ବୀଚ ରାସ୍ତାରେ ପୋଲିସ କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଗ୍ରାମବାସୀ… ଦେଖନ୍ତୁ Video

ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ଆମ ସରକାର ପୋଲିସ ବାବୁଙ୍କୁ ନିର୍ଯୁକ୍ତି ଦେଇଥାନ୍ତି। ସେମାନଙ୍କର କର୍ତ୍ତବ୍ୟ ଯେ ସମାଜରେ ଶାନ୍ତି ଶୃଙ୍ଖଳା ରକ୍ଷା କରିବା। ନଚେତ ଅନେକ ଲୋକ ଅଛନ୍ତି ଯେଉଁ ମାନେ କି ନିଜର କର୍ତ୍ତବ୍ୟକୁ ପଛରେ ପକାଇ ପ୍ରଥମେ ନିଜର ବ୍ୟକ୍ତିଗତ ସ୍ୱର୍ଥ ଦେଖୁଛନ୍ତି। ଯାହାବି ହେଉ ଆପଣ ମାନେ ମଧ୍ୟ ବହୁତ ଥର ଦେଖିବା ପାଇଁ ପାଇଥିବେ। ପୋଲିସ ମାନେ ଶାନ୍ତି ଶୃଙ୍ଖଳା ରକ୍ଷା କରିବେ କଣ ଓଲଟା ନିଜେ ହିଁ ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟ କରିଥାନ୍ତି। ଏଭଳି କାମ ପାଇଁ ଅନେକ ଲୋକ ସେମାନଙ୍କ କାମକୁ ଭୁଲ ବୁଝି ପୋଲିସ ପ୍ରତି ଥିବା ସମ୍ମାନ ହରାଇ ଥାନ୍ତି। ଯାହାବି ହେଉ ବର୍ତ୍ତମାନ ସମୟରେ ଏକ ଭିଡ଼ିଓ ଭାଇରାଲ ହେଉଛି।

ଯାହାକି ଜଣେ ପୋଲିସଙ୍କୁ କିଛି ଲୋକମାନେ ଦୁର୍ବ୍ୟବହାର କରିଥିବା ଦେଖିବା ପାଇଁ ମିଳିଛି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ସମ୍ପର୍କରେ। ସୂଚନା ଅନୁସାରେ ଏଭଳି ଏକ ଘଟଣା କୋରାପୁଟ ରେ ଦେଖିବା ପାଇଁ ମିଳିଛି। କିଛି ଲୋକ ପୋଲିସକୁ ଧୋକା ମାରିବା ସହିତ ତାଙ୍କୁ ଟାଙ୍କିଆରେ ଆକ୍ରମଣ କରିଥିବା ଭିଡ଼ିଓ ସୋସିଆଲ ମିଡିଆରେ ଦେଖିବା ପାଇଁ ମିଳିଛି। ଆକ୍ରମଣ କରିଥିବା ଲୋକଙ୍କ କହିବା କଥା ଯେ ଧୌର୍ଯ୍ୟର ଶେଷ ସୀମା ଥାଏ। ସହିବାର ସୀମା ଟପିଗଲେ ଯାହା ହେବା କଥା ତାହା ହିଁ ହେଇଛି।

ଏଣୁ ଏହାକୁ ସତର୍କ ଦୃଷ୍ଟି ରଖି ବୁଦ୍ଧିମାନ ସଂପୃକ୍ତ ନେତା ମନ୍ତ୍ରୀ ପ୍ରଶାସନ ମାନେ ଏପରି ଅଭାବନୀୟ ଘଟଣା ନଘଟିବା ସକାଶେ ପ୍ରଥମରୁ ନିରପେକ୍ଷ ପଦକ୍ଷେପ ନେବାର ଥିଲା। କିନ୍ତୁ କୌଣସି ଅକୁହା କାରଣରୁ ପକ୍ଷପାତିତା ନିତୀ ପାଇଁ ହେଉ,ଅଥବା ଅନ୍ଯ କିଛି କାରଣ ସକାଶେ ଜଣେ ସରକାରୀ କର୍ମଚାରୀ ଆଇନର ରକ୍ଷା କରିଵାକୁ ଯାଇ ଏପରି ଅସମ୍ମାନିତର ଶୀକାର ହେବା ଏକ ଦୁଃଖର କାରଣ। ପରର ଭୂଲ ପଦକ୍ଷେପ ପାଇଁ ଜଣେ କର୍ତ୍ତବ୍ଯରତ ପୋଲିସ୍ ଅଧିକାରୀ ଏପରି ଅଭାବନୀୟ ଦୁଃଖଦ ଘଟଣାରେ ଅଯଥା ଶୀକାର ହେଇ ଥିବାରୁ ମର୍ମାହତ ହେବାକୁ ପଡୁଛି ।

ବନ୍ଧୁଗଣ ଏଭଳି ଘଟଣା କିଛି ନୂଆ ନୁହେଁ ବରଂ ଏଭଳି ଘଟଣା ସୋସିଆଲ ମିଡ଼ିଆ ରେ ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି। ତେବେ କିଛି ଲୋକ ପୋଲିସ ପ୍ରଶାସନଙ୍କୁ ନିନ୍ଦା କରିବା ସହିତ ଆଉ କିଛି ଲୋକ ତାଙ୍କୁ ସମର୍ଥନ କରି ଆଇନକୁ ହାତକୁ ନେବାକୁ ବାରଣ କରିଥିଲେ। ଅନେକ ସମୟରେ ପୋଲିସ ନିଜର କର୍ତବ୍ୟକୁ ଭୂଲି ଅନେକ ଖରାପ କାମ କରୁଛନ୍ତି। ଯାହାର ଫଳ ସ୍ଵରୂପ ସମସ୍ତେ ଏହାକୁ ଦେଖି ଦୁଃଖ ପ୍ରକାଶ କରୁଛନ୍ତି। ଏଭଳି କିଛି ବିଶୃଙ୍ଖଳା ଭଳି ଘଟଣା ଦେଖିବା ପାଇଁ ମିଳୁଛି। ସୋସିଆଲ ମିଡ଼ିଆ ରେ ଭିଡ଼ିଓଟି ଖୁବ ଜୋର ରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Leave a Comment