟ ନାହିଁ। ଧୀରେ ଧୀରେ ସମାଜରେ ମାନବିକ ମୂଲ୍ୟବୋଧ କମିବାରେ ଲାଗିଛି, ଲୋକଙ୍କ ମନ ମଧ୍ୟରେ ସାହାଯ୍ୟର ମନବୃତି କମିବାରେ ଲାଗିଛି। ପ୍ରତିଦିନ ଏଭଳି ଖବର ସୋସିଆଲ ମିଡିଆରେ ଏଭଳି ଖବର ଦେଖିବା ପାଇଁ ପାଇଥାଉ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏକ ହୃଦୟ ବିଦାରକ ଖବର ଦେଖିବା ପାଇଁ ମିଳିଛି। ତେବେ ଘଟଣାଟି ହେଉଛି, ଜଣେ ଯୁବକଙ୍କୁ ଦୌଡ଼ିରେ ବାନ୍ଧି ଅତି ନିର୍ମମ ଭାବରେ ମାଡ ମାରୁଛନ୍ତି। ତେବେ ବନ୍ଧୁଗଣ ଆପଣ ମାନେ ଘଟଣା ଟିକୁ ଯେତେ ଛୋଟ ଭାବୁଛନ୍ତି ପ୍ରକୃତରେ ତାହା ଅତ୍ୟନ୍ତ ଦୁଃଖଦ ଘଟଣା ଅଟେ। ପୁରା ଘଟଣା ଜାଣିଲା ପରେ ଆପଣଙ୍କ ଆଖିରୁ ଲୁହ ବାହାରି ଆସିବ, ତେବେ ଆସନ୍ତୁ ଜାଣିବା ସମ୍ପୁର୍ଣ୍ଣ ଘଟଣା ବିଷୟରେ;

ତେବେ ସୂଚନା ଅନୁସାରେ, ଭଦ୍ରକ ଧାମନଗର ସହରରେ ଦେଖିବା ପାଇଁ ମିଳିଛି। ଏକ ଅମାନସିକ ଘଟଣା ଜଣେ ଯୁବକଙ୍କୁ ଦୌଡ଼ିରେ ବାନ୍ଧି ଅତି ନିର୍ମମ ଭାବରେ ମାଡ ମାରୁଛନ୍ତି। ଭାଇ ଓ ଭଉଣୀ ମାଡ ମାରୁଥିବା ଏହି ମହିଳା ଜଣଙ୍କ ହେଉଛନ୍ତି, ଧାମନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅସ୍ଥାୟୀ କର୍ମଚାରୀ ଅଟନ୍ତି। ମହିଳାଙ୍କ ଭାଇ ଆଉ ଏଥିରେ ସାହାଯ୍ୟ କରୁଥିବା ଯୁବକ ଜଣକ ହେଉଛନ୍ତି। ମାଡ ଖାଉଥିବା ଯୁବକ ଜଣକ କୁଆଡେ ବ୍ୟାଙ୍କ ଆକାଉଣ୍ଟରୁ କିଛି ଟଙ୍କା ହଡପ କରିନେଇଛନ୍ତି। ସେଥିପାଇଁ ସେହି ଯୁବକଙ୍କୁ, ମହିଳା ଓ ତାଙ୍କ ଭାଇ ତାଙ୍କୁ ଗୋଇଠା, ବିଧା, ଜାବୁଡ଼ା ମାରିଛନ୍ତି।

ମାଡ ହେଉଥିବା ବେଳେ ବିଚ ରାସ୍ତାରେ ଅନେକ ଲୋକ ଦେଖୁଥାନ୍ତି କିନ୍ତୁ କେହି ମଧ୍ୟ ପ୍ରତିପାଦ କରୁନଥାନ୍ତି। କାରଣ ପୋଲିସଙ୍କ ସୂଚନା ଅନୁସାରେ ଯୁବକଙ୍କୁ ମାଡ଼ ମରୁଛନ୍ତି। ଅନ୍ୟ ପଟେ ପୋଲିସ ଯୁବକଙ୍କୁ ଗିରଫ କରି ନବା ସହ ତଦନ୍ତ ମଧ୍ୟ ଜାରି ରଖିଛି। ଗିରଫ ହେଇଥିବା ଯୁବକଙ୍କ ମା ହେଉଛନ୍ତି ଜଣେ ମେଡିକାଲ କର୍ମଚାରୀ, ତାଙ୍କ ମା ଆଉ ତାଙ୍କ ଭାଇ କୁ ମଧ୍ୟ ପୋଲିସ ଗିରଫ କରି ନେବା ସଙ୍ଗେ ସଙ୍ଗେ ପୋଲିସ ଘଟଣାକୁ ଅଧିକ ତଦନ୍ତ ଜାରି ରଖିଛି। ତେବେ ଆମ ମାନଙ୍କର ଗୋଟିଏ ଅନୁରୋଧ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ଭାବରେ ତଦନ୍ତ କରି ନିରପେକ୍ଷ ଦୋଷୀକୁ ଦଣ୍ଡ ଦିଆଯିବା ଉଚିତ।

ତେବେ ବନ୍ଧୁଗଣ ଆପଣ ମାନେ ନିଜେ ହିଁ ବିଚାର କରନ୍ତୁ ଧୀରେ ଧୀରେ ସମାଜରେ ଏଭଳି ଘଟଣା ବଢି ବଢି ଚାଲିଛି। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।