ମାତାଲ ଯୁବତୀ ଙ୍କ ଭିଡ଼ିଓ ଭାଇରାଲ, ପେଟେ ପିଇଲେ ରାସ୍ତା ଉପରେ ରହି ଡ୍ରାମା କଲେ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ସମୟରେ ପୁରୁଷ ଓ ନାରୀ ମଧ୍ୟରେ କୌଣସି ବି ତଫାତ ନାହିଁ। ସମାଜରେ ନାରୀ ମାନେ ପୁରୁଷଙ୍କ ଭଳି କାର୍ଯ୍ୟ କରୁଛନ୍ତି, ସେମାନେ କାହାରିକୁ ଖାତିର କରୁ ନାହାନ୍ତି। ଏବଂ ସେମାନେ ଆଇନକୁ ମଧ୍ୟରେ ଡରୁ ନାହାନ୍ତି।ସମାଜରେ କିଛି ନିୟମ କାନୁନ ରହିଛି ବୋଲି ସେମାନଙ୍କୁ ମଧ୍ୟ ଜଣା ନାହିଁ। ଯାହା ଫଳରେ କି ସେମାନେ ଭିନ୍ନ ଭିନ୍ନ କାଣ୍ଡ କରି ବସୁଛନ୍ତି। ନାରୀ ମାନେ ସମାଜକୁ କଳୁଷିତ କରିବାକୁ ଲାଗିଲେଣି ଏବଂ ତାଙ୍କ ଦ୍ୱାରା ସମାଜ ଆଜି ଆଗକୁ ଯାଇ ପାରୁନାହିଁ। ସମାଜରେ ଏଭଳି କିଛି ନାରୀ ଅଛନ୍ତି, ଯାହାକି ତାଙ୍କ ଦ୍ୱାରା ଅନେକ କିଛି ଘଟଣା ଘଟି ଚାଲିଛି।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବ। ତେବେ ଘଟଣାଟି ହେଉଛି ଜଣେ ଯୁବତୀ ମଦ ପିଇ ନିଶାଶକ୍ତ ଅବସ୍ଥାରେ ରାସ୍ତା ଉପରେ ଗଡୁ ଥିବାର ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ମହାରାଷ୍ଟ୍ରରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ଜଣେ ଯୁବତୀ ମଦ ପିଇ ରାସ୍ତା ଉପରେ ଗଡୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ଯୁବତୀ ଜଣଙ୍କ ରାସ୍ତା ଉପରେ ନିଶାଶକ୍ତ ଅବସ୍ଥାରେ ଖୁବ ଜୋରରେ ଚିତ୍କାର କରୁଥିଲେ। ଏବଂ କେତବେଳେ ରାସ୍ତା ଉପରେ ବସି ଯାଉଥିଲେତ ଆଉ କେତେବେଳେ ଶୋଇ ପଡୁଥିଲେ। ରାସ୍ତାରେ ଯାଉଥିବା ଗାଡି ଚାଳକ ମାନେ ସେହି ଯୁବତୀ ଜଣଙ୍କୁ ଦେଖି ଆଶ୍ଚର୍ଯ୍ୟ ଚକିତ ହୋଇ ଯାଉଥିଲେ। ଯୁବତୀ ଜଣଙ୍କ ସବୁ ଗାଡିକୁ ଅଟକାଇବା ପାଇଁ ଚେଷ୍ଟା କରୁଥିଲେ ଏବଂ କେହି ଜଣେ ବ୍ୟକ୍ତି ଯୁବତୀଙ୍କର ଏଭଳି କାର୍ଯ୍ୟ ଦେଖି ଭିଡିଓ କରିବା ଆରମ୍ଭ କରିଥିଲେ। ଏବଂ ନିଜର ଭିଡିଓ ହେଉଥିବା ଜାଣି ଯୁବତୀ ଜଣଙ୍କ ପାଟି କରିବା ସହ ଭିଡିଓକୁ ବନ୍ଦ କରିବାକୁ କହୁଥିଲେ।

ତେବେ ଲୋକ ମାନେ ତାଙ୍କୁ ରାସ୍ତାରୁ ଉଠି ଯିବା ପାଇଁ ବାରମ୍ବାର କହୁଥିଲେ କିନ୍ତୁ ନିଶାଶକ୍ତ ଯୁବତୀ କାହାରି କଥା ଶୁଣୁ ନଥିଲେ। ନିଶାର ମାତ୍ରା ଏତେ ଅଧିକ ଥିଲା ଯେ, ସେ ନିଜେ ଚାଲିକି ଯିବା ତାଙ୍କ ପକ୍ଷେ କଷ୍ଟ କର ଥିଲା। ବର୍ତ୍ତମାନ ଏହି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଏହି ଖବରଟିକୁ ପୋଲିସ ନିକଟରେ କୁହା ଯାଇଥିଲା କିନ୍ତୁ ପୋଲିସ ଶୁଣିବାକୁ ପ୍ରସ୍ତୁତ ନଥିଲା। ପୋଲିସର ଏପରି କଥା ଶୁଣି ଲୋକ ମାନେ ନାପସନ୍ଦ କରିଥିଲେ। ତେବେ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରାଲ ହେବାରେ ଲାଗିଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।