ବୀଜ ଏବଂ ଯୌନ ଶକ୍ତି ହ୍ରାସ ର କାରଣ, ନିରାକରଣ ଏବଂ ଏଥିପାଇଁ କେଉଁ ସବୁ ଖାଦ୍ୟ ସେବନ କରିବେ ଜାଣନ୍ତୁ ଯାହା ବହୁତ ଉପକାରୀ, 90 ବର୍ଷ ବୁଢାକୁ ବି ଦେଇଦିଏ ୨୦ ବର୍ଷର ଟୋକାର ଶକ୍ତି…..

0

ଆସନ୍ତୁ ଆଜିର ଏହି ଲେଖା ମାଧ୍ୟମରେ ଆମେ ପୁରୁଷ ମାନଙ୍କର ସ୍ବାସ୍ଥ୍ୟ ସମସ୍ୟା ସହ ଜଡ଼ିତ ଏକ ଗୁରୁତ୍ୱପୂର୍ଣ୍ଣ କଥା ବିଷୟରେ ଆଲୋଚନା କରିବା। ଯାହା ଅଧିକାଂଶ ପୁରୁଷ ମାନଙ୍କ କ୍ଷେତ୍ରରେ ଏକ ବଡ଼ ସମସ୍ୟା ଭାବରେ ଉଭା ହୋଇଥାଏ। ତେବେ ଆପଣ ଜାଣିଛନ୍ତି ଅନେକ ଏମିତି ପୁରୁଷ ରହିଛନ୍ତି ଯେଉଁ ମାନେ ସେମାନଙ୍କ ଧାତୁ କ୍ଷୟ ସମସ୍ୟା ପାଇଁ ଚିନ୍ତାରେ ରହିଥାନ୍ତି। ଏଥିପାଇଁ ସେମାନେ ଏକଥା କାହାକୁ କହି ନପାରି ମାନସିକ ଅବସାଦ ଭିତରେ ରହିଥାନ୍ତି। ତାଙ୍କର ମନୋବଳ ଅଧିକ ଦୁର୍ବଳ ହୋଇଯାଏ। ଆଜିକାଲି ଅଧିକାଂଶ ଯୁବ ପୀଢ଼ି ମାନଙ୍କ କ୍ଷେତ୍ରରେ ଦେଖିବାକୁ ମିଳୁଛି ଶୁକ୍ର ବା ବୀର୍ଯ ହୀନତା ଜନିତ ସମସ୍ୟା।

ଯେଉଁ କାରଣରୁ ସେମାନେ ଅନେକ ସମସ୍ୟା ରେ ସମ୍ମୁଖୀନ ହେଉଛନ୍ତି। ପୁରୁଷ ମାନଙ୍କ ଶରୀରରେ ଧାତୁର ପତନ ବା ଅଭାବ ଅନେକ ପରିବର୍ତ୍ତନ ଆଣିଥାଏ ସେମାନଙ୍କ ଜୀବନ ଶୈଳୀ ରେ।ସେଥିପାଇଁ କୁହାଯାଏ ଧାତୁ ବିହୀନ ଶରୀର ନିରସ ଏବଂ ନିସ୍ତେଜ ଭଳି ଲାଗିଥାଏ। ଚମକ ଦେଖିବାକୁ ମିଳି ନଥାଏ।ଧାତୁ ହେଉଛି ଶରୀରର ରାଜା।ତେବେ ଆଜିକାଲି ବିଭିନ୍ନ କାରଣ ପାଇଁ ଶରୀରରୁ ଧାତୁ କ୍ଷୟ ହେବା, ଧାତୁ ପତଳା ହେବା ଆଦି ରୋଗ ଦେଖିବାକୁ ମିଳୁଛି।

ଅତ୍ୟଧିକ ଧାତୁ କ୍ଷୟ ଫଳରେ କଣ ସବୁ ଘଟିଥାଏ ?

