ଦେଖନ୍ତୁ EXCLUSIVE ଭିଡିଓ : ବିମାନ ବନ୍ଦରରେ ଭିକ ମାଗିଲେ ଯାତ୍ରା ଆଇଟମ ଗାର୍ଲ ରାନୀ ପ୍ରିୟଦର୍ଶନୀ….ଦେଖନ୍ତୁ video

ହଁ ଦର୍ଶକ ବନ୍ଧୁ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଅନେକ ପ୍ରକାରର ଭିଡ଼ିଓ ମାନ ଆପଣ ମାନେ ଦେଖିବାକୁ ପାଉଥିବେ | ତେବେ ବେଳେ ବେଳେ ଏଭଳି କିଛି ଭିଡ଼ିଓ ଆମ ସାମ୍ନା କୁ ଆସିଥାଏ ଯାହା ଆମ ଆଖିରେ ଲୁହ ଆଣି ଦେଇଥାଏ ବୋଲି କୁହାଯାଉଛି | ଆଉ ବର୍ତ୍ତମାନ ଯେଉଁ ଭିଡ଼ିଓ ଟି ଭାଇରାଲ ହେବାରେ ଲାଗିଛି ସେଥରେ ଦେଖିବାକୁ ମିଳିଛି କି ପିଣ୍ଟୁ ନନ୍ଦ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଖରାପ ଅଛି ଆଉ ପିଣ୍ଟୁ ନନ୍ଦ ଙ୍କୁ ବର୍ତ୍ତମାନ ଦିଲ୍ଲୀ କୁ ନିଆଯାଉଛି ଚିକିତ୍ସା ପାଇଁ | ଆଉ ଯାହା କୁହାଯାଉଛି କି ଏହି ଘଟଣା କୁ ନେଇକି ରାଣୀ ପ୍ରିୟଦର୍ଶିନୀ ବର୍ତ୍ତମାନ ବିମାନ ବନ୍ଦରରେ ବସି ଭିକ ମାଗୁଥିବାର ନଜର ଆସିଛନ୍ତି | ତାହେଲେ ଆସନ୍ତୁ ବନ୍ଧୁଗଣ ଭାଇରାଲ ହେଉଥିବା ସମ୍ପୂର୍ଣ୍ଣ ଭିଡ଼ିଓ ଉପରେ ନଜର ପକାଇବା |

ଆପଣ ମାନେ ସମସ୍ତେ ବେଶ ଭଲ ଭାବରେ ଅଲିଉଡ ର ଜଣା ଶୁଣା ଅଭିନେତା ପିଣ୍ଟୁ ନନ୍ଦ ଙ୍କୁ ଜାଣିଥିବେ | ଯିଏ କି ପିଲା ଠାରୁ ଆରମ୍ଭ କରିକି ବୁଢା ପର୍ଯ୍ୟନ୍ତ ସମସ୍ତ ଓଡ଼ିଆ ଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ବନେଇ ପାରିଛନ୍ତି | ଆଉ ନିଜର ଅଭିନୟ ମାଧ୍ୟମରେ ଦର୍ଶକ ମାନଙ୍କର ପ୍ରିୟ ଆଉ ପ୍ରସଂଶା ର ପାତ୍ର ହୋଇ ପାରିଥିବା ପିଣ୍ଟୁ ନନ୍ଦ ଙ୍କର ସ୍ୱାସ୍ଥ୍ୟ ଅବସ୍ଥା ବର୍ତ୍ତମାନ ଗୁରୁତର ରହିଛି | ଆଉ ତାଙ୍କୁ କିମ୍ସ ରୁ ଦିଲ୍ଲୀ ଙ୍କୁ ସ୍ଥାନାନ୍ତର କରାଯାଉଛି , ଆଉ ଲିଭର ଜନିତ ରୋଗ ରେ ପୀଡିତ ଥିବା କାରଣରୁ ତାଙ୍କୁ ଲିଭର ଟ୍ରାନପ୍ଲାଣ୍ଟେସନ ପାଇଁ ନିଆ ଯାଉଛି |

ତେବେ ପିଣ୍ଟୁ ଙ୍କର ଚିକିତ୍ସା ପାଇଁକି ପ୍ରଚୁର ଟଙ୍କା ର ଆବଶ୍ୟକତା ରହିଛି |ଆଉ ଯେଉଁଥିପାଇଁ ସମସ୍ତ ଫ୍ଲିମ ଷ୍ଟାର ମାନେ ଲାଗି ପଡିଛନ୍ତି | ତାହା ସହିତ ସାରା ଓଡିଶା ବାସୀ ମାନେ ମଧ୍ୟ ସାହାଯ୍ୟ ର ହାତ ବଢ଼ାଇ ଦେଇଛନ୍ତି | ତେବେ ଆପଣ ମାନେ ସମସ୍ତେ ଯାତ୍ରା ଜଗତର ହିଟ ଡାନ୍ସର ରାଣୀ ପ୍ରିୟଦର୍ଶିନୀ ଙ୍କୁ ଭଲ ଭାବରେ ଜାଣିଥିବେ | ଯିଏ କି ଯାତ୍ରା ଜଗତରେ ହଟ ଡାନ୍ସ କରି ସମସ୍ତଙ୍କ ମନକୁ କିଣି ନେଇଛନ୍ତି | ସେ ବର୍ତ୍ତମାନ ପିଣ୍ଟୁ ନନ୍ଦ ଙ୍କୁ ସାହାଯ୍ୟ କରିବା ପାଇଁ ହାତ ବଢ଼ାଇଛନ୍ତି |

ଆଉ ଯାହା କୁହାଯାଉଛି କି ସେ ପିଣ୍ଟୁ ନନ୍ଦ ଙ୍କ ପାଇଁ 10 ହଜାର ଟଙ୍କା ଦେବା ସହିତ ପିଣ୍ଟୁ ନନ୍ଦ ଙ୍କର ଆଶୁ ଆରୋଗ୍ୟ କାମନା କରିକି ବିମାନ ବନ୍ଦର ରେ ବସିକି ଟଙ୍କା ମାଗିଛନ୍ତି | ଆଉ ସେଠାରେ ଟଙ୍କା ମାଗି ଦିଲ୍ଲୀ ଯିବା ସମୟରେ ପିଣ୍ଟୁ ନନ୍ଦ ଙ୍କୁ ଟଙ୍କା ମଧ୍ୟ ଦେଇଛନ୍ତି | ଆଉ ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେବାରେ ଲାଗିଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment