ଦେଖନ୍ତୁ ଭିଡ଼ିଓ : ବିରଳ ଦୃଶ୍ୟ ! ନାଗ ନାଗୁଣୀଙ୍କ ଜଳକ୍ରୀଡ଼ା ସୋସିଆଲ ମିଡ଼ିଆରେ ରେ ଭାଇରାଲ ହେଲା ଏହି ଭିଡ଼ିଓ…ଅଧିକରୁ ଅଧିକ ଲୋକ ଦେଖିସାରିଲେନି…

0

ସମଗ୍ର ବିରାଟ କାୟ ପୃଥିବୀରେ ଅନେକ ଦେବା ଦେବୀ ମାନେ ବାସ ବାସ କରିଥାନ୍ତି କିନ୍ତୁ ,ସେମାନେ ପ୍ରତ୍ୟେକ୍ଷ ବା ପରୋକ୍ଷ ଭାବରେ ଆମ ମାନଙ୍କୁ ସାମ୍ନାରେ ଦେଖାଦେଇଥାନ୍ତି । ହିନ୍ଦୁ ଧର୍ମର ଲୋକମାନେ ବହୁିତ ଇଶ୍ୱର ବିଶ୍ୱାସୀ ହୋଇଥାନ୍ତି ଏବଂ ଅଧିକ ମାତ୍ରାରେ ଶିବ ଭଗବାନଙ୍କୁ ପୂଦା ଅର୍ଚ୍ଚନା କରିବା ପାଇଁ ପସନ୍ଦ କରିଥାନ୍ତି । ଆପଣ ମାନେ ଜାଣିଥିବେ କି ଶିବ ଭଗବାନଙ୍କ ବେକରେ ସର୍ବଦା ନାଗ ସାପ ବିରାଜମାନ କରିଥାନ୍ତି । ଭଗବାନ ଶିବଙ୍କୁ ସଂହାର କର୍ତ୍ତା ମଧ୍ୟ କୁହାଯାଏ , ଶିବଙ୍କର ଅନେକ ରହସ୍ୟ ମୟ କଥା ବସ୍ତୁ ରହିଛି ।

ବର୍ତ୍ତମାନ ସମୟରେ ନାଗସାପ ମାନଙ୍କୁ ଦେଖିବାକୁ ମିଳେ ନାହିଁ , କେହି କେହି ଜାଗାରେ ମଧ୍ୟ ନାଗ ସାପକୁ ପୂଜା କରାଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ । ନାଗସାପ ମାନଙ୍କୁ ଖାଦ୍ୟ ସ୍ୱରୂପ କ୍ଷୀର ଦିଆଯାଏ । ଏହି ପରି ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଦା ଜିଲ୍ଲାରେ । ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ଘଟଣା ବିଷୟରେ ।

ଆଜିକାଲିର ସୋସିଆଲ ମିଡିଆରେ ଅନେକ ପ୍ରକାର ଭିଡିଓ ଦେଖିବାକୁ ମିଳୁଛି , ମଜାଳିଆ ଭିଡିଓ ଠାରୁ ଆରମ୍ଭ କରି ଅନେକ ବିଚିତ୍ର ଜିନିଷ ମଧ୍ୟ ଦେଖିବାକୁ ମିଳୁଛି । ଘଟଣାଟି ଘଟିଛି ଖୋର୍ଦ୍ଦା ଜିଲ୍ଲା ବେଗୁନିଆ ଗ୍ରାମରେ ଦେଖିବାକୁ ମିଳୁଛି । ସେହି ଗ୍ରାମରେ ଏକ ବଡ ପୋଖରୀ ରହିଛି , ସେହି ପୋଖରୀରେ ସମସ୍ତ ଲୋକମାନେ ବ୍ୟବହାର ମଧ୍ୟ କରିଥାନ୍ତି । ତେବେ ସେହି ପୋଖରୀରେ ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଛି , ଯାହା ଦେଖି ଲୋକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି ।

ତେବେ ସେହି ପୋଖରୀରେ ଏକ ନାଗ ନାଗୁଣୀ ଖେଳୁଥିବାର ନଜର ଆସିଛି , ସ୍ଥାନୀୟ ଲୋକମାନେ ଏହି ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହା ପୂର୍ବରୁ ଏପରି ଦୃଶ୍ୟ ପରିଲକ୍ଷିତ ହୋଇ ନଥିଲା , ଏହା ପ୍ରଥମ ଥର ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି । ଏହା ଶୁଭ ସଙ୍କେତ ବୋଲି କହିଛନ୍ତି , ଏହି ଦୃଶ୍ୟକୁ ସେଠାକାର ଗ୍ରାସ ବାସିନ୍ଦା କ୍ୟାମେରା ରେ କଏଦ କରି ସୋସିଆଲ ମିଡିଆରେ ସେୟାର କରିଛନ୍ତି । ସେହି ଭିଡିଓ ରେ ନାଗ ନାଗୁଣୀ ରେ ବହୁତ ଖୁସୀରେ ଦୁହେଁ ଖେଳୁଥିୁବାର ଦୃଶ୍ୟ ଦର୍ଶକ ମାନଙ୍କୁ ମୋହିତ କରିଥାଲା ।

ଏହି ଦୃଶ୍ୟ ଦେଖି ଆଜି ବି ମଧ୍ୟ ଧରା ପୃଷ୍ଠରେ ଦେବତା ଅଛନ୍ତି ବୋଲି ବିଶ୍ୱାସ କରାଇଥିଲା । ସେହି ଗ୍ରାମରେ ଶିବଙ୍କ କୃପା ଅଛି ବୋଲି ସ୍ଥାନୀୟ ବାସିନ୍ଦା ମାନେ ମତ ପୋଷଣ କରିଥିଲେ , ସେହି ଗ୍ରାମରେ କୌଣସି ପ୍ରକାର ବିଘ୍ନ ହୁଏ ନାହିଁ ମଧ୍ୟ କହିଥିଲେ । ଏହିପରି ବରଳ ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଦା ଜିଲ୍ଲାରେ , ଏବଂ ପୂର୍ବରୁ ଖୋର୍ଦ୍ଦା ଜିଲ୍ଲା ବିଭିନ୍ନ ଜିିନିଷ ପାଇଁ ପ୍ରଚଳିତ ଥିଲା । ବର୍ତ୍ତମାନ ଏହି ଭିଡିଓ ଟି ବହୁତ ସଂଖ୍ୟରେ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।