Jyotish ଶାସ୍ତ୍ର- ଆଜି 3 ଡ଼ିସେମ୍ବର 2022 – ଆଜିଠାରୁ ବଦଳୁଛି ଏହି ସବୁ ରାଶିଙ୍କ ଭାଗ୍ୟ,ଏବଂ ବିଳମ୍ବିତ ବିବାହର ପ୍ରତିକାର ଜାଣନ୍ତୁ…

ଆଜି ହେଉଛି ୩ ଡିସେମ୍ବର ଶନିବାର ୨୦୨୨ ମସିହା, ମାର୍ଗଶିର ମାସର ବିଛା ୧୮ ଦିନ। ଆଜିର ତିଥି ନକ୍ଷତ୍ର; ଏକାଦଶୀ ତିଥି ନିଶି ଘ.୫/୫୦ ମିନିଟ୍ ପର୍ଯ୍ୟନ୍ତ ରହୁଛି। ଆଜିର ନକ୍ଷତ୍ର ଉତ୍ତର ଭାଦ୍ରପଦ ନକ୍ଷତ୍ର ପ୍ରାତଃ ଘ. ୬.୪୯ ମିନିଟ୍ ପର୍ଯ୍ୟନ୍ତ ରହୁଛନ୍ତି। ଏହା ପରେ ରେବତୀ ନକ୍ଷତ୍ରର ପ୍ରାରମ୍ଭ। ଆଜିର ଚନ୍ଦ୍ର ମୀନ ଚନ୍ଦ୍ର। ଆଜି ଆପଣ ଶିମ୍ବକୁ ଖାଦ୍ୟ ରୂପେ ଗ୍ରହଣ କରନ୍ତୁ ନାହିଁ। ତେବେ ଆସନ୍ତୁ ଜାଣିବା ଆଜିର ରାଶିଫଳ ସମ୍ପର୍କରେ।

ମେଷ: କର୍ମ କ୍ଷେତ୍ରକୁ ନେଇ ଆପଣ ଚଳଚଞ୍ଚଳ ରହିବେ। ପାରିବାରିକ ସମସ୍ୟା ଦେଖାଦେବ। ମାନସିକ କ୍ଷେତ୍ରର ଅସ୍ଥିର ରହି ପାରନ୍ତି। ଦୂର ଯାତ୍ରାର ଯୋଗ ରହିଛି। ଆଜି ଦିନରେ ସନ୍ତାନକୁ ନେଇ ସମସ୍ୟା ଚିନ୍ତିତ ହୋଇ ପାରନ୍ତି।

ବୃଷ: ଆପଣଙ୍କ ପାଇଁ ଆଜିର ଦିନଟି ଅନୁକୂଳ ରହିଛି। ଦେହ ମନ ସମ୍ପୂର୍ଣ୍ଣ ସୁସ୍ଥ ରହିବ। କୌଣସି ସାଙ୍ଗଙ୍କ ଠାରୁ ସାହାଯ୍ୟ ମିଳିପାରେ। ରାଜନୈତିକ ଦଳରେ ଥିବା ବ୍ୟକ୍ତି ମାନଙ୍କ ଠାରୁ ସାହାଯ୍ୟ ସୋହଯୋଗ ପାଇବେ।

ମିଥୁନ: ମିଥୁନ ରାଶିର ବ୍ୟକ୍ତି ବିଶେଷ ଧନ ମାନ ସମ୍ମାନ ଆଦି ପ୍ରାପ୍ତ କରିବେ। ସବୁ କାର୍ଯ୍ୟରେ ସଫଳ ହେବେ। ବନ୍ଧୁବର୍ଗଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ। ଖେଳାଳିଙ୍କର ପ୍ରଦର୍ଶନ ଉତ୍ତମ ରହିବ।

କର୍କଟ: ଆପଣଙ୍କ ପାଇଁ ଦିନଟି ମଧ୍ୟମ ଧରଣର ରହିଛି। ପାରିବାରିକ ସମସ୍ୟାକୁ ନେଇ କଥା କଟାକଟି ହୋଇପାରେ। ଆଜି ଦିନରେ ଆପଣ ସୁସ୍ୱାଦୁ ଭୋଜନ ଗ୍ରହଣ କରି ପାରନ୍ତି।