ଅତ୍ୟଧିକ ଧାତୁ କ୍ଷୟ କିଶୋର ଏବଂ ଯୁବା ଵସ୍ଥା ସମୟରେ ଅନେକ ସମସ୍ୟା ସୃଷ୍ଟି କରିଥାଏ। ଅନେକଙ୍କ ପାଖରେ ଏଥିପାଇଁ ଭିନ୍ନ ଭିନ୍ନ ରୋଗ ଦେଖାଯାଏ ଏବଂ ଅକାଳରେ ମୃତ୍ୟୁ ମଧ୍ୟ ଘଟିଥାଏ। ସେମାନେ ଚିଡଚିଡ଼ା ପ୍ରକୃତିର ହୋଇ ଯାଆନ୍ତି ଏବଂ କୌଣସି କାମରେ ମନ ମଧ୍ୟ ଲାଗି ନଥାଏ। ଥକାପଣ, ସ୍ବପ୍ନ ଦୋଷ ଏବଂ ସଦାବେଳେ ହସ୍ତ ମୈଥୁନ, ଯୌନ କ୍ରିୟା ଭଳି କାର୍ଯ୍ୟରେ ମନ ରହିଥାଏ। ଜୀବନରେ ଫୁର୍ତ୍ତି ଏବଂ ଉତ୍ସାହ ଦେଖିବାକୁ ମିଳି ନଥାଏ। ଏଥିପାଇଁ ସେମାନେ ଅନେକ ପଶ୍ଚାତାପ ମଧ୍ୟ କରିଥାନ୍ତି। କିନ୍ତୁ ସେମାନେ ଏହି କଥାକୁ କାହାକୁ ନ କହି ପାରିବା କାରଣରୁ ମଧ୍ୟ ଏହାର ସମାଧାନ କରି ପାରନ୍ତି ନାହିଁ।

ନିରାକରଣ କେମିତି କରିବେ ?

ଏଥିପାଇଁ ଆପଣଙ୍କୁ ନିରାଶ ହେବାର କୌଣସି ଆବଶ୍ୟକତା ନାହିଁ। କେବଳ କିଛି କଥା କୁ ଯଦି ଆପଣ ମାନି ପାରିବେ ଏବଂ ଏହାକୁ ପ୍ରତିଦିନ ଜୀବନରେ କାର୍ଯ୍ୟକାରୀ କରିବେ ତେବେ ଆପଣ ଏହି ସମସ୍ୟାରୁ ନିଜକୁ ମୁକ୍ତ କରି ପାରିବେ ଏବଂ ପୁଣି ଆପଣଙ୍କ ନିକଟରେ ଉତ୍ସାହ ଏବଂ ଉଦ୍ଦୀପନା ଦେଖାଯିବ।ତେବେ ଆସନ୍ତୁ ଜାଣିବା ଏହାର ସମାଧାନ ପାଇଁ କଣ ଖାଦ୍ୟ ସେବନ କରିବାକୁ ପଡ଼ିବ।

କେଉଁ ସବୁ ଖାଦ୍ୟ ଖାଇବେ?

ଡ଼ାର୍କ ଚକୋଲେଟ୍,ଆଭୋକାଡୋ,ବୋଇତାଳୁ ମଞ୍ଜି,ପାଳଙ୍ଗ ଶାଗ,ଅଦା, ଲିଚୁ, ଅଣ୍ଡା ଏବଂ ଉପଯୁକ୍ତ ମାତ୍ରାରେ ପାଣି ପିଇନ୍ତୁ। ଏହିସବୁ ଖାଦ୍ୟ ବିଭିନ୍ନ ଉପାୟରେ ଆପଣଙ୍କ ଶରୀରରେ ସେକ୍ସ ହରମୋନ ବୃଦ୍ଧି କରି ଶୁକ୍ରାଣୁ ର ପରିମାଣକୁ ମଧ୍ୟ ବୃଦ୍ଧି କରେ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।