ସୋସିଆଲ ମିଡ଼ିଆରେ ଏମିତି ଅନେକ ସମୟରେ କିଛି ଘଟଣା ନଜରକୁ ଆସିଥାଏ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ। ଆଉ ବିଭିନ୍ନ ସମୟରେ ଗାଡି ଚାଳକ ମାନେ ହେଲମେଟ ପିନ୍ଧି ନ ଥିବାରୁ ସେମାନଙ୍କ ପାଇଁ ଜୋରିମାନା ଲାଗି ଥାଏ ହେଲେ ଏଠାରେ ଜଣେ ବାଇକ ଚାଳକ ସିଧାସଳଖ ପୋଲିସ ଙ୍କୁ ମନା କରି ଦେଇଥିଲା ତାହା ପରେ ଯାହା ହେଲା ଆସନ୍ତୁ ଦେଖିବା।
ଏଠାରେ ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଜୋର ରେ ଭାଇରଲ ହୋଇଛି ଯାହାକୁ ଦେଖିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇ ଯାଉଛନ୍ତି। ଏଠି ଏହି ପିଲାଟି ଯାହା କରିଛି ତାହା କୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଛି। ଆଉ ସମାଜ ରେ ଏମିତି ବେଳେ ବେଳେ କିଛି ଘଟଣା ନଜରକୁ ଆସିଥାଏ ଯାହା ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥାଏ। ସରକାରଙ୍କ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ନିୟମ କାନୁନ ଆସିଥାଏ ଲୋକ ମାନଙ୍କ ସୁବିଧା ସୁଯୋଗ ପାଇ ଯାହା ଆପଣ ମାନେ ମଧ୍ୟ ଜାଣିଥିବେ। ସରକାର ବିଭିନ୍ନ ସମୟରେ ସଡକ ପରିବହନ କୁ ନେଇ ବିଭିନ୍ନ ନିୟମ ତିଆରି କରି ଥାଆନ୍ତି ଯାହା ଆପଣ ମାନେ ମଧ୍ୟ ଜାଣିଥିବେ।
ଆଉ ଦୁଇ ଚକିଆ ଗାଡି ପାଇଁ ସାଧାରଣ ଭାବରେ ସାଙ୍ଗରେ ହେଲମେଟ ନେବା ପାଇଁ ସବୁ ବେଳେ ନିୟମ ରହିଛି ଯାହାକୁ ମାନିବା ସମସ୍ତଙ୍କ ପାଇଁ ଦରକାର।। ଏହାର ବ୍ୟବହାର ପରେ ସମସ୍ତେ ନିଜର ଜୀବନ ବଂଚିବା ସହିତ ଅନ୍ୟ ମାନଙ୍କର ମଧ୍ୟ ଜୀବନ ବଂଚି ଯାଇଥାଏ ଯାହାକୁ ନେଇ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ଅଘଟଣ ସବୁ ନଜରକୁ ଆସିଥାଏ। ଆଉ ଏବେ ଏକ ଭିଡ଼ିଓ ଭାଇରଲ ହୋଇଛି ଯେଉଁଠି ଜଣେ ଯୁବକ ହେଲମେଟ ନ ପିନ୍ଧିବା ପାଇଁ ଦାବି କରୁଛି ଯାହା ଏବେ ଜୋର ରେ ଚର୍ଚ୍ଚା ଧରିଛି। ଆଉ ଏଠାରେ ଜଣେ ଯୁବକ ଏମିତି କିଛି ଭାବରେ ପୋଲିସ ଙ୍କୁ ପାଣି ପିଆଇ ଦେଲା ଯାହାର ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଘୁରି ବୁଲୁଛି। ଆଉ ଏବେ ସେହି ଯୁବକ ଜଣଙ୍କ ଏମିତି କିଛି କହିଲେ ପୋଲିସ ଙ୍କୁ ଯାହା ଶୁଣିବାପରେ ଆପଣ ମାନେ ଚମକି ପଡିବେ।
ଏହି ଯୁବକ ଟି ଇଲେକ୍ଟ୍ରି ବାଇକ ଆଣି ଆସିଥିଲେ ସେହି ସମୟରେ ତାଙ୍କର ହେଲମେଟ ନଥିବାରୁ ତାଙ୍କୁ ପୋଲିସ ଧରିଥିଲା ହେଲେ ସେ ଓଲଟା ପୋଲିସ ଙ୍କୁ ବିରୋଧ କରିଛନ୍ତି। ଆଉ ସେ କହିଲେ କି ଏହି ବାଇକ ରେ ହେଲମେଟ ର ଆବଶ୍ୟକତା ପଡ଼େ ନାହିଁ। ଆଉ ସେହି ପୋଲିସ ଜଣଙ୍କ କହିଲେ ମଧ୍ୟ ନିଜର ଜୀବନ ପାଇଁ ହେଲମେଟ ବ୍ୟବହାର କରନ୍ତୁ ଯାହା କୁ ନେଇ ଦୁହିଙ୍କ ମଧ୍ୟରେ ଯୁକ୍ତି ତର୍କ ଜୋର ରେ ହୋଇଥିଲା। ଆଉ ଏହି ହେଲମେଟ କୁ ନେଇ ବାରମ୍ବାର ବାଇକ ଚାଳକ ଜଣଙ୍କ ମାନିବାକୁ ରାଜି ହୋଇ ନଥିଲେ ଯାହା ଏହି ଭିଡ଼ିଓ ରେ ଏବେ ଭାଇରଲ ହୋଇଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।