ସିଂହ: ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ। ପାରିବାରିକ ଜୀବନ ସୁଖପ୍ରଦ ହେବ। ସ୍ୱାସ୍ଥ୍ୟଗତ ସମସ୍ୟାକୁ ନେଇ ସାମାନ୍ୟ ଚିନ୍ତିତ ହୋଇପାରନ୍ତି।

କନ୍ୟା: କନ୍ୟା ରାଶିର ବ୍ୟକ୍ତି ବିଶେଷଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ଦେଖା ଦେଇ ପାରେ। କର୍ମ କ୍ଷେତ୍ରକୁ ନେଇ ଚିନ୍ତିତ ରହି ପାରନ୍ତି। ଭୁଲବୁଝାମଣା ପାଇଁ କଟାକଟି ହୋଇପାରେ।

ତୁଳା: ଆପଣଙ୍କ ପାଇଁ ଦିନଟି ଶୁଭପ୍ରଦ ରହିଛି। ଆଜି ଦିନରେ କୌଣସି ଦ୍ରବ୍ୟ ଆପଣଙ୍କର ହସ୍ତଗତ ହୋଇ ପାରେ।

ବିଛା: ଆପଣଙ୍କ ପାଇଁ ଆଜିର ଦିନଟି ଆଦୌ ଭଲ ନାହିଁ। ଦେହ ଓ ମନ ଖରାପ ରହିବ। ପାରିବାରିକ ସମସ୍ୟା ଦେଖା ଦେଇପାରେ। ଛୋଟ ଛୋଟ କଥାକୁ ନେଇ ଆପଣ ଭାଙ୍ଗି ପଡ଼ି ପାରନ୍ତି।

ଧନୁ: ଆପଣଙ୍କ ପାଇଁ ଦିନଟି ମଧ୍ୟମ ରହିଛି।ନୂଆ କାମ କରିବା ପାଇଁ ଦିନଟି ବହୁତ ଭଲ। ଲୁଗା ବ୍ୟବସାୟୀ ଯଥେଷ୍ଟ ଲାଭ ପାଇବେ। ଛାତ୍ରଛାତ୍ରୀଙ୍କର ଅଧ୍ୟୟନରେ ମନ ଲାଗିବ।

ମକର: ଏମାନଙ୍କ ପାଇଁ ଦିନଟି ଉତ୍ତମ ରହିବ। ପରିବାରରେ ଖୁସିର ବାତାବରଣ ରହିବ।ବ୍ୟବସାୟୀ ନୂଆ ଯୋଜନା ତିଆରି କରିବେ। ସ୍ୱାସ୍ଥ୍ୟ ଭଲ ରହିବ।

କୁମ୍ଭ: କୁମ୍ଭ ରାଶିର ବ୍ୟକ୍ତି ବିଶେଷଙ୍କ ଦେହ ମନ ସମ୍ପୂର୍ଣ୍ଣ ସୁସ୍ଥ ରହିବ। ଶୁଭ ଖବର ମିଳିବାର ଯୋଗ ରହିଛି। ଆୟରେ ବୃଦ୍ଧି ହେବ। ମାନସମ୍ମାନ ବୃଦ୍ଧି ପାଇବ।

ମୀନ: ଆପଣଙ୍କ ପାଇଁ ଦିନଟି ଶୁଭପ୍ରଦ ରହିବ। ପାରିବାରିକ ଜୀବନ ସୁଖପ୍ରଦ ହେବ। ପୂର୍ବରୁ ଯେଉଁ ପାରିବାରିକ ସମସ୍ୟା ରହିଥିଲା ତାହା ଦୂରୀଭୂତ ହେବ। ଅର୍ଥ କ୍ଷେତ୍ରରେ ମଧ୍ୟ ବୃଦ୍ଧି ପାଇବ।ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment