ଦେଖନ୍ତୁ ଭିଡ଼ିଓ – ବୀଚ ରାସ୍ତାରେ କଲେଜ ଛାତ୍ରୀ ସହିତ ଏପରି କଲେ ଯୁବକ, ଭିଡ଼ିଓ ଟି ସୋସିଆଲ ମିଡିଆରେ ନିଆଁ ଭଳି ଭାଇରାଲ…

0

ଦୁନିଆରେ ଅନେକ ପ୍ରେମ କାହାଣୀ ଏମିତି ରହିଛି ଯାହା ଅନ୍ୟ ମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛି।ଆଉ କିଛି ଏମିତି ପ୍ରେମ କାହାଣୀ ରହିଥାଏ ଯାହା ସମାଜକୁ ଏକ ଭୁଲ୍ ବାର୍ତ୍ତା ପ୍ରଦାନ କରିଥାଏ। ପ୍ରେମକୁ ଏକ ଭୁଲ ମାର୍ଗରେ ଉପସ୍ଥାପିତ କରିଥାଏ।ତେବେ ଆପଣମାନେ ଅନେକ ପ୍ରେମ କାହାଣୀ ସଂସ୍ପର୍ଶରେ ଆସୁଥିବେ। ଏମିତି ଅନେକ ପ୍ରେମ କାହାଣୀ ଅଛି ଯାହା ସାଧାରଣରେ ଆମକୁ ଭାବିବାକୁ ବାଧ୍ୟ କରିଥାଏ ଯେ ପ୍ରେମରେ ପ୍ରତାରଣା ଏବଂ ଧୋକା କିଭଳି ହୋଇଥାଏ। ଯାହା ପ୍ରତାରିତ ଏବଂ ଧୋକା ପାଇଥିବା ଲୋକ ହିଁ ଭଲ ଭାବରେ କହି ପାରିବ। ଏହା ସାଧାରଣରେ ଅନେକ କାରଣ ପାଇଁ ଘଟିଥାଏ।

କାରଣ ଅନେକ ସମୟରେ ପ୍ରେମ କରୁଥିବା ଲୋକେ ପ୍ରେମର ଉଚିତ୍ ପରିଭାଷା କୁ ବୁଝିବାରେ ସମର୍ଥ ହୁଅନ୍ତି ନାହିଁ କିମ୍ବା ସେମାନଙ୍କ ସମ୍ପର୍କର ଉଦ୍ଦେଶ୍ୟ ସେହିଭଳି ମହତ୍ ନଥାଏ।ଆଉ ଶେଷରେ ଯାହା ତାଙ୍କୁ ସମାଜରେ ଅପମାନିତ ଏବଂ ନିନ୍ଦିତ କରାଇଥାଏ। ସେହିଭଳି ଏକ ଘଟଣା ନିକଟରେ ଘଟିଛି।ସଭ୍ୟ ଶିକ୍ଷିତ ସମାଜରେ ବେଳେବେଳେ ଏମିତି କିଛି ଲଜ୍ୟାଜନକ ଘଟଣା ମାନ ଘଟୁଛି ଯାହା ବାସ୍ତବରେ ନିନ୍ଦନୀୟ ଏବଂ ପରିତାପ ର ବିଷୟ। ବର୍ତ୍ତମାନର ଆଇନ୍ ଗତ କାର୍ଯ୍ୟାନୁଷ୍ଠାନ ଏବଂ ନିୟମରେ କଡ଼ା କଡ଼ି ହେବା ପରେ ମଧ୍ୟ କମୁନାହିଁ କିଛି ଅସଭ୍ୟ,ଅଭଦ୍ର ବ୍ୟକ୍ତି ବିଶେଷ ମାନଙ୍କ ର ମନ୍ଦ ବୃତ୍ତି ଏବଂ ହୀନ କାର୍ଯ୍ୟ।

ଯେତେ ଆଇନ୍ ର ଡର ଦେଖାଇଲେ କଣ ହେବ ଯଦି ମଣିଷ ଏଥିପାଇଁ ସଚେତନ ନହୁଏ କିମ୍ବା ନିଜର ନୈତିକତା କୁ ବଦଳାଇବା କୁ ଚେଷ୍ଟା ନକରେ ତେବେ ଲାଭ କଣ?କୁହାଯାଏ ପ୍ରେମ ଚିରନ୍ତନ ଏବଂ ବାସ୍ତବ।ଏହା ପ୍ରେମ କରୁଥିବା ଲୋକଙ୍କୁ ଦେଇଥାଏ ଏକ ସୁନ୍ଦର ଅନୁଭବ।ଏହା ଏକ ପବିତ୍ର ସମ୍ପର୍କ ସଦୃଶ। ଯାହା ଦୁଇଟି ହୃଦୟର ମିଳନ ଯୋଗୁଁ ସମ୍ଭବପର ହୋଇଥାଏ। ଯେଉଁ ଥୀରେ ଦୁଇଟି ଶରୀର ଓ ମନ ର ମିଳନ ହୋଇ ଥାଏ। ଏହା ଏକ ସାମାଜିକ ପରମ୍ପରା। ତେବେ ଏହି ପ୍ରେମ ସମ୍ପର୍କରେ ଯେତେବେଳେ ଉତ୍ତମ ବୁଝାମଣା ରହିଥାଏ ସେଥିରେ ସୁନ୍ଦର ଅନୁଭବ ରହିଥାଏ।କୌଣସି ବି ସମ୍ପର୍କ ମଧ୍ୟରେ ଆଉ ମଧୁରତା ଦେଖିବା ପାଇଁ ମିଳୁନାହିଁ।

ସବୁଠାରେ ଏକ ପ୍ରକାରର ସ୍ବାର୍ଥ ଏବଂ ହୀନ ମନ୍ୟତାର ପରିଚୟ ଦେଖିବାକୁ ମିଳୁଛି। ସେହିପରି ଏହି ଘଟଣା ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଏଠାରେ ଜଣେ ଯୁବକ ଜଣେ ଯୁବତୀଙ୍କୁ ରାସ୍ତା ଉପରେ ମାଡ଼ ମାରି ତାଙ୍କୁ ଗାଳି ଗୁଲଜ କରିଛନ୍ତି। ଯୁବତୀ ତାଙ୍କୁ ଧୋକା ଦେଇ ଥିବାରୁ ସେ ତାଙ୍କର ଦେଇଥିବା ସମସ୍ତ ଜିନିଷକୁ ମଧ୍ୟ ଫେରାଇବାକୁ କହୁଛନ୍ତି। ଉକ୍ତ ଉତ୍ତ୍ୟକ୍ତ ଯୁବକଙ୍କୁ ଅନ୍ୟ ଜଣେ ଯୁବକ ଏସବୁ କରିବାକୁ ଅଟକାଉ ଅଛନ୍ତି।

ତେବେ ଏହି ଘଟଣା ବୟାନ କରୁଛି ଏମାନଙ୍କ ପାଇଁ ପ୍ରେମକୁ ନେଇ ରହିଛି କେତେ ସମ୍ମାନ ଏବଂ ଆନ୍ତରିକତା। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।