ବନ୍ଧୁଗଣ ଆଜିର ସମାଜ କେତେ ମାତ୍ରାରେ କଳୁଷିତ ହେବାରେ ଲାଗିଛି ତାହା ଆପଣ ଅନେକ ଘଟଣାରୁ ଦେଖିବକୁ ପାଉଥିବେ। ସବୁଆଡେ ଏକ ଅପ୍ରୀତିକର ସ୍ଥିତି। କୌଣସି ସମ୍ପର୍କରେ ଯେମିତି ଆଉ ମଧୁରତା କି ନୈତିକତା ନାହିଁ। ଏସବୁ କୁ ନେଇ ଆଜିର ସମାଜ ରେ ଦିନକୁ ଦିନ ଯେଉଁ ଭଳି ଭାବରେ ଅମାନବୀୟ କାଣ୍ଡ ଘଟିବାରେ ଲାଗିଛି ତାହା ଆମ ସମାଜକୁ ଅତି ତଳକୁ ନେଇ ଯାଉଛି। ମଣିଷ ନିଜର ସଂଯମତା ହରାଇ କାମ ବାସନାରେ ଅନ୍ଧ ହୋଇ ଯେଉଁଭଳି ଭାବରେ କାଣ୍ଡ ସବୁ କରୁଛି ତାର କରୁଣ ପରିଣତି ମଧ୍ୟ ତାକୁ ଭୋଗିବାକୁ ପଡୁଛି।
ନିଜର କାମ ବାସନା ଏବଂ ନିଜର ଶାରିରୀକ ସମ୍ପର୍କ ସ୍ଥାପନ ର ଲାଳସା ତାକୁ ଅନ୍ଧ କରି ଦେଉଛି କିଛି ନିନ୍ଦନୀୟ, ଅନୈତିକ ପୂର୍ଣ୍ଣ ଏବଂ ଲଜ୍ୟାକର ଘଟଣା ଘଟାଇବାକୁ। ଶେଷରେ ସେ ଏଥିପାଇଁ ଯେଉଁ ଦଣ୍ଡ ପାଉଛି ତାହା ବାସ୍ତବରେ ଉଲ୍ଲେଖନୀୟ ଅଟେ। ଆଉ ଏହି ଦୁନିଆ ବଦଳିବା ସହ ତା ସହ ତାଳ ଦେଇ ଯୁବ ସମାଜ ମଧ୍ୟ ବଦଳିବା ପାଇଁ ଲାଗିଛନ୍ତି। ମାତ୍ର ସେମାନଙ୍କ ବ୍ୟକ୍ତିଗତ ରୁଚି ଦ୍ଵାରା ଅନ୍ୟ ମାନେ ଯେ ଅନେକ ମାତ୍ରାରେ ପ୍ରଭାବିତ ହେଉ ଛନ୍ତି ଓ ତାର କୁପ୍ରଭାବ ସମାଜ ଉପରେ ପଡୁଛି ଏ ସମ୍ପର୍କରେ ନା ତାଙ୍କର କୌଣସି ଧାରଣା ଅଛି ନା ଏଥି ପାଇଁ ସେମାନେ ଲଜ୍ୟା ପ୍ରକାଶ କରୁଛନ୍ତି। ଏଥିରେ ସେମାନେ ଆଦୌ ସଚେତନ କିମ୍ବା ବିଚଳିତ ନୁହଁନ୍ତି।
ହଁ ଆଜ୍ଞା, ଆମେ ଆଜି ଆପଣ ମାନଙ୍କୁ ଏଭଳି ଏକ ଭିଡିଓ ସମ୍ପର୍କରେ କହିବା ପାଇଁ ଯାଉଛୁ ଯାହା ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇ ଯିବା ସହିତ ଲଜ୍ୟା ବୋଧ ମଧ୍ଯ କରିବେ।ଯେଉଁ ଘଟଣାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ବହୁତ୍ ମାତ୍ରାରେ ଭାଇରାଲ ହେବାରେ ଲାଗିଛି। ଏଠାରେ ଏହି ଭିଡିଓ ରେ ଦେଖିବାକୁ ମିଳିଛି ଯେ ଜଣେ ଓକିଲଙ୍କୁ ଏଠାରେ ବିଚ୍ ରାସ୍ତାରେ ଭଲ ଭାବରେ ଉତ୍ତମ ମଧ୍ୟମ ହେଉଛି। ତେବେ ଏହି ଘଟଣା ଟି ହେଉଛି ମଧ୍ୟପ୍ରଦେଶ ର ଦତିଆ ସହରର। ତେବେ ଏହି ଘଟଣାକୁ ନେଇ କୁହା ଯାଉଛି କି ଏହି ଓକିଲ ସାହେବ ଜଣଙ୍କ ନିଜର ମହିଳା ମିତ୍ର ଙ୍କ ସହିତ ବୁଲିବାକୁ ବାହାରୁ ଥିଲେ।
ଆଉ ଏହି ସମୟରେ ମହିଳା ମିତ୍ର ଙ୍କ ସ୍ବାମୀ ତାଙ୍କୁ ଦେଖି ନେଇଥିଲେ। ଆଉ ଏହା ପରେ ସଡ଼କ ଉପରେ ହିଁ ଦୁଇ ଜଣଙ୍କ ଭିତରେ ମାରପିଟ୍ ଆରମ୍ଭ ହୋଇ ଯାଇଥିଲା। ପାଖାପାଖି ୩୦ ମିନିଟ ଧରି ରାସ୍ତା ଉପରେ ସେମିତି ଝଗଡ଼ା ଚାଲି ରହିଥିଲା।ଏହାପରେ ସେଠାରେ ଉକ୍ତ ବ୍ୟକ୍ତିଙ୍କ ସହ ଆସିଥିବା ଅନ୍ୟ ବ୍ୟକ୍ତି ମାନେ ଓକିଲଙ୍କୁ ମଧ୍ଯ ମାଡ଼ ମାରିଥିଲେ। ଆଉ ଏହାକୁ ଦେଖି ପତ୍ନୀ ତାଙ୍କୁ ବଞ୍ଚାଇବା ପାଇଁ ଚେଷ୍ଟା କରୁଥିଲେ। ଆଉ ଏହି ମାରପିଟ୍ ର ଭିଡିଓ କେହି ଜଣେ ସୁଟ୍ କରିବା ପରେ ଏହା ଏବେ ଭାଇରାଲ ହେବାରେ ଲାଗିଛି।
ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।