ଦେଖନ୍ତୁ Shocking ଭିଡ଼ିଓ : ବିମାନ ଭିତରେ ଧସେଇ ପଶିଲା କାର….

ହଁ ଦର୍ଶକ ବନ୍ଧୁ ସେସିଆଲ ମିଡ଼ିଆରେ ବର୍ତ୍ତମାନ ଏପରି ଏକ ଘଟଣା ଭାଇରାଲ ହେଉଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଦେଖିକି ରହିଯିବେ | ଆଉ ଭାବିବେ କି ପ୍ରକୃତରେ ଘଟଣା ଟି କଣ ଘଟିଛି | ଆଉ କିପରି ଘଟିଲା ଏହି ଘଟଣା ଟି | ତେବେ ଆପଣ ମାନେ ଅନେକ ସମୟରେ ବିମାନ ବନ୍ଦରରେ ଘଟୁଥିବା ବିଭିନ୍ନ ପ୍ରକାରର ଘଟଣା ବିଷୟରେ ଜାଣିଥିବେ | କିନ୍ତୁ ଏବେ ଯୋଉଁ ଘଟଣା ଟି ଦେଖିବାକୁ ମିଳିଛି ଯାହାକୁ ଦେଖିଲେ ଆପଣ ମଧ୍ୟ ଭାବିବେ କି ବିମାନ ବନ୍ଦରରେ ପୁଣି କାର ଆସି ବିମାନ ତଳେ କେମିତି ପଶିଲା ବୋଲି |ତାହେଲେ ଆସନ୍ତୁ ଦର୍ଶକ ବନ୍ଧୁ ଭାଇରାଲ ହେଉଥିବା ସେହି ଦିଲ୍ଲୀ ବିମାନ ବନ୍ଦରର ଘଟଣା ଉପରେ ଟିକିଏ ନଜର ପକାଇବା |

ତେବେ ଏପରି ଏକ ଘଟଣା ବର୍ତ୍ତମାନ ସେସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯାହା କୁ କେହି ବିଶ୍ୱାସ କରି ପାରୁନାହାନ୍ତି |ତେବେ ଦିଲ୍ଲୀ ରୁ ପାଟଣା ଯିବା ପାଇଁ ଛିଡା ହେଇଥିବା ଗୋଟିଏ ବିମାନ ତଳକୁ ହଠାତ କାର ଟି ଧୋସେଇ ହୋଇ ପଶି ଆସିଥିଲା |ତେବେ ଯାହା ଜଣା ପଡିଛି କି ଏପରି ଗୋଟିଏ ଅଭାବନୀୟ ଘଟଣା ଟି ନୂଆଦିଲ୍ଲୀ ବିମାନ ବନ୍ଦର ଟାର୍ମୀନାଲ 2 ରେ ଘଟିଛି |ତେବେ ଇଣ୍ଡିଗୋର VT- ITJ ରେ ବିମାନଟି ଛିଡା ହେଇଥିବାର ସୂଚନା ମିଳିଥିଲା | ତେବେ ହଠାତ ଏପରି ଗୋଟିଏ ଘଟଣା କୁ କେହି ସହଜରେ ବିଶ୍ୱାସ କରି ପାରୁ ନାହାନ୍ତି |

ତେବେ ସମସ୍ତେ ସବୁବେଳେ ନିଜର ସୁବିଧା ଚାହିଁଥାନ୍ତି | ଆଉ ସେହି ସୁବିଧା ପାଇବା ପାଇଁ ମଣିଷ ବେଳେ ବେଳେ ଅସାବଧାନତା ର ଶିକାର ହୋଇଥାଏ | ଆଉ ଯାହାର ବଶବର୍ତ୍ତୀ ହୋଇ ମଣିଷ ବେଳେ ବେଳେ ନିଜର ଜୀବନକୁ ମଧ୍ୟ ବିପଦ ରେ ପକାଇଥାଏ | ତେବେ ଆପଣ ମାନେ ବହୁତ ଭଲ ଭାବରେ ଜାଣିଥିବେ କି ଯାହା ଯେତେ ଭଲ ତାହା ସେତେ ଖରାପ ହୋଇଥାଏ |ତେବେ ଲୋକ ମାନଙ୍କର ସୁବିଧା ପାଇଁ ଓ କମ ସମୟ ମଧ୍ୟରେ ଦୂର ସ୍ଥାନକୁ ଯାତ୍ରା କରିବା ପାଇଁଓ ତାହା ପୁଣି ବିନା କଷ୍ଟରେ , ଆମର ଆଧୁନିକ ଯୁଗ ରେ ବିମାନ ର ବ୍ୟବସ୍ଥା କରାଯାଇଛି |

ଆଉ ବିମାନ ବନ୍ଦର ଗୁଡିକ ରେ ମଧ୍ୟ କଡ଼ା କଡ଼ି ସୁରକ୍ଷା ବ୍ୟବସ୍ଥା କରାଯାଇଛି | ଯାହା ଫଳରେ ବିମାନ ରେ ଯାଉଥିବା ଯାତ୍ରୀ ମାନଙ୍କର ଯେପରି କୌଣସି ଅସୁବିଧା ହେବ ନାହିଁ | ତେବେ ଏତେ ସୁରକ୍ଷା ସର୍ତ୍ତେ ଉଡିବାକୁ ଥିବା ବିମାନର ତଳକୁ ହଠାତ କାର ଟି କେମିତି ଆସିଲା ବୋଲି ସମସ୍ତେ ସନ୍ଦେହ କରିଛନ୍ତି |ତେବେ ଏହି ଭଳି ଘଟଣା ଟି ବିମାନ ବନ୍ଦରରେ ଥିବା CCTV ରେ କୋଏଦ ହୋଇଛି | ଯାହା ଏବେ ସେସିଆଲ ମିଡ଼ିଆରେ ଖୁବ ଭାଇରାଲ ମଧ୍ୟ ହେଉଛି |

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Comment