ଦେଖନ୍ତୁ Live ଭିଡ଼ିଓ – ବୀଚ ରାସ୍ତାରେ ସମସ୍ତଙ୍କ ସାମ୍ନାରେ ଲାଇଭ ମର୍ଡର, ଛୁରୀ ଭୁଷି ଅତି ନୃଶଂସ ଭାବେ କଲା ମର୍ଡର….

0

ବର୍ତ୍ତମାନ ପ୍ରତିଦିନ ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ବିଭିନ୍ନ ଅପରାଧ ଚୋରି, ଡକାୟତି, ମାଡ଼ପିଟ ଓ ହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ମନୁଷ୍ୟ ପଶୁ ଓ ହିଂସ୍ର ଭଳି ବ୍ୟବହାର କରୁଛି। ସମୟ ସୁବିଧା ଦେଖି ନିରୀହ ଲୋକ ମାନଙ୍କର ଜୀବନ ନେବାକୁ ମଧ୍ୟ ପଛାଉନାହାନ୍ତି। ତେବେ ଜଣେ ଅନ୍ୟର ଜୀବନ ନେବାକୁ ପଛାଉ ନାହାନ୍ତି। ସମାଜରେ ମନୁଷ୍ୟ ମାନେ ଜାଣି ଶୁଣି ଭୂଲ ଅବହେଳା ଯୋଗୁଁ ଲୋକ ମାନଙ୍କର ଜୀବନ ନେଉଛନ୍ତି।

ତେବେ ବନ୍ଧୁଗଣ ଆମେ ଆପଣ ମାନଙ୍କୁ ଏଭଳି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଆଶ୍ଚର୍ଯ୍ୟ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଦୁଃଖ ପ୍ରକାସ ମଧ୍ୟ କରିବେ। ତେବେ ଘଟଣାଟି ହେଉଛି ଭୁବନେଶ୍ୱର ରାଜଧାନୀ ମାଷ୍ଟର କ୍ୟାଣ୍ଟିନରେ କିଛି ଦୁର୍ବୁତ୍ତ ଗୋଡ଼ାଇ ଗୋଡ଼ାଇ ଯୁବକଙ୍କ ଉପରେ ଆକ୍ରମଣ କରୁଥିବାର ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁଯାୟୀ, ରାଜଧାନୀ ଭୁବନେଶ୍ୱରରେ ଏଭଳି ଏକ ଘଟଣା ଦେଖିବା ପାଇଁ ମିଳିଛି। ସହରର ଜନ ଗହଳି ପୁର୍ଣ ମାଷ୍ଟର କ୍ୟାଣ୍ଟିନ ରେଳ ଷ୍ଟେସନ ନିକଟରେ ଦୋକାନ, ବଜାର ସବୁ କିଛି ଖୋଲା ଥିଲା। ହଟାଥ ସମସ୍ତ ଲୋକ ମାନେ ଯିଏ ଯେଉଁଠି କୁ ପାରିଲେ ଦୌଡ଼ିବାକୁ ଲାଗିଲେ କାରଣ କିଛି ଦୁର୍ବୁତ୍ତ ଆସି କିଛି ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କରିଥିଲେ। ଏବଂ ଆକ୍ରମଣ କରି ତଳେ ପକାଇ ଦେଉଥିଲେ ଓ ତଳେ ପକାଇ ଦେବା ସ୍ୱେତେ ମଧ୍ୟ ତାଙ୍କୁ ମାରଣାସ୍ତ୍ର ରେ ଖୁବ ଜୋରରେ ମାରି ଚାଲିଥିଲେ।

ଦୁର୍ବୁତ୍ତଙ୍କ ଆକ୍ରମଣ ରେ ୩ ଜଣ ଯୁବକ ଗୁରୁତ୍ବର ହୋଇଛନ୍ତି। ଗୁରୁତ୍ବର ମାନେ ହେଉଛନ୍ତି ରାଜା, ସାହିଦ ଓ ଅନ୍ୟ ଜଣଙ୍କର ଖୋଜ ଖବର ମିଳୁ ନାହିଁ। ବର୍ତ୍ତମାନ ତେବେ ସମସ୍ତଙ୍କୁ ଚିକିତ୍ସା ପାଇଁ ମେଡିକାଲରେ ଭର୍ତ୍ତି କରା ଯାଇଛି। ଏହି ଘଟଣାକୁ ଚୋରା ମଦ କାର ବାରକୁ ନେଇ ଏଭଳି କାଣ୍ଡ ହୋଇଛି ବୋଲି ପୋଲିସ ସନ୍ଦେହ କରିଛି। ଏଥି ସହିତ ପୋଲିସ ଏହି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଅଟକ ରଖିବା ସହ ଅନ୍ୟ ସହ ଯୋଗୀ ମାନଙ୍କୁ ମଧ୍ୟ ଖୋଜୁଛି। ତେବେ ଏଠି ପ୍ରଶ୍ନ ଉଠୁଛି? ଯେ ଦିନ ଦ୍ୱି ପ୍ରହରରେ ସହରର ଜନ ଗହଳି ପୂର୍ଣ୍ଣ ଏବଂ ଛକ ଛକ ରେ ପୋଲିସ ଓ ଅନ୍ୟ ପଟେ ଫାଣ୍ଡି ରହିବା ସହିତ ପୋଲିସ ଷ୍ଟେସନ ରହିବା ସଙ୍ଗେ ସଙ୍ଗେ ସିସିଟିଭି ଫୁଟେଜ ମଧ୍ୟ ରହିଛି। ତଥାପି ଏମିତି ଆକ୍ରମଣ ହେଉଛି ବୋଲି ଲୋକ ମାନଙ୍କ ମନରେ ଏକ ଭୟ ସୃଷ୍ଟି ହୋଇଛି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।