ବିଦ୍ୟାଭାରତୀଙ୍କୁ ଡର DSP ଇମାନ କଲ୍ୟାଣୀଙ୍କୁ , ରୁଦ୍ଧଦ୍ବାର ଜେରାରେ ବିଦ୍ୟାଙ୍କୁ ଗୁଡ଼େଇ ତୁଡ଼େଇ କଲେ ଏହି ପ୍ରଶ୍ନ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନ କିଛି ତଥ୍ୟ ଶୁଣିବାକୁ ମିଳୁଛି। ସମାଜରେ ଅନ୍ୟାୟ, ଅନୀତି ଓ ଅତ୍ୟାଚାର ଖୁବ ଜୋରରେ ବଢ଼ି ବଢ଼ି ଚାଲିଛି। ଚୋରି, ଡକାୟତ, ମାରପିଟ ଓ ହତ୍ୟା ଭଳି ଘଟଣା ସମାଜରେ ବହୁ ମାତ୍ରାରେ ବଢ଼ି ଚାଲିଛି। ସମାଜରେ ଲୋକ ମାନେ ଅନ୍ୟାୟ କାର୍ଯ୍ୟ କରିବାକୁ ପଛାଉ ନାହାନ୍ତି। ସବୁବେଳେ କିଛି ନା କିଛି ଘଟଣା ଓ ଦୁର୍ଘଟଣା କରି ଚାଲିଥିବେ। ସମାଜରେ ଲୋକ ମାନେ ନୃଶଂସ ପାଲଟି ଯାଉଛନ୍ତି ଓ ମନରେ ଭୟ ମଧ୍ୟ ରଖୁ ନାହାନ୍ତି ଏବଂ ଏଥି ସହ କାହାରିକୁ ମଧ୍ୟ ଖାତିର କରୁ ନାହାନ୍ତି| ସେମାନେ ଆଇନକୁ ମଧ୍ୟ ଖାତିର କରୁ ନାହାନ୍ତି। ପ୍ରତିଦିନ ସୋସିଆଲ ମିଡିଆରେ ଏଭଳି ଘଟଣା ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟରେ ଏଭଳି ଘଟଣା ଦେଖିବା ପାଇଁ ମିଳିଛି, ଆମେ ଆପଣ ମାନଙ୍କୁ ଏହି ଘଟଣା ବିଷୟରେ ଜଣାଇବୁ, ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇ ଯିବା ସଙ୍ଗେ ସଙ୍ଗେ ବହୁତ ଝଟକା ମଧ୍ୟ ଅନୁଭବ କରିବେ। ତେବେ ଘଟଣାଟି ହେଉଛି, ACF ସୌମ୍ୟ ରଞ୍ଜନଙ୍କ ମୃତ୍ୟ ଘଟଣାକୁ ନେଇ ତାଙ୍କ DSP ଇମାନ କଲ୍ୟାଣି ବିଦ୍ୟା ଭାରତୀ ପଣ୍ଡାଙ୍କୁ ଜେରା କରିଛନ୍ତି ବୋଲି ସୂଚନା ମିଳିଛି। ତେବେ ଏଭଳି ଘଟଣା ସୋସିଆଲ ମିଡିଆରେ ଖୁବ ଜୋରରେ ଭାଇରଲ ହେବାରେ ଲାଗିଛି। ତେବେ ଆସନ୍ତୁ ସମ୍ପୂର୍ଣ ଖବର ଉପରେ ନଜର ପକାଇବା;

ସୂଚନା ଅନୁସାରେ, ACF ସୌମ୍ୟ ରଞ୍ଜନଙ୍କ ମୃତ୍ୟୁକୁ ନେଇ ପ୍ରତିଦିନ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳୁଛି। ତାଙ୍କ ମୃତ୍ୟୁ ମାମଲାରେ ଯେଉଁ ମାନେ ଉପସ୍ଥିତ ଥିଲେ ତାଙ୍କୁ କ୍ରାଇମବ୍ରାଞ୍ଚ ଟିମ ଜଣକ ପରେ ଜଣକୁ ଜେରା କରି ଚାଲିଛି ଓ ତାର ରହସ୍ୟ ମଧ୍ୟ ଖୋଜି ଚାଲିଛି। କ୍ରାଇମବ୍ରାଞ୍ଚ ଜଣକ ପରେ ଜଣକୁ ଜେରା କରି ସାରିବା ପରେ ଏବେ ବର୍ତ୍ତମାନ ବିଦ୍ୟାଭରତୀ ପଣ୍ଡାଙ୍କୁ ଜେରା କରା ଯିବ ବୋଲି ନଜର ଆସୁଛି।

ତେବେ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ଅଫିସର DSP ଜ୍ଞାନ ରଞ୍ଜନ ମିଶ୍ରଙ୍କ ନେତୃତ୍ୱରେ, DSP ଇମାନ କଲ୍ୟାଣି ଓ ଆଉ ତିନି ଜଣ ଅଧିକାରୀଙ୍କୁ ନେଇ ତାଙ୍କ ଘରେ ପହଁଚି ଥିଲେ। ସେମାନେ ବିଦ୍ୟା ଭାରତୀଙ୍କ ଘରେ ପହଁଛି ତାଙ୍କୁ ୭ ଘଣ୍ଟା ଧରି ଜେରା କରିଥିଲେ। ଜେରା କରିବା ସମୟରେ ସେ ବହୁତ ଡରି ଯାଇଥିଲେ। ସେ କ୍ରାଇମବ୍ରାଞ୍ଚ ଅଫିସରଙ୍କ କିଛି ପ୍ରଶ୍ନର ଉତ୍ତର ଦେବା ସହ ଆଉ କିଛି ପ୍ରଶ୍ନର ଉତ୍ତର ଦେଇ ନଥିଲେ। ଯାହା ଫଳରେ କି କ୍ରାଇମବ୍ରାଞ୍ଚ ଟିମ ତାଙ୍କୁ ସନ୍ଦେହ କରିଛନ୍ତି ଓ ଏଥି ସହ ଆବଶ୍ୟକ ପଡ଼ିଲେ ଆଉ ଥରେ ଜେରା କରାଯିବ ବୋଲି ଗଣମାଧ୍ୟମକୁ ମଧ୍ୟ ସୂଚନା ଦେଇଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।