ଦେଖନ୍ତୁ viral ଭିଡ଼ିଓ : ଇଲେକ୍ଟ୍ରି ଅଫିସ ରେ ବିନା ମିଟିର ରେ ଚାଲିଛି ଏମିତି କାମ…ଯାହାକୁ ଦେଖିଲେ ଆପଣଙ୍କ ହୋସ ଉଡିଯିବ

ତେବେ ବନ୍ଧୁଗଣ ସୋସିଆଲ ମିଡ଼ିଆରେ ଅନେକ ପ୍ରକାରର ନୂଆ ନୂଆ ଭିଡିଓ ମାନ ପ୍ରତେକ ଦିନ ଆପଣ ମାନେ ଦେଖିବାକୁ ପାଉଥିବେ |ତେବେ ବେଳେ ବେଳେ କିଛି ଏଭଳି ଘଟଣା ସାମ୍ନା କୁ ଆସେ ଯାହା ଆମ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରେଇ ଦେଇଥାଏ ଆଉ ଉପର ଅଫିସର ଭାବରେ କାମ କରୁଥିବା ବାବୁ ମାନଙ୍କର ସତ କୁ ମଧ୍ୟ ସାମ୍ନା କୁ ଆଣି ଦେଇଥାଏ |ତେବେ ସେହିଭଳି ଏକ ଘଟଣା ବର୍ତ୍ତମାନ ଭାଇରାଲ ହେବାକୁ ଲାଗୁଛି ଆଉ ଯେଉଁଠି ଦେଖିବାକୁ ମିଳିଛି କି ଇଲେକ୍ଟ୍ରି ଅଫିସ ରେ କାମ କରୁଥିବା ବାବୁ ମାନେ ବିନା ମିଟର ରେ ହିଟର ଚଳାଉଛନ୍ତି | ଆଉ ସେହି କଥା ପଚାରିବାରୁ ରାଗି ଯାଉଛନ୍ତି ବାବୁ ଜଣଙ୍କ | ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଘଟଣା ଉପରେ ଟିକିଏ ନଜର ପକାଇବା |
ତେବେ ମିଳିଥିବା ସୂଚନା ଅନୁସାରେ ଏଭଳି ଏକ ଘଟଣା ଟି ଦେଖିବାକୁ ମିଳିଛି ରାଜନଗର ଇଲେକ୍ଟ୍ରି ଅଫିସ ରେ | ଆଉ ଯେଉଁଠାରେ କୁହାଯାଉଛି କି ଯେଉଁ ଇଲେକ୍ଟ୍ରି ଅଫିସ ର ବାବୁ ମାନେ ଲୋକ ମାନଙ୍କ ଠାରେ ବିଜୁଳି ବାବଦ କୁ ମାସ କୁ ମାସ ବିଲ ଆଣିଥାନ୍ତି | ଆଉ ଯେଉଁଠି ବିଲ ଦେବାରେ ଲେଟ ହେଲେ ଇଲେକ୍ଟ୍ରି କୁ କାଟି ଦିଅନ୍ତି, ଆଉ ସରକାରର ଙ୍କର ନିୟମ କୁ ମାନିଥାନ୍ତି | ତାହା ସହିତ ଇଲେକ୍ଟ୍ରି କୁ ଯଦି ବେସରକାରୀ ଭାବରେ ବିନା ମିଟର ରେ ବ୍ୟବହାର କରିବା ଓ ହିଟର ପ୍ରଭୁତି ସରଞ୍ଜାମ କୁ ବ୍ୟବହାର କରିବା ପାଇଁ ଫାଇନ ବସେଇଥାନ୍ତି ସେହି ମାନେ ଆଜି ଭୁଲ କରୁଛନ୍ତି |

ଆଉ ଯେଉଁଠି ଦେଖିବାକୁ ମିଳିଛି କି ଇଲେକ୍ଟ୍ରି ଅଫିସ ରେ ଏସ ଡି ଅ ଙ୍କ ସମେତ ଜେଇ ଓ ଅଫିସ ର ଅନ୍ୟ କର୍ମଚାରୀ ମାନଙ୍କର ପାଇଁ ଖାଇବା ପ୍ରସ୍ତୁତ କରାଯାଉଛି ତାହା ପୁଣି ହିଟର ରେ | ତେବେ ସେହି ହିଟର ରେ ମିଟର ମଧ୍ୟ ଲାଗିନାହିଁ ବୋଲି ଦେଖିବାକୁ ମିଳିଛି | ଆଉ ଯେହେତୁ ଇଲେକ୍ଟ୍ରି ଅଫିସ ଗୋଟିଏ ପ୍ରାଇଭେଟ ସଂସ୍ଥା ହୋଇଥିବାରୁ ସରକାର ମଧ୍ୟ ତାହା ଉପରେ କିଛି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି |

ତେବେ ଏହି ଘଟଣା ବିଷୟରେ ଅଭିଯୋଗ କରିକି ମିଡ଼ିଆ ଭାଇ ଜଣଙ୍କ ଇଲେକ୍ଟ୍ରି ଅଫିସ ର ଏସ ଡି ଅ ଙ୍କୁ ପଚାରିବାରୁ ତାଙ୍କର ପରିଚୟ ନ ଦେଇ ରାଗି ଯାଇଛନ୍ତି ବାବୁ ଜଣଙ୍କ | ଆଉ ତାଙ୍କୁ କିଏ ଅଫିସ ଭିତରକୁ ଆସିବା ପାଇଁ କହିଲା ବୋଲି କହି ବିଭିନ୍ନ ପ୍ରକାରର ପ୍ରଶ୍ନ ମଧ୍ୟ କରିବାକୁ ଲାଗିଛନ୍ତି | ଆଉ ଯାହା ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |

Leave a Comment