ଶେଷରେ ହେଲା ମହା ଖୁଲାସା ! ବିଦ୍ୟାଙ୍କ ଜେରା ଆଗରୁ ହେଲା DFO ଓ ରୋଷେୟାଙ୍କ ଦେହରେ କ୍ରାଇମବ୍ରାଞ୍ଚର ମିଛ ଧାରା ମେସିନ…ଦେଖନ୍ତୁ ଭିଡ଼ିଓ

0

ବର୍ତ୍ତମାନ ପ୍ରତିଦିନ ସମାଜରେ କିଛି ନା କିଛି ଘଟଣା ବିଷୟରେ ଜାଣିବାକୁ ମିଳୁଛି। ସମାଜରେ ବହୁତ ମାତ୍ରାରେ ଅପରାଧିକ କାର୍ଯ୍ୟ ଘଟି ଚାଲିଛି ଓ ମନୁଷ୍ୟ ପ୍ରତି ହିଂସ୍ର ଭଳି ବ୍ୟବହାର କରୁଛନ୍ତି। ସମାଜର ଏଭଳି କିଛି ଲୋକ ମାନେ ଅଛନ୍ତି ଯେ, ନୃଶଂସ ପାଲଟି ଯିବା ସହିତ ସୈତାନ କାର୍ଯ୍ୟ କରିବାକୁ ପଛ ଘୁଞ୍ଚା ଦେଉ ନାହାନ୍ତି। ଯାହାକି ଏହା ଏକ ନିନ୍ଦନୀୟ ବା ଅପରାଧିକ କାର୍ଯ୍ୟ ଅଟେ। ସେମାନେ କାହାରିକୁ ଖାତିର କରୁ ନାହାଁନ୍ତି କି ଆଇନକୁ ମଧ୍ୟ ଭୟ କରୁ ନାହାଁନ୍ତି। ଏଭଳି କାର୍ଯ୍ୟ ସେମାନେ ବାରମ୍ବାର କରି ଚାଲି ଥାଆନ୍ତି। ଏଭଳି କାର୍ଯ୍ୟ କରିବା ଦ୍ୱାରା ସମାଜରେ ଖରାପ ପ୍ରଭାବ ପକାଉଛି ଓ ଅନ୍ୟ ଲୋକ ମାନେ ମଧ୍ୟ ଖରାପ ଆଡକୁ ଧୀରେ ଧୀରେ ଗତି କରି ବାକୁ ମନନିବେଶ କରୁଛନ୍ତି। ଏଭଳି କିଛି ଘଟଣା ଦେଖିବାକୁ ମିଳିଥାଏ।

ତେବେ ବନ୍ଧୁଗଣ ଏସିଏଫ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ଜନକ ହୋଇ ଥିବାରୁ, ତାଙ୍କ ମୃତ୍ୟୁର ନୂଆ ନୂଆ ତଥ୍ୟ ଜାଣିବା ପାଇଁ ସାରା ଓଡିଶା ବାସୀ ଚାତକ ପରି ଚାହିଁ ବସିଛନ୍ତି। ତେବେ ଏଭଳି ଏକ ଘଟଣା ଶୁଣିବା ପାଇଁ ମିଳିଛି ଯାହାକି ଆପଣ ମାନେ ଶୁଣିଲେ ଚକିତ ହୋଇଯିବେ। ତେବେ ଘଟଣାଟି ହେଉଛି କ୍ରାଇମବ୍ରାଞ୍ଚ ଟିମ DFOଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରା ଯାଇଛି ବୋଲି ସୂଚନା ମିଳିଛି। ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ;

ସୂଚନା ଅନୁସାରେ, ACF ଙ୍କ ମୃତ୍ୟୁ ଘଟଣାର ପ୍ରତିଦିନ କିଛି ନା କିଛି ତଥ୍ୟ ଶୁଣିବାକୁ ମିଳୁଛି। ତାଙ୍କ ମୃତ୍ୟୁ ମାମଲାରେ ଯେଉଁ ମାନେ ଉପସ୍ଥିତ ଥିଲେ ତାଙ୍କୁ କ୍ରାଇମବ୍ରାଞ୍ଚ ଟିମ ଜଣକ ପରେ ଜଣକୁ ଜେରା କରି ଚାଲିଛି ଓ ତାର ରହସ୍ୟ ମଧ୍ୟ ଖୋଜି ଚାଲିଥିଲା। DFO ସଂଗ୍ରାମ କେଶରୀ ବେହେରାଙ୍କୁ ଯେତେବେଳେ କ୍ରାଇମବ୍ରାଞ୍ଚ ଟିମ ଜେରା କରିଥିଲେ, ସେତେବେଳେ ସେ ସବୁ ମିଛ କଥା କହିଥିଲେ ବୋଲି କ୍ରାଇମବ୍ରାଞ୍ଚ ଟିମ ତାଙ୍କୁ ସନ୍ଦେହ କରିଥିଲା ଓ ଆବଶ୍ୟକ ପଡ଼ିଲେ ତାଙ୍କର ଜେରା ସହ ଲାଇ ଡିଟେକ୍ସନ ହେବ ବୋଲି କ୍ରାଇମବ୍ରାଞ୍ଚ ଟିମ କହିଥିଲେ।

ତେବେ ବର୍ତ୍ତମାନ ଏସିଏଫଙ୍କ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ଟିମ ନିରାବତାର ସହ DFO ଙ୍କୁ ଭୁବନେଶ୍ୱର ସ୍ଥିତ ଫରେନ୍ସି ଲ୍ୟାବ୍ରଟୋରିକୁ ଆଣିଥିଲେ। ସେଠାରେ ତାଙ୍କର ଲାଇ ଡିଟେକ୍ସନ ଟେଷ୍ଟ କରା ଯାଇଥିଲା ଓ ସେଥିରେ ଫରେନ୍ସି ଟିମ ତାଙ୍କୁ ଅନେକ ଗୁଡିଏ ପ୍ରଶ୍ନ ପଚାରିଥିଲେ ଯାହାର ରିପୋର୍ଟ ତାଙ୍କ ନିକଟରେ ଥିବା ମେସିନ ଦ୍ୱାରା ହିଁ ରହିଛି। ଏଥି ସହିତ ତାଙ୍କ ସହ ରୋଷେୟା ମନ୍ମଥ କୁମ୍ଭଙ୍କର ବି ଲାଇ ଡିଟେକ୍ସନ ଟେଷ୍ଟ କରା ଯାଇଛି। ଏସିଏଫଙ୍କ ପରିବାର ଲୋକ ମାନେ ଏହି ଖବର ଶୁଣି ବହୁତ ଖୁସି ହୋଇ ଯାଇଥିଲେ ଯଥା ଶୀଘ୍ର ଦୋଷୀକୁ ଉଚିତ ଦଣ୍ଡ ମିଳିବା ସହିତ ତାଙ୍କ ପୁଅକୁ ନ୍ୟାୟ ଦିଆ ଯିବ ବୋଲି ଆଶା ରଖିଛନ୍ତି।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